ଆ-ହତ ଏବଂ ମୃ-ତ ଲୋକଙ୍କ ମଙ୍ଗଳ ପାଇଁ କାଲି ବଡ଼ ଆମାଉଣ୍ଟ ଦେବେ ବୋଲି କହିଲେ ରାଣୀ ପଣ୍ଡା।

ଜୁନ୍ ୨ ତାରିଖ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲାର ବାହାନଗା ରେଲୱେ ଷ୍ଟେସ-ନରେ ଏମିତି କିଛି ଘଟିଥିଲା ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ। କରୋମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ସେଣ୍ଟ୍ରାଲ ରୁ ବାହାରି ହାୱଡ଼ାର ଶାଲିମାର ଯିବା ବେଳେ ସନ୍ଧ୍ୟା ୬.୩୦ ସମୟରେ ବାହାନଗା ଷ୍ଟେସନରେ ମାଲବାହି ଟ୍ରେନ୍ ସହିତ ଧ-କ୍କା ହେଇ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯାଇଛି।

ଏହି ଦୁର୍ଘ-ଟଣାରେ ୨୫୦ ରୁ ଉର୍ଦ୍ଧ ଲୋକ ମୃ-ତ୍ୟୁ ବରଣ କରିବା ସହିତ ଅନେକ ଲୋକ ଆ-ହତ ହେଇଛନ୍ତି। ଏ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ଉ-ଦ୍ଧାର କାମ ଚାଲିଛି। ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମମତା ବାନାର୍ଜୀ ଏବଂ ଅନେକ ବଡ଼ ବଡ଼ ଲୋକ ମଧ୍ୟ ଘ-ଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଆଶ୍ଵାସନା ଦେଉଛନ୍ତି।

ଓଡ଼ିଆ ଯାତ୍ରା ଜଗତର ରାଣୀ ପଣ୍ଡାଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ। ସେ ମଧ୍ୟ ଜଣେ କୋକପ୍ରେମୀ । ସେ କାହାର ଦୁଃ-ଖ କଷ୍ଟ ଦେଖିପାରନ୍ତିନି। ସେଥିପାଇଁ ରାଣୀ ପଣ୍ଡା ଦୁର୍ଘ-ଟଣା ବିଷୟରେ ଜାଣିବା ପରେ ଜଲଦି ଜଇ ଘ-ଟଣା ସ୍ଥଳରେ ପହଞ୍ଚିଲେ।ରାଣୀ ପଣ୍ଡା ପ୍ରଥମେ ବାହନଗା ରୁ ଭଦ୍ରକ ଯାଇଥିଲେ। ସେ କହିଛନ୍ତି ମୁଁ ସବୁ ଆଡେ ପରିଭ୍ରମଣ କରି ଦେଖିଲି। ଏ ସବୁ ଦେଖି ମୋ ହୃଦୟ ଥରି ଉଠିଲା। ମୁଁ ମୋ କୋ-ହ ସମ୍ଭାଳି ପାରିଲିନି। ଯେଉ ମାନେ ଆ-ହତ ହେଇଛନ୍ତି ଏବଂ ମୃ-ତ୍ୟୁ ବରଣ କରିଛନ୍ତି ଏବେ ଅମେ ସେମାନଙ୍କୁ ଆଶ୍ଵାସନା ଦେବା।

ଏବେ ମୁଁ ବୁଲି ବୁଲି ସମସ୍ତଙ୍କୁ ସାହାଯ୍ୟ କରିପାରିବିନି ସେଥିପାଇଁ ମୁଁ ରେଲୱେ ରିଲିଫ୍ ଫଣ୍ଡକୁ ଯାଇ ଗୋଟେ ବଡ଼ ଆମାଉଣ୍ଟ ଦେଇ ଆସିବି। ଯାହା ଦ୍ଵାରା କିଛି ଲୋକ ସୁସ୍ଥ ହେଇ ପାରିବେ। ମୁଁ ସମସ୍ତଙ୍କୁ ଅନୁରୋଧ କରି କହୁଛି ଆମେ ସମସ୍ତେ ମିଶି ପ୍ରାର୍ଥନା କରିବା ଯେମିତି ଆ-ହତ ଭାଇ ଭଉଣୀ ମାନେସୁସ୍ଥ ହେଇ ଯାଆନ୍ତୁ ଏବଂ ମୃ-ତ ଭାଇ ଭଉଣୀ ମାନଙ୍କ ଆ-ତ୍ମାକୁ ସଦଗତି ମିଳୁ।

Leave a Reply

Your email address will not be published. Required fields are marked *