ପଡ଼ିଲା ଗାଈର ଅଭି-ଶାପ । ଚାଲିଗଲା ବେଆ-ଇନ ଗୋରୁ ବ୍ୟାପାର କରୁଥିବା ବ୍ୟାପାରିର ଜୀବନ ।

ଆମ ଦେଶ ଭାରତରେ କେଉଁଠି ଗାଈକୁ ପୂଜ୍ୟ ମାନାଯାଏ , ସେହିଠାରେ ହିଁ ଗୋରୁକୁ ବେଆଇନ ଭାବରେ ବ୍ୟବସାୟରେ ସାମିଲ କରାଯାଏ । ପୁଣି ତାହା କେବଳ ଟଙ୍କା ପାଇଁ । ଲୋକେ ଟଙ୍କା ପାଇଁ ଏତେ ତଳକୁ ଖସି ଯାଉଛନ୍ତି ଯେ ଏଭଳି ବେଆ-ଇନ ଭାବରେ ଚାଲାଣ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । କିନ୍ତୁ ଗାଈର ଅଭି-ଶାପ ବି ପଡ଼ିପାରେ ବୋଲି କଣ ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ । ବେଆ-ଇନ ଗୋରୁ ବେପାର କରୁଥିବାରୁ ପଡ଼ିଲା ଅଭି-ଶାପ ଏବଂ ବ୍ୟାପାରି ଉପରେ ମାଡ଼ିଗଲା ଏକ ଅଜଣା ଗାଡ଼ି । ଏମିତି ବେପାରୁଆ ଭାବରେ ଗାଡ଼ି ଚଳାଉ ଥିଲେ ଗାଡ଼ି ଚାଳକ ।

ଆଉ ଗୋଟିଏ ଗୋରୁ ଏବଂ ଜଣେ ଗୋରୁ ବେପାରୀଙ୍କ ଉପରେ ଚଢ଼ି ଯାଇଥିଲା ଅଜଣା ଗାଡ଼ି । ଦୁର୍ଘ-ଟଣାରେ ଜଣେ ଗୋରୁ ବେପାରୀଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଅକାଳରେ ଗୋଟିଏ ଗୋରୁର ଜୀବନ ମଧ୍ୟ ଚାଲି ଯାଇଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଘଟି ଯାଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥା-ନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ମଣ୍ଡୁଆ ନିକଟରେ । ସୂଚନା ଅନୁଯାୟୀ ଗତକାଲି ଭୋର ସମୟରେ କିଛି ଗୋରୁକୁ ବେଆ-ଇନ ଭାବରେ ୫୩ ନମ୍ବର ଜାତୀୟ ରାଜପଥରେ ଗୋରୁ ଚା-ଲାଣ କରୁଥିଲେ । ଏହି ସମୟରେ ମଣ୍ଡୁଆ ନିକଟରେ ଏକ ଅଜଣା ଗାଡ଼ି ଜଣେ ଗୋରୁ ବେପାରୀଙ୍କ ଉପରେ ମାଡ଼ି ଯାଇଥିଲା ।

ଏହାସହିତ ଗାଡ଼ି ଧ-କ୍କାରେ ଗୋଟିଏ ଗୋରୁର ମଧ୍ୟ ମୃ-ତ୍ୟୁ ହୋଇଥିଲା । ଏଭଳି ଦୁର୍ଘ-ଟଣାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗି ରହିଛି । ଘଟଣାସ୍ଥଳରେ ଅନ୍ୟ ଗୋରୁ ବ୍ୟାପାରିଙ୍କର କୌଣସି କ୍ଷ-ୟ କ୍ଷ-ତି ହୋଇନାହିଁ । ଏହାବ୍ୟତୀତ ଘଟ-ଣାସ୍ଥ-ଳରେ ପୋ-ଲିସ ପହଞ୍ଚି ତ-ଦନ୍ତ ଜାରି ରଖିଛି । ଏଭଳି ଏକ ମର୍ମ-ନ୍ତୁଦ ସଡ଼କ ଦୁର୍ଘ-ଟଣା ବର୍ତ୍ତମାନ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । କାରଣ ବେପାରୁଆ ଭାବରେ ଗାଡ଼ି ଚଳାଇବା ରାସ୍ତାରେ ଯାଉଥିବା ପଥିକ ପାଇଁ ମହଙ୍ଗା ପ୍ରମାଣିତ ହୋଇଛି । ଆଉ ଏପଟେ କୁହାଯାଉଛି ଯେ ବେଆଇନ ଗୋରୁ ବ୍ୟାପାର କରୁଥିବାରୁ ବ୍ୟାପାରି ଉପରେ ଗୋରୁର ଅଭି-ଶାପ ପଡ଼ିବାରୁ ଏଭଳି ଅନର୍ଥ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *