ସହିଦ ହୋଇଗଲେ ସୁଶାନ୍ତ ପୁରୁଷ ଶୂନ୍ୟ ହୋଇଗଲା ସୁଶାନ୍ତଙ୍କ ପରିବାର ।

ମାଟି ମାକୁ ସୁର-କ୍ଷା ଦେଉ ଦେଉ ମାଟି ମା କୋଳରେ ଶୋଇ ପଡିଛନ୍ତି ବୀର ଯବାନ । ଆଗ ପଛ ହୋଇ ଜଣଙ୍କ ପରେ ଜଣେ ଆର ପାରୀକୁ ଚାଲି ଯାଇଛନ୍ତି । ଆଉ ଶେଷରେ ବି ସୁଶାନ୍ତ ଆଖି ବୁଝିଦେଲେ ସତେ ଯେପରି ସୁଶାନ୍ତଙ୍କ ପରିବାର ଟା ଏକ ଦମ ପୁରୁଷ ଶୂନ୍ୟ ହୋଇଗଲା । ସୁଶାନ୍ତ ମାଟି ମା ପାଇଁ ସବୁବେଳେ କାର୍ଯ୍ୟ କରୁଥିଲେ । ମାଟି ମାକୁ ସୁର-କ୍ଷା ଦେଉଥିଲେ ଆଉ ନିଜ ପରିବାର କଥା ଭୁଲି ଯାଇଥିଲେ । ଗୋଟେ ମାର ସୁର-କ୍ଷାରେ ଥାଇ ଆଉ ଗୋଟେ ମାର କୋଳ ଖାଲି କରି ଦେଇ ଚାଲିଗଲେ ଅଫେରା ରାଇଜକୁ ।

ଏଇତ ଏବେ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଜୀବନର ନୂତନ ଅଧ୍ୟାର ଆରମ୍ଭ କରିଥିଲେ ହେଲେ ବିବାହକୁ ମାତ୍ର ଚାରି ମାସ ପୁରୀ ନାହିଁ ହଟାତ୍ ଏଭଳି ଘ-ଟଣା ଘ-ଟିବ ତାହା କାହାକୁ ବି ଜଣା ନଥିଲା । ମାଟି ମା ପାଇଁ କାର୍ଯ୍ୟ କରୁ କରୁ ସୁଶାନ୍ତ ଜାଣି ନଥିଲେ ସ୍ତ୍ରୀ ମଥାରୁ ଲିଭିଯିବି ସିନ୍ଦୂର । ସୁଶାନ୍ତ ସବୁ ଦିନ ପାଇଁ ସୋଇଯିବେ ଚିର ନିଦ୍ରାରେ । ସତରେ ଦଇବର୍ କିଛି ଅନିତି ବିଚାର । ଏଇ କିଛି ଦିନ ତଳେ ସୁସାନ୍ତଙ୍କ ପରିବାର ଲୋକେ ଦୁଇ ପୁଅକୁ ହରାଇଥିଲେ । ସୁଶାନ୍ତ ନିଜେ ଦୁଇ ଭାଇଙ୍କୁ ହରାଇ ଥିଲେ ।

ସେହି ଦୁଃ-ଖ ସତେ ଯେପରି ପରିବାରର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । କେବଳ ସେତିକି ନୁହେ ଦୁଇ ଭେଣ୍ଡିଆ ପୁଅଙ୍କ ମୃ-ତ୍ୟୁକୁ ସହି ନପାରି ସୁଶାନ୍ତଙ୍କ ବାପା ମଧ୍ୟ ସେଶହରେ ଆଖି ବୁଝି ଆର ପାରିକୁ ଚାଲି ଯାଇଥିଲେ । ଆଉ ଏହା ପରେ ସୁଶାନ୍ତଙ୍କ ପରିବାରରେ ପୁରୁଷ କହିଲେ କେବଳ ସୁଶାନ୍ତ ଥିଲେ । ହେଲେ ଶେଷରେ ଭଗବାନ ତାଙ୍କୁ ବି ଛଡାଇ ନେଇ ଚାଲିଗଲେ । ଚାରି ମାସ ତଳେ ବିବାହ କରିଥିବା ସ୍ତ୍ରୀ ମାଥାରୁ ଭଗବାନ ସିନ୍ଦୂର ପୋଛି ଦେଲେ । ସୁଶାନ୍ତଙ୍କ ମୃ-ତ୍ୟୁ ଖବର ଶୁଣି ସ୍ତ୍ରୀ ଭୋ ଭୋ ହୋଇ କା-ନ୍ଦୁଛନ୍ତି ।

ସେପଟେ ସୁଶାନ୍ତଙ୍କ ମା ହସ୍ପିଟାଲ ବେଡ଼ରେ ଚିକିତ୍ସତ ହେଉଛନ୍ତି । ହେଲେ ଏପଟେ ପୁଅର ମୃ-ତ୍ୟୁ ସତେ ଯେପରି ପରିବାରକୁ ଏକ ଦମ୍ ଭାଙ୍ଗି ଦେଇଛି । ପରିବାରରେ ଖେଳି ଯାଇଛି ଶୋ-କର ଲହଡ଼ି । ଶୁଶାନ୍ତଙ୍କ ପାଇଁ କେବଳ ପରିବାର ନୁହେଁ ସାରା ଓଡ଼ିଶା କାନ୍ଦୁଛି । ଆଉ ସେପଟେ ମାତ୍ର ଚାରି ମାସରେ ସ୍ବାମୀଙ୍କୁ ହରାଇ ଥିବା ସୁଶାନ୍ତଙ୍କ ସ୍ତ୍ରୀ ବାୟାଣୀ ଭଳି ହେଉଛନ୍ତି । ହେଲେ ଧର୍ଯ୍ୟ ଦେବା ପାଇଁ ବି କେହି ନାହାନ୍ତି । କାରଣ ସୁଶାନ୍ତ ହିଁ ଥିଲେ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି । ଜିୟେକି ଏବେ ସହିଦ ହୋଇ ଭଗବାନଙ୍କ ନିକଟକୁ ଚାଲି ଯାଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଏବେ ସମସ୍ତେ ପାର୍ଥନା କରୁଛନ୍ତି କେଉଁଭଳି ସୁଶାନ୍ତଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *