ବାହାରୁ ଚାଳ ଝୁମ୍ପୁଡ଼ି ଘର ଭିତରେ ଚାଲିଛି ଦେ-ହ ବେପାର, ଦେହ ସୁଖ ନବ ଘର ଭିତରକୁ ଆସ।

ଆଜିକାଲି ଦିନକୁ ଦିନ ସେ-କ୍ସ ରାକେଟ୍ ଏବଂ ଦେହ ବ୍ୟବସାୟ ବଢିବାରେ ଲାଗିଛି ସେଥିପାଇଁ ପୋ-ଲିସ୍ ବଡ଼ ବଡ଼ ହୋଟେଲ ଏବଂ ଘର ଉପରେ ରେ-ଡ୍ କରି ଦେହ ବ୍ୟବସାୟଙ୍କୁ ଗି-ରଫ କରି ସେ-କ୍ସ ରା-କେଟ୍ କମାଇବାକୁ ଚାହୁଁଛନ୍ତି। କିନ୍ତୁ ଓଡ଼ିଶାର କେନ୍ଦ୍ରାପଡ଼ାରେ ଏମିତି ଭାବରେ ଦେହ ବ୍ୟବସାୟ ଚାଲିଛି ଯେଉଁଠି ପୋ-ଲିସ୍ ତ ଦୂରର କଥା ସାଧାରଣ ଲୋକ ମଧ୍ୟ କିଛି ଜାଣି ପାରିବନି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅରୁଣ ନଗର ଅଞ୍ଚଳରେ ଥିବା ଗୋଟେ ଚାଳ ଛପର ଝୁପୁଡ଼ି ଘର ଭିତରେ ଦେ-ହ ବେପାର ଚାଳିଛି। ଉପରୁ ଦେଖିଲେ ଆପଣ ମାନଙ୍କୁ ଲାଗିବ ଗୋଟେ ସାଧାରଣ ଚାଳ ଘର ବୋଲି ଯେଉଁଠି କି କିଛି ସ୍ତ୍ରୀ ଲୋକ ରହୁଛନ୍ତି କିନ୍ତୁ ଝୁପୁଡ଼ି ଘର ଭିତରକୁ ଗଲେ ଆପଣ ଜାଣିପାରିବେ ବାହାରୁ ଝୁମ୍ପୁଡ଼ି ଘର ଭିତରେ ଚାଲିଛି ଦେ-ହ ବେପାର।

ନ୍ୟୁଜ ପ୍ରତିନିଧି ଏ କଥା ଜାଣିବା ପରେ ଘଟ-ଣାର ପ-ର୍ଦ୍ଧାଫା-ଶ କରିବା ପାଇଁ ଗ୍ରାହକ ବେଶରେ ଯାଇ ଝୁମ୍ପୁଡ଼ି ଘର ଆଗରେ ପହଁଚିଲେ। ତାପରେ ଦେ-ହ ବେପାର ଚଳାଉଥିବା ମାଲିକାଣୀ ଆସି କହିଲେ କେତେଟଙ୍କା ଦଉଛ ଜଲଦି ଦିଏ ଭିତରେ ବହୁତ୍ ସୁନ୍ଦର୍ ସୁନ୍ଦର୍ ଝିଅ ଅଛନ୍ତି ଯେତେ ଟଙ୍କା ଅଛି ଦିଅ ନ ହେଲେ ଏଠୁ ଯାଅ ଆମ ସମୟ ନ-ଷ୍ଟ କରନି।

ପ୍ରତିନିଧିଙ୍କ କହିବା ଅନୁସାରେ ଉପରୁ ଦେଖା ଯାଉଥିବା ଝୁମ୍ପୁଡ଼ି ଘର ଟି କେବଳ ଗୋଟେ ଘର ନୁହେଁ ତା ଭିତରେ ବହୁତ୍ ଅଣ୍ଡରଗ୍ରାଉଣ୍ଡ୍ ଘର ଅଛି ଯେଉଁଠି ଗ୍ରାହକ ମାନେ ଦେ-ହ ବ୍ୟବସାୟ କରିବାକୁ ଥିବା ଝିଅ ଏବଂ ମହିଳା ମାନଙ୍କ ସହ ରାତି ବିତାନ୍ତି। ସେମାନଙ୍କ ବ୍ୟବସାୟକୁ ଦେଖି ଲାଗୁଥିଲା ଯେମିତି ତାଙ୍କର କାହାକୁ ଡ-ର ନାହିଁ ତାଙ୍କ ପଛରେ ଆଉ କେତେ ବଡ଼ ବଡ଼ ଲୋକଙ୍କ ହାତ ଅଛି ସେଥିପାଇଁ ଆଜି ପର୍ୟ୍ୟନ୍ତ ପୋ-ଲିସ୍ ମଧ୍ୟ ସେମାନଙ୍କର କିଛି କରି ପାରୁନି।

Leave a Reply

Your email address will not be published. Required fields are marked *