ମାଳିକା ହେବ ସତ ଭୋକରେ ମ-ରିବେ ଲୋକେ !

ଧୀରେ ଧିରେ ଗୋଟିଏ ପରେ ଗୋଟିଏ ସ-ଙ୍କେତ ମିଳିବାରେ ଲାଗିଛି । ପୃଥିବୀ ଆଡ଼କୁ ମାଡି ଆସୁଛି ମହା ବି-ପଦ । ଲୋକେ ମ-ରିବେ ପୋକ ମାଛି ଭଳି । ତାହା ପୁଣି ଭୋକରେ ରହି ରହି । ହଁ ଆଜ୍ଞା ଭବିଷ୍ୟତ ବକ୍ତା ମାନେ କୁଆଡେ ଭବିଷ୍ୟ ବାଣୀ କରି ଯାଇଛନ୍ତି ଧୀରେ ଧୀରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଅନେକ ବି-ପଦ । ଯାହା ଫଳରେ ପୃଥିବୀରେ ଖାଦ୍ୟର ସ-ଙ୍କଟ ବଢିବ । ଲୋକେ ଭୋକରେ ଆଉଟୁ ପାଉଟୁ ହେବେ । ତେବେ କେବଳ ଏତିକି ନୁହେ ଆହୁରି ଅନେକ ଦୁ-ର୍ଦ୍ଦିନ ଦେଖିବାକୁ ମିଳିବ । କେଉଁଠି ବନ୍ୟା ହେବ ତ ଆଉ କେଉଁଠି ବାତ୍ୟା ହେବ ଓ ଆଉ କେଉଁଠି ଭୂିକମ୍ପ ।

ସାରା ବିଶ୍ବ ଦେଖିବ ଅନେକ ବି-ପଦ । ସାରା ବିଶ୍ବ ସାମ୍ନା କରିବ ଅନେକ ଦୁର୍ଦ୍ଦିନ । ମାଳିକାରେ ମହା ପୁରୁଷ କହି ଯାଇଛନ୍ତି କି କେଉଁଠି ବାତ୍ୟା ହେବ ପୁଣି କେଉଁଠି ମ-ରୁଡି ପଡ଼ିବ । ଖାଦ୍ୟ ପାଇଁ ଲୋକେ ଘୁରି ବୁଲିବେ । ଚାରି ଆଡେ଼ ଦେଖିବାକୁ ମିଳିବ ଖାଦ୍ୟର ସଙ୍କଟ । ବାପା ମା ମାନେ ପିଲା ମାନଙ୍କୁ ଦାନା ଦେବାକୁ ଖାଦ୍ୟ ପାଇବେ ନାହିଁ । ଆଉ ଏ ସଙ୍କଟ ପୃଥିବୀର କୋଣ ଅନୁକୋଣରେ ଦେଖିବାକୁ ମିଳିବ । ଏ କଥା ଆମେ କହୁନୁ ଏହା ମାଳିକାରେ କୁହାଯାଇଥିବା ବେଳେ ଦେଶର ଅନେକ ଭବିଷ୍ୟତ ବକ୍ତା ମାନେ ଏହା କହି ଯାଇଛନ୍ତି ।

ତେଣୁ ଏହାର ପ୍ର-ଭାବ ଭାରତରେ ପଡ଼ିବ ବୋଲି କୁହାଯାଉଛି । ଆଉ ଯଦି ଏହି ବିପ-ଦିକୁ ଭାରତ ସାମ୍ନା କରିବ ତେବେ ଏଥିରୁ ଓଡ଼ିଶା ବା କିପରି ବର୍ଟିଯିବ । ତେଣୁ ଜଳ ବାୟୁରେ ପରିବର୍ତ୍ତନ ହେତୁ ଏପରି ଘ-ଟିବ । ସେପଟେ ମହାପୁରୁଷ ମାନେ ଓଡ଼ିଶାକୁ ନେଇ ମଧ୍ୟ ଅନେକ ଭବିଷ୍ୟ ବାଣୀ କରି ଯାଇଛନ୍ତି । କଳି ଯୁଗରେ ଶେଷରେ ଦେଶରେ ଅନେକ ଅଘ-ଟଣ ଘଟିବ ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିବ । କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଏହାର ପ୍ର-ଭାବ ପଡ଼ିବ । ଯାହାର ସ-ଙ୍କେତ ବର୍ତ୍ତମାନ ଠୁ ମିଳିବା ଆରମ୍ଭ କରିଲାଣି । ଯଦି ଦେଖିବା ତେବେ ଏବେ ଚାଷୀ କୂଳ ବର୍ଷାକୁ ଚାତକ ଭଳି ଚାହି ରହିଛନ୍ତି । ହେଲେ ବର୍ଷାର ପରିମାଣ କମ ହେତୁ ଚିନ୍ତାରେ ଚାଷୀ କୂଳ ।

ସେପଟେ କେବଳ ଖାଦ୍ୟ ସ-ଙ୍କଟ ନୁହେଁ ଏପରି ଅନେକ ସଙ୍କଟ ଦେଖିବାକୁ ମିଳିବ । ଅନେକ ଅଘ-ଟଣ ଘଟିବ । ବାରମ୍ବାର ରେଳ ଦୁର୍ଘ-ଟଣା ଘଟିଛି । ଶ୍ରୀମନ୍ଦିରରୁ ନା ନା ସ-ଙ୍କେତ ମିଳୁଛି । ମହାପୁରୁଷ ମାନେ କଳି ଯୁଗକୁ ନେଇ ଅନେକ କିଛି ମାଳିକାରେ ଲେଖି ଯାଇଥିବା ବେଳେ । ଦେଶର ଭବିଷ୍ୟତ ବକ୍ତା ମାନେ ଅନେକ କିଛି ଘ-ଟଣା ଏହି ବର୍ଷ ଦେଶରେ ଘ-ଟିବ ବୋଲି କହିଯାଇଛନ୍ତି । ତାହା ମଧ୍ୟରେ ଦେଶରେ ଖାଦ୍ୟ ସ-ଙ୍କଟ ପଡ଼ିବ ବୋଲି କୁହାଯାଉଛି । ଯାହା ଫଳରେ ଲୋକେ ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେବେ ।

Leave a Reply

Your email address will not be published. Required fields are marked *