ସହିଦ ଯବାନ ସୁଶାନ୍ତଙ୍କ ପ୍ରତି-ଶୋଧ ନେବେ ସଞ୍ଜୟ । ସେ ଜାଣିଛନ୍ତି ମାଓବାଦୀ ମାନେ କେଉଁଠି ଲୁ-ଚିଛନ୍ତି ।

ଗତ କିଛିଦିନ ତଳେ ମାଓ ଆକ୍ର-ମଣରେ ଜଣେ ଓଡ଼ିଆ ପୁଅ ସୁଶାନ୍ତଙ୍କର ମୃ-ତ୍ୟୁ ହୋଇଥିଲା । ଦେଶ ପାଇଁ ସେ ସହିଦ ହୋଇଗଲେ ସତ କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ପରିବାର ବର୍ତ୍ତମାନ ମାଟିରେ ମିଶି ଯାଇଛି । ତାଙ୍କ ପୂର୍ବରୁ ତାଙ୍କ ବାପା ଏବଂ ଦୁଇ ବଡ଼ ଭାଇଙ୍କ ମୃ-ତ୍ୟୁ ହୋଇଥିଲା । ଆଉ ଏବେ ତାଙ୍କ ମୃ-ତ୍ୟୁ ପରେ ତାଙ୍କୁ ଝୁରି ଝୁରି ତାଙ୍କ ମା’ ଙ୍କର ମଧ୍ୟ ନି-ଧନ ହୋଉ ଯାଇଛି । ଯାହାକି ବାସ୍ତବରେ ଏକ ଦୁଃ-ଖଦ ଘ-ଟଣା ଅଟେ । ଏପଟେ ବିବାହକୁ ମଧ୍ୟ ବର୍ଷେ ପୁରି ନଥିଲା । ଆଉ ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ଏସଆଇ ଭାବରେ କାର୍ଯ୍ୟରତ ସଞ୍ଜୟ ବର୍ତ୍ତମାନ ସୁଶାନ୍ତଙ୍କ ସହିତ ହୋଇଥିବା ଏଭଳି ଘ-ଟଣା ପରେ ପ୍ରତି-ଶୋଧ ନେବେ ।

ଜୀବିତ ଭାବରେ ହେଉ କିମ୍ବା ମୃ-ତ ଭାବରେ ହେଉ ସେ ମାଓବାଦୀଙ୍କୁ ଧ-ରିବେ । ତାପରେ ଯାଇ ଆଶ୍ୱାସ ଅନୁଭବ କରିବେ । କହି ରଖିବୁ ଯେ ସଞ୍ଜୟ ପୋତା ହେଉଛନ୍ତି ଜଣେ ଏସଆଇ । କିନ୍ତୁ ସେ ମଧ୍ୟ ପୂର୍ବରୁ ଜଣେ ମାଓବାଦୀ ଥିଲେ । ସେ ବେଶ ଭଲ ଭାବରେ ଜାଣିଛନ୍ତି ଯେ ଛତିଶଗଡ଼ରେ କିଭଳି ଭାବରେ ମାଓବାଦୀ ମାନେ ଅଟାକ କରନ୍ତି । କେଉଁଠି ଲୁ-ଚନ୍ତି ଏବଂ କେଉଁଠି ତାଙ୍କର ବଙ୍କର ଅଛି । ଏହିସବୁ ତଥ୍ୟ ସଞ୍ଜୟ ପୋତାଙ୍କ ପାଖରେ ଅଛି । ଏହିସବୁ ତଥ୍ୟକୁ ନେଇ ସଞ୍ଜୟ ବର୍ତ୍ତମାନ ମାଓବାଦୀଙ୍କୁ ଖୋଜିବାକୁ ବାହାରି ପଡ଼ିଛନ୍ତି ଏବଂ ପ୍ରଣ କରିଛନ୍ତି ଯେ ସୁଶାନ୍ତଙ୍କ ପ୍ରତି-ଶୋଧ ସେ ନିଶ୍ଚିତ ନେବେ ।

ଜୀବିତ ହେଉ କିମ୍ବା ମୃ-ତ ଯେମିତି ହେଉ ସେମାନଙ୍କୁ ଧରି ନିଆଯିବ । କିଛିଦିନ ହେବ ମିଶ୍ରୀ ବେଶ୍ରାର କଥା ମଧ୍ୟ ଉଠୁଥିଲା । ଯାହାର ମୁଣ୍ଡ ଉପରେ ଅଛି ଏକ କୋଟିଟ ଇନାମ । ତାକୁ ମୃ-ତ ହେଉ କିମ୍ବା ଜୀବିତ ଭାବରେ ଧରିଲେ ଏକ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏଭଳି କୁହାଯାଉଛି ଯେ ସହିଦ ସୁଶାନ୍ତଙ୍କୁ ଆକ୍ର-ମଣ କରିଥିବା ମାଓବାଦୀଙ୍କ ମଧ୍ୟରେ ମିଶ୍ରୀ ବେଶ୍ରା ମଧ୍ୟ ଥିଲେ । ଆଉ ଏଥର ସଞ୍ଜୟ ତାଙ୍କୁ ନିଶ୍ଚୟ ଧରିବେ । ସଞ୍ଜୟ ପୋତାଙ୍କ ବିଷୟରେ କହିବାକୁ ଗଲେ ସେ ଦୀର୍ଘ ବର୍ଷ ଧରି ମାଓବାଦୀ ସଂଗଠନ ସହିତ ସାମିଲ ଥିଲେ । ସେ ବେଶ ଭଲ ଭାବରେ ଜାଣିଛନ୍ତି ଯେ ମାଓବାଦୀ ମାନଙ୍କର ଗତିବିଧି କେମିତି ରହେ ।

ମାତ୍ର ୨୦୨୩ ଠାରୁ ପୋଲି-ସରେ ଭର୍ତ୍ତି ହେବାପରେ ସେ ମାଓବାଦୀ ମାନଙ୍କୁ ଧରିବାରେ ସକ୍ଷମ ହେଉଛନ୍ତି । ବର୍ତ୍ତମାନ ସେ ସୁଶାନ୍ତଙ୍କ ସହିଦ ହେବା ପରେ ତାଙ୍କ ପରିବାର କ-ଷ୍ଟ ତାଙ୍କୁ ସହ୍ୟ ହୋଇ ନାହିଁ । ଯେଉଁ କାରଣରୁ ସେ ଏଭଳି ଘଟ-ଣାର ପ୍ରତି-ଶୋଧ ନେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *