ପୋ-ଲିସର ପ୍ରେମିକ ଦେଲା ଧୋ-କା , ୭ ବର୍ଷର ସ-ମ୍ପର୍କ ପରେ କରିଲା ଏମିତି

ପ୍ରେମ ଆଜିକାଲି ସମସ୍ତେ କରିବାରେ ଲାଗିଛନ୍ତି କିନ୍ତୁ କାହାର ପ୍ରେମ ଏଥି ମଧ୍ୟରୁ ସଫଳ ହେଉଥିବା ବେଳେ ଆଉ କାହାର ହେଉ ନାହିଁ । କିଏ ପ୍ରେମରେ ଧୋ-କା ଖାଉଥିବା ବେଳେ ଆଉ କିଏ ପ୍ରକୃତ ପ୍ରେମ ପାଇଁ ନିଜ ଜୀବନର ସବୁ ଖୁସି ଏକାଥରେ ପାଇ ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମରେ ଏମିତି ଧୋ-କା ମିଳିବ ବୋଲି କେବେ ଆଶା କରି ନଥିଲେ ଯୁବତୀ କିନ୍ତୁ ଶେଷରେ ସେଇୟା ହେଲା ଆଉ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ଯୁବତୀ ଜଣକ । ବର୍ତ୍ତମାନ ସମୟରେ ଥାନାର ଦ୍ଵାରସ୍ଥ ହେବା ଛଡ଼ା ଆଉ କିଛି ଉପାୟ ନାହିଁ ।

ତେବେ ଏପରି ଏକ ଘ-ଟଣା ବିଷୟରେ ଅଭିଯୋଗ ନେଇ ଥାନାରେ ପହଞ୍ଚି ଯାଇଛନ୍ତି ଜଣେ ଯୁବତୀ ଆଉ ନିଜ ପୋ-ଲିସ ପ୍ରେମିକ ନାମରେ କରିଛନ୍ତି ଅଭି-ଯୋଗ । ତେବେ ମିଳିଥିବା ସୂଚନା ଅନୁଯାୟୀ , ପ୍ରିତିରଞ୍ଜନ ନାମକ ଜଣେ ପୋ-ଲିସ କନେଷ୍ଟବଳ ଯାହାଙ୍କ ଘର କଟକ ଜିଲ୍ଲାରେ । ୧୦ ବର୍ଷ ହୋଇଯିବ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ମଝିରେ ସେମାନଙ୍କ ମଧ୍ୟରେ ଝ-ଗଡା ହୋଇଥିବାରୁ ସେମାନେ ଅଲଗା ହୋଇ ଯାଇଥିଲେ । କିନ୍ତୁ ପୁଣିଥରେ ୩ ବର୍ଷ ପରେ ସେମାନେ ଏକାଠି ହୋଇଥିଲେ ଆଉ ପୋ-ଲିସ ବାବୁ ତାଙ୍କୁ କେବେ ବି ନିଜ ଠାରୁ ଦୂରେଇ ଦେବେ ନାହିଁ ବୋଲି କହିଥିଲେ । ସାରା ଜୀବନ ନିଜ ସାଥିରେ ରଖିବେ ବୋଲି କଥା ଦେଇଥିଲେ ।

ତେବେ କଥା ଖାଲି ଏତିକିରେ ଅଟକି ଯାଇ ନଥିଲା । ପୋ-ଲିସ ବାବୁ ଜଣକ ନିଜ ପ୍ରେମିକା ସହିତ ୭ ବର୍ଷ ସ-ମ୍ପର୍କ ରଖି ଆସୁଥିଲେ। ଏପରିକି ଭୁବନେଶ୍ଵରରେ ଏକ ଭଡ଼ା ଘରେ ଉଭୟେ ସ୍ଵାମୀ ସ୍ତ୍ରୀ ହୋଇ ରହିଥିଲେ । ତେବେ ଯେତେବେଳେ ବିବାହ କଥା ଆସିଥିଲା , ସେତେବେଳେ ପୋ-ଲିସ ବାବୁ ତାଙ୍କୁ ମନ୍ଦିରରେ ନେଇ ବିବାହ ମଧ୍ୟ କରି ପକାଇ ଥିଲେ । ତେବେ ଏହାରି ମଧ୍ୟରେ ଅନେକ ଥର ତାଙ୍କ ଦେହକୁ ଝୁଣି ଝୁଣୀ ଖାଇବାକୁ ଲାଗିଥିଲେ ପୋଲିସ ବାବୁ । ଆଉ ଅନେକ ଥର ନିଜ ଘରକୁ ନେଇ ଯିବେ ବୋଲି ପ୍ରତି-ଶ୍ରୁତି ଦେଇଥିଲେ ପୋ-ଲିସ ବାବୁ । କହିଥିଲେ କି ଆଉ କିଛି ଦିନ ଅପେକ୍ଷା କରି ନିଅ ଘରେ ସମସ୍ତେ ମାନି ଯିବେ।

ଆଉ ଶେଷରେ ଏପରି ଦିନ ଆସିଥିଲା ଯେତେବେଳେ ବାବୁ ଜଣକ ନିଜ ପ୍ରେମିକାକୁ ଧୋ-କା ଦେଇ ଚାଲି ଯାଇଥିଲେ । ସେ କେବଳ ଯାଇ ନଥିଲେ ନିଜ ସାଙ୍ଗରେ ନେଇ ଯାଇଥିଲେ ପ୍ରେମୀକା ପାଖରେ ରହିଥିବା ସମସ୍ତ ସୁନା ଗହଣା ଆଉ ସେହି ସବୁକୁ ନେଇ ଯାଇ କୁଆଡେ ଚ-ମ୍ପଟ ଯେ ବାବୁ ଆଉ ତାଙ୍କୁ ଖୋଜିବା ମଧ୍ୟ ସମ୍ଭବପର ହେଉ ନାହିଁ ।ତେଣୁ ପ୍ରେମୀକା ଜଣକ ବର୍ତ୍ତମାନ ସମୟରେ ନି-ରାଶ ହୋଇ ଯାଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ନ୍ୟା-ୟ ପାଇବା ପାଇଁ ଦାବି କରିଛନ୍ତି । ପ୍ରେମିକ ଜଣକ ଉଚ୍ଚ ଜାତିର ଆଉ ସେ ନୀଚ୍ଚ ଜାତିର ହୋଇ ଥିବାରୁ ତାଙ୍କ ସହିତ ଏପରି କଲେ ବୋଲି ସେ କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *