ମଶା-ଣିକୁ ପାଲିଙ୍କିରେ ଯାଉଛି ଶ-ବ , କରୁଛନ୍ତି ଏପରି କିଛି କାମ

ଓଡ଼ିଶାର ସବୁ ସ୍ଥାନରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସମସ୍ତେ ନିଜ ନିଜର ସ୍ଵତନ୍ତ୍ରତା ପାଇଁ ପରିଚିତ ହୋଇଥାନ୍ତି । ଆଉ ସବୁ ସ୍ଥାନରେ ନିଶ୍ଚିତ ଭାବରେ କିଛି ନା କିଛି ବିଶେଷତା ରହିଥାଏ , ଯାହାକୁ କେବଳ ସେହି ଅଞ୍ଚଳର ଲୋକ ମାନେ ଜାଣିଥାନ୍ତି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଅତିକ୍ରମ କରିଗଲେ , ସେଠାକାର ନିୟମ ବଦଳି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ନୀତି ନିୟମ ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ଆଉ ବିଶ୍ୱାସ କରିପାରିବେ ନାହିଁ ସତରେ କଣ ଏପରି ହୋଇପାରେ ।

ତେବେ ହଁ ଆଜ୍ଞା ଓଡ଼ିଶାର କୋଣ ଅନୁକୋଣ ରେ ରହିଥିବା ଏପରି ଏକ ଅଦ୍ଭୂତ ପରମ୍ପରା ବିଷୟରେ ଆଜି ଆମେ କହିବାକୁ ଯାଉଛୁ । ଆଉ ତାହା ହେଉଛି ଗାଁରେ କେହି ମରିଗଲେ , ଶ-ବକୁ କୋକେଇ ରେ ନୁହେଁ ବରଂ ତାଙ୍କ ଶ-ବକୁ ପାଲିଙ୍କିରେ ମଶା-ଣିକୁ ନିଆ ଯାଇଥାଏ । ତେବେ ଏପରି ଅଦ୍ଭୁତ ନିୟମକୁ ମାନୁଥିବା ଅଞ୍ଚଳ ହେଉଛି ରାୟଗଡ଼ା ଜିଲ୍ଲା । ସୂଚନା ଅନୁସାରେ , ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାଶିଳା ପଞ୍ଚାୟତ ଡିମୁଖା ଗାଁରେ ଏପରି ଦୃ-ଶ୍ୟ ଦେଖିବାକୁ ମିଳିଛି । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ , ଅର୍ଜୁନ ନାମକ ଜଣେ ବ୍ୟକ୍ତିଙ୍କ ମୃ-ତ୍ୟୁ ପରେ ଏପରି କରା ଯାଇଥିଲା ।

କେବଳ ଅର୍ଜୁନ ନୁହେଁ , ଗାଆଁରେ ଯେ କେହି ବି ମୃ-ତ୍ୟୁବ-ରଣ କଲେ ଏପରି ହିଁ ସମାନ ଭାବରେ କରା ଯାଇଥାଏ । ପ୍ରଥମେ ପାଲିଙ୍କି ନିର୍ମାଣ କରା ଯାଇଥାଏ । ଆଉ ପାଲିଙ୍କିରେ ତାଙ୍କୁ ଶୁଆଇ କିଛି ନୀତି ନିୟମ ଅନୁସରଣ କରା ଯାଇଥାଏ । ତା ପରେ ସେହି ବ୍ୟକ୍ତି ଜଣକୁ ନେଇ ପୁରା ଗାଁରେ ପରିଦର୍ଶନ କରା ଯାଇଥାଏ । ଆଉ ପିଲା ମାନଙ୍କୁ ସେହି ଶ-ବ ଉପରେ ପାର୍ କରା ଯାଇଥାଏ । ତେବେ ଏପରି ଅଦ୍ଭୁତ ନିୟମକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ସମୟରେ ମଶାଣିକୁ କୋକେଇରେ ଯିବା କଥା ସେହି ସମୟରେ ତାଙ୍କୁ ପାଲିଙ୍କିରେ ବସାଇ ନିଆ ଯାଉଛି ।

ତେବେ ହଁ ଆଜ୍ଞା କହିରଖୁଛୁ ଯେ , ଓଡ଼ିଶାରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ମାନେ ବସବାସ କରିଥାନ୍ତି । ଆଉ ସମସ୍ତଙ୍କର ବଞ୍ଚିବା ଶୈଳୀ ପୁରାପୁରି ଭିନ୍ନ । ସମସ୍ତେ ନିଜର କିଛି ପୂର୍ବ ପୁରୁଷଙ୍କ ନୀତି ନିୟମ ଅନୁସାରେ ଆଗକୁ ବଢ଼ିଥାନ୍ତି । ତେବେ ରାୟଗଡ଼ା ଜିଲ୍ଲାରେ ଅନୁସରଣ କରାଯାଉଥିବା ନୀତି ନିୟମ ଆଗରୁ ରହି ଆସିଛି ଆଉ ଲୋକ ମାନେ ଏହାକୁ ନେଇ ଯାଉଛନ୍ତି । ତେଣୁ ଏଥିରେ କିଛି ବି ଆଶ୍ଚର୍ଯ୍ୟ ହେବାର ନାହିଁ । ଲୋକଙ୍କ ମୃ-ତ୍ୟୁ ପରେ ତାଙ୍କ ଶବକୁ ପାଲିଙ୍କିରେ ମଶା-ଣିକୁ ନେଇ ଯିବା ଦ୍ଵାରା ତାଙ୍କ ଆତ୍ମା ଶାନ୍ତି ପାଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ଆଉ ଏପରି ନ କଲେ ମଣିଷର ଆତ୍ମା ଶାନ୍ତି ପାଏ ନାହିଁ ବୋଲି ତାଙ୍କର ବିଶ୍ବାସ ରହିଛି ।

Leave a Reply

Your email address will not be published. Required fields are marked *