ମା କହୁଛି ପୁଅ ଜନ୍ମ କରି ବହୁତ୍ ବଡ ପା-ପ କରିଦେଲି ।

ପୁଅଟିଏ ପାଇବାକୁ ମା କେତେ ବାର ବ୍ରତ କରିଥିଲା । ଗ୍ରାମ ଦେବତୀଙ୍କ ପାଖେ କେତେ ଘିଅ ଦୀପ ଜା-ଳି ଥିଲା । କାନି ପତାଇ ପୁଅ ଟିଏ ପାଇବାକୁ ଭିକ୍ଷା ମଧ୍ୟ ମାଗୁଥିଲା । ହେଲେ ଏବେ ମା କହୁଛି ସେ କୁଆଡେ ମାନସିକ ବାର ବ୍ରତ କରି ପୁଅ ଟିଏ ପାଇବା ତା ପାଇଁ ଅଭି-ଶାପ ପାଲଟିଛି । ପୁଅର ଅ-ତ୍ୟାଚା-ର,ନିର୍ଯା-ତନା ସହି ସହି ମା ଆଖିରୁ ସୁଖୁନି ଲୁହ । ମା ସବୁବେଳେ କହୁଛି ଭୁଲ ହେଇଗଲା ବହୁତ୍ ବଡ ଭୁଲ କରିଦେଲି । ଅପୁତ୍ରିକ ହେଇ ସାରା ଜୀବନ ରହି ଯାଇଥାନ୍ତି ଯେତିକି ଦୁଃ-ଖ ଲାଗି ନଥାନ୍ତା । ଏ ପୁଅ ଜନ୍ମ କରି ଆଜି ମତେ ଯେତିକି ନିର୍ଯା-ତନା ସହିବାକୁ ପଡୁଛି ।

ଯେଉଁ ପୁଅକୁ ପାଇବାକୁ ମା ଓଷା,ବାର,ବ୍ରତ କରୁଥିଲା ସେହି ପୁଅ ଆଜି ଦେଉଛି ନିର୍ଯା-ତନା । ଯାହାକି ମା ଆଉ ସହି ପାରୁନି । ଦଶ ମାସ ଦଶ ଦିନ ଗ-ର୍ଭ ଯ-ତ୍ନଣା ସହି ମମତାର ବିନ୍ଦୁ ନିଗାଡି ମା ପୁଅକୁ ଜନ୍ମ ଦେଇଥିଲା । ଯେତେବେଳେ ପୁଅ କୁଆଁ କୁଆଁ ଡାକ ଦେଇ ଏ ଦୁନିଆକୁ ଆସିଥିଲା ସେତେବେଳେ ମା ଖୁସିରେ ଦୁଇ ଟୋପା ଲୁ-ହ ଆଖିରୁ ଗଡ଼ାଇ ଦେଇଥିଲା ଆଉ ଆଜି ଯେତେବେଳେ ପୁଅ ବଡ ହୋଇ ନିର୍ଯା-ତନା ଦେଉଛି ସେତେବେଳେ ମା ଆଖିରୁ ଝରି ପଡୁଛି ନିର୍ଯା-ତନାର ଲୁହ । ମା କା-ନ୍ଦି କା-ନ୍ଦି କହୁଛି ଭୁଲ ହେଇଗଲା ବହୁତ୍ ବଡ ଭୁଲ ।

ଯଦି ଜାଣିଥାନ୍ତି ପୁଅ ନୁହେଁ ଗୋଟେ ଶତ୍ରୁଟାକୁ ଜନ୍ମ ଦେଉଛି । ତାହାଲେ କେବେ ବି ଜନ୍ମ ଦେଇ ନଥାନ୍ତି । ହେଲେ ପୁଅ ଜନ୍ମ ବେଳେ ଭାବିଥିଲି ମୋ ପୁଅ ସାଯିବ ମୋ ବୃଦ୍ଧା ବୟସରେ ଆଶାର ବାଡ଼ି ଅନ୍ଧ ଦଉଡ଼ି । ହେଲେ ମାର ଭାବନା ଭୁଲ ଥିଲା । ପୁଅକୁ ପାଠ ପଢ଼ାଇ ମାର କର୍ତ୍ତବ୍ୟ କରିଥିଲା ଜନ୍ମ ଦାତ୍ତ୍ରି । ପୁଅ ଏବେ ବଡ ମଣିଷ ହେଇ ବିବାହ ମଧ୍ୟ କରିଛି । ଆଉ ବିବାହ କରିବା ପରେ ସ୍ତ୍ରୀ ଓ ପୁଅ ମିଶି ମାକୁ ପଚାରୁ ନାହାଁନ୍ତି । ଯେତେବେଳେ ଏହି ଯ-ନ୍ତ୍ରଣା ସୀମା ପାର କଲା ଯେତେବେଳେ ପୁଅ ବୋହୂଙ୍କ ନିର୍ଯା-ତନା ଅସହ୍ୟ ହେଲା ସେତେବେଳେ ମା କା-ନ୍ଦି କା-ନ୍ଦି ଗଣମାଧ୍ୟମରେ ମୁହଁ ଖୋଲିଲେ ।

ନ୍ୟା-ୟ ପାଇଁ ପୋଲି-ସର ଦ୍ବାରସ୍ଥ ହେଲେ । ଯେଉଁ ମା ପୁଅର ମଙ୍ଗଳ ପାଇଁ ଭଗବାନଙ୍କ ପାଖରେ ଘିଅ ଦୀପ ଜା-ଳି ମାନସିକ ମନାସୁ ଥିଲେ ସେହି ମା ଆଜି ପୁଅକୁ ଦ-ଣ୍ଡ ଦେଇ ତାଙ୍କୁ ନ୍ୟା-ୟ ମିଳୁ ବୋଲି ଥା-ନାରେ ଗୁହାରି କରୁଛନ୍ତି । ହଁ ବନ୍ଧୁଗଣ ଏଭଳି ଘ-ଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲାରେ । ମା କା-ନ୍ଦି କା-ନ୍ଦି ପୁଅ ବୋହୂଙ୍କ ବିରୋ-ଧରେ ମୁଁହ ଖୋଲିବା ପରେ ସାରା ଓଡ଼ିଶାରେ ଏହା ଚର୍ଚ୍ଚା ସୃଷ୍ଟି କରିଛି । ମାକୁ ନ୍ୟା-ୟ ମିଳୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ହେଲେ ଦେଖିବାକୁ ବାକି ରହିଲା ନିର୍ଯା-ତନା ର ଶି-କାର ହୋଇଥିବା ମାକୁ କେବେ ନ୍ୟା-ୟ ମିଳୁଛି । ଆଉ ପୁଅକୁ କେଉଁ ଭଳି ଦ-ଣ୍ଡ ।

Leave a Reply

Your email address will not be published. Required fields are marked *