ସୋସିଆଲ ମିଡିଆରେ ପୁଣିଥରେ ମୁହଁ ଖୋଲିଲେ ରାଣୀ ପଣ୍ଡା , କହିଲେ ଆଜିକାର ନୂଆ ବୋହୂ ମାନେ …

ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଜଣେ ମହିଳା । ଆଉ ତାଙ୍କୁ ଆପଣ ସମସ୍ତେ ନିଶ୍ଚିତ ଭାବରେ ଜାଣି ଥିବେ । ସବୁ କଥା ଉପରେ ସେ ନିଜର ମତ ଦେଇଥାନ୍ତି , ତାହା କାହାକୁ ଭଲ ଲାଗିପାରେ କି ଭଲ ନ ଲାଗିପାରେ ସତ । କିନ୍ତୁ ସେ କାହାକୁ ବି ଭ-ୟ କରନ୍ତି ନାହିଁ । ସେ ନିଜର ସାହସିକତା ପାଇଁ ଅନେକ ଥର ଲୋକଙ୍କ ଠାରୁ ଭଲ ପାଇବା ସାଉଁଟିବା ସହିତ ଅନେକ ଥର ନିଜର ସାହସିକତା ପାଇଁ ସମାଲୋଚନାର ମଧ୍ୟ ଶି-କାର ହୋଇଥାନ୍ତି ।

ତେବେ ବର୍ତ୍ତମାନ ସମୟରେ ଆମେ କାହା ବିଷୟରେ କଥାବାର୍ତ୍ତା କରୁଛୁ ସେ ବିଷୟରେ ଆପଣ ଜାଣି ପାରୁଥିବେ । ସେ ଆଉ କେହି ନୁହଁନ୍ତି ସମସ୍ତଙ୍କ ପ୍ରିୟ କଳାକାର ରାଣୀ ପଣ୍ଡା । ସବୁବେଳେ ନିଜର ମୁହଁରୁ ବାହାରି ଯାଇଥିବା କଥା ପାଇଁ ତାଙ୍କୁ ନେଇ ସମସ୍ତେ ଚର୍ଚ୍ଚା କରିବାରେ ଲାଗିଥାନ୍ତି ।

କିନ୍ତୁ କାହା କଥାକୁ କେବେ ଖାତିର କରନ୍ତି ନାହିଁ ସେ । ଲୋକେ ଯାହା କହିଲେ ତାଙ୍କର ସେଥିରେ କିଛି ଯାଏ ଆସେ ନାହିଁ ବୋଲି ସେ ସବୁବେଳେ କହିଥାନ୍ତି । ଲୋକେ କଣ ତାଙ୍କୁ ଖାଇବାକୁ ଦେଉଛନ୍ତି ନା ବଞ୍ଚିବାକୁ ଟଙ୍କା ଦେଉଛନ୍ତି ଯେ ସେ ଲୋକଙ୍କ କଥାକୁ ଖାତିର କରିବେ ବୋଲି ସେ ସବୁବେଳେ କହିଥାନ୍ତି ।

ନିଜ ଦୁନିଆଁରେ ସେ ସବୁବେଳେ ରହିଥାନ୍ତି ଆଉ କିଛି ଲୋକଙ୍କ ଠାରୁ ଭଲ ପାଇବା ପାଉଥିବା ବେଳେ ଆଉ କିଛି ଲୋକଙ୍କ ଠାରୁ ଅନେକ ଗା-ଳି ମଧ୍ୟ ଖାଇଥାନ୍ତି ସେ । କିନ୍ତୁ ଯାତ୍ରା ଜଗତରେ ତାଙ୍କର ଏକ ଭିନ୍ନ ପରିଚୟ ରହିଛି । ଯାହା ପାଇଁ ତାଙ୍କୁ ଦେଖିବା ପାଇଁ ଲୋକେ କୁଆଡୁ କୁଆଡୁ ଧାଇଁ ଆସିଥାନ୍ତି । ଆଉ ତାଙ୍କ ଯାତ୍ରା ଦେଖି ସମସ୍ତେ ଭାବ ବିହ୍ବଳ ହୋଇ ଯାଇଥାନ୍ତି । ଆଉ ଅନେକ ଭଲ ପାଇବା ପାଇଁ ତାଙ୍କ ଉପରେ ବର୍ଷା କରିଥାନ୍ତି ।

ତେବେ ଏହାରି ମଧ୍ୟରେ ସେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଆଉ ଏଥର ସମସ୍ତ ନୂଆ ବୋହୂ ମାନଙ୍କ ଉପରେ ସେ ଟା-ର୍ଗେଟ କରିଛନ୍ତି । ନିଜର କଥାରେ ସେ ଏପରି କିଛି ସତ୍ୟ କଥା ଉପସ୍ଥାପନ କରିଛନ୍ତି , ଯାହା ବିଷୟରେ ଶୁଣିବା ପରେ ଲୋକେ ତାଙ୍କୁ ସମର୍ଥନ କରିବାରେ ଲାଗିଛନ୍ତି । କାହିଁକି ନା ସବୁବେଳେ ନିଜର ସତ୍ୟ ଉପସ୍ଥାପନା ପାଇଁ ତାଙ୍କୁ ସମସ୍ତେ ନିନ୍ଦା କରିବାରେ ଲାଗିଥାଆନ୍ତି ।

ତେବେ ପୁଣିଥରେ ସେ ସୋସିଆଲ ମିଡିଆରେ କାହାର କଥା ଆଉ ଲୋକଙ୍କ ସମାଲୋଚନାକୁ ଖାତିର ନ କରି କହିଛନ୍ତି କିଛି ଏପରି କଥା । ଆଉ ଲୋକେ ଏହାକୁ ଶୁଣିବା ପରେ ବାଃ ବାଃ ରାଣୀ ପଣ୍ଡା ବୋଲି କହିବାରେ ଲାଗିଛନ୍ତି । ତାଙ୍କ କଥାରେ ଦମ୍ ଅଛି ବୋଲି ସମସ୍ତେ କହିବାରେ ଲାଗିଛନ୍ତି ।

ତେଣୁ ପ୍ରକୃତ କଥା ଏହା ଯେ , ରାଣୀ ପଣ୍ଡା ବର୍ତ୍ତମାନ ସମୟରେ ସମସ୍ତ ନୂଆ ବାହା ହୋଇ ଆସିଥିବା ବୋହୂ ମାନଙ୍କ ଉପରେ କହି ଦେଇଛନ୍ତି କି , ଆଜିକାର ବୋହୂ ମାନେ ଲୋକ ଲ-ଜ୍ଜା କି ଲୋକଙ୍କୁ ଖାତିର କରୁ ନାହାନ୍ତି । ଆଉ ଲୋକ ଲ-ଜ୍ଜା ତ ଦୂରର କଥା ସେମାନେ ଇଜ୍ଜତ ମଧ୍ୟ ଦେଖୁ ନାହାଁନ୍ତି । ନିଜ ମନ ଅନୁସାରେ କାମ କରିବାରେ ଲାଗିଛନ୍ତି ।

ନୂଆ ବାହା ହୋଇ ଆସି କରି ସେଦିନ ହିଁ ଲୋକଙ୍କ ଆଗକୁ ଆସି ସବୁ କଥା କହି ପକାଉଛନ୍ତି । ଅପର ପକ୍ଷରେ ଆଗରୁ ନୂଆ ବୋହୂ ମାନେ ଘର ଭିତରେ ରହୁଥିଲେ ଆଉ କିଛି ଦିନ ଗଲା ପରେ ସେମାନେ ସମସ୍ତଙ୍କ ମିଶିବା ସହିତ ସମସ୍ତଙ୍କ ସହିତ ଭଲ ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଆଉ ସେଇଟା ନାହିଁ । ନୂଆ ବୋହୂ ମାନେ ନିଜର ଇ-ଜ୍ଜତ ହରାଇ ବସୁଛନ୍ତି ।

Leave a Reply

Your email address will not be published. Required fields are marked *