ରାତି ପାହିଲାରୁ ପୁଅ ଆଉ ଏ ଦୁନିଆଁରେ ନାହିଁ , ମ-ରିବା ପୂର୍ବରୁ ଭିଡିଓ କରି ବାପା ମାଆଙ୍କୁ ଦେଇଛନ୍ତି ଦୋ-ଷ

କୁହାଯାଏ ବାପା ଆଉ ମାଆ ହିଁ ପିଲା ମାନଙ୍କର ସବୁଠାରୁ ନିଜର ହୋଇଥାନ୍ତି । ସେମାନେ ସବୁ ପରିସ୍ଥିତିରେ ନିଜ ପିଲା ମାନଙ୍କ ସାଥ ଦେଇଥାନ୍ତି ଆଉ କିଏ ଦିଅନ୍ତୁ କି ନ ଦିଅନ୍ତୁ । ପିଲା ମାନଙ୍କର ସବୁବେଳେ ବିଶ୍ୱାସ ରହିଥାଏ କି , ଜୀବନରେ କାହାର ସାଥ ଥାଉ କି ନ ଥାଉ ମୋ ବାପା ମାଆଙ୍କ ସାଥ ମୋ ସହିତ ରହିଛି। ତେବେ କୁହାଯାଏ ନା ବାପା ମାଆ ଛଡ଼ା ଏ ଦୁନିଆଁରେ ଆମର ଆଉ କେହି ନିଜର ନୁହଁନ୍ତି । ତେବେ ଏପରି ପରିସ୍ଥିତିରେ ଆଜି ଆପଣଙ୍କୁ ଗୋଟିଏ କଥା କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ ।

ରାତିରେ ପୁଅ ଠିକ୍ ଠାକ୍ ଶୋଇଥିଲା । ସବୁଦିନ ଭଳି କାଲି ମଧ୍ୟ ପୁଅ ନିଜ ବାପା ମାଆଙ୍କ ସହିତ କଥାବାର୍ତ୍ତା କରି ଘର ଭିତରକୁ ଶୋଇବାକୁ ଚାଲି ଯାଇଥିଲା । କିନ୍ତୁ ସକାଳ ପାହିଲା ବେଳକୁ ସମସ୍ତେ ଉଠି ଯାଇଥିଲେ କିନ୍ତୁ ପୁଅ ଉଠି ନଥିଲା । ଆଉ ଏ କଥାରେ କେହି ସନ୍ଦେହ ମଧ୍ୟ କରି ନଥିଲେ କି , ପୁଅ ଆଉ ଏ ଦୁନିଆଁରେ ନଥିବ। ମାଆ କହୁଥିଲେ କି , ପୁଅ ମୋର ସବୁଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାଏ ଆଉ ଆଜି ବି ଶୋଇ ଥିବ । କିନ୍ତୁ କିଏ ଜାଣି ଥିଲା ଆଉ ପୁଅ ଏ ଦୁନିଆଁରେ ନାହିଁ । ତେବେ ଯେତେବେଳେ ଅତ୍ୟନ୍ତ ବିଳମ୍ୱ ହୋଇଥିଲା , ସେତେବେଳେ ସମସ୍ତେ ସନ୍ଦେହ କରିଥିଲେ ଆଉ ଘରର କବାଟ ଭାଙ୍ଗି ଦେଖିଲା ବେଳକୁ ଆଉ ପୁଅ ଏ ଦୁନିଆଁରେ ନାହିଁ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲିପାଟଣା ଥା-ନା ଅଞ୍ଚଳରେ । ଆରପାରିକୁ ସିନା ଚାଲିଗଲେ ରଶ୍ମି ରଂଜନ ବିଶ୍ବାଳ । କିନ୍ତୁ ମ-ରିବା ପୂର୍ବରୁ ନିଜ ବାପା ମାଆ ଆଉ ଭାଇଙ୍କ ମୁଣ୍ଡରେ ଦୋ-ଷ ବୋଳି ଚାଲିଗଲେ । ମ-ରିବା ପୂର୍ବରୁ ଏକ ଭିଡିଓ ଜାରି କରି ରଶ୍ମି ରଞ୍ଜନ କହିଛନ୍ତି କି , ତାଙ୍କ ମ-ରିବା ପଛରେ କେବଳ ତାଙ୍କ ବାପା , ମାଆ ଆଉ ତାଙ୍କ ବଡ ଭାଇ ଦାୟୀ ଅଛନ୍ତି । ଆଉ କେହି ନୁହେଁ। ତେବେ ଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ବେଳେ ବର୍ତ୍ତମାନ ଏ ବାବ-ଦରେ ତାଙ୍କ ମାଆଙ୍କୁ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଏହାର ଉତ୍ତର ରଖି ତାଙ୍କ ମାଆ କହିଛନ୍ତି କି , ପୁଅ ତାଙ୍କର ଫାଇନାନସ କାମ ପାଇଁ ଚିନ୍ତାରେ ରହୁଥିଲା କିନ୍ତୁ ସେ ତା ବିଷୟରେ କାହାକୁ ମଧ୍ୟ ଜଣାଉ ନଥିଲା । ଆଗରୁ ଅନେକ ପଇସା ସେମାନେ ସୁଝିଛନ୍ତି । କିନ୍ତୁ ବର୍ତ୍ତମାନ ସେପରି କିଛି ନଥିଲା ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ରଶ୍ମି ଯେଉଁ ବାପା ମାଆଙ୍କୁ ଦୋ-ଷ ଦେଇଛନ୍ତି , ତା ଉପରେ ସେ କହିଛନ୍ତି କି ଏ କଥା ସମ୍ପୂର୍ଣ୍ଣ ମି-ଛ ଅଟେ ।

କେବେ ହେଲେ ବାପା ମାଆ ନିଜ ପିଲାକୁ ହଇ-ରାଣ କରନ୍ତି ନାହିଁ । ଆଉ ରଶ୍ମି ଏପରି କଣ ପାଇଁ କଲେ , ସେ କଥା ଭାବି ଭାବି ସେ ଚିନ୍ତାରେ ସବୁବେଳେ ରହୁଛନ୍ତି ବୋଲି କହିଛନ୍ତି । ତେବେ ବର୍ତ୍ତମାନ ପୋଲି-ସକୁ ଏ ବାବ-ଦରେ କିଛି ଜଣାଇ ନଥିବା କଥା କହିଛନ୍ତି । କାହିଁକି ନା ପୁଅ ତାଙ୍କର ନିଜେ ଇଞ୍ଜେକସନ ନେଇ ମରିଛି , ତେଣୁ ସେ ଏ ବାବ-ଦରେ ଆଉ କାହା ପାଖରେ ଜଣାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *