ଛାତରୁ ପଡି ମୃ-ତ୍ୟୁ ବରଣ କଲେ OYO ପ୍ରତିଷ୍ଠାତା ରିତେଶଙ୍କ ବାପା ।

ଦୁଇ ଦିନ ପୂର୍ବରୁ ରିତେଶ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ନୂଆ ନୂଆ ବିବାହ କରିବା ଯୋଗୁ ବେଶ ଖୁସି ଥିଲେ ରିତେଶ । ମାତ୍ର ରିତେଶଙ୍କ ଏହି ଖୁସି ବେସି ସମୟ ରାହୀନଥିଲା କାରଣ OYO ପ୍ରତିଷ୍ଠାତା ରିତେଶଙ୍କ ବିବାହକୁ ମାତ୍ର ଦୁଇ ଦିନ ଯାଇନି ଚାଲିଗଲେ ରିତେଶଙ୍କ ବାପା ।ଘରକୁ ସ୍ତ୍ରୀ ଆସିବାର ଦୁଇ ଦିନ ପୁରୀ ନାହିଁ ଘରେ ଖୁସି ବଦଳରେ ଖେଳିଯାଇଛି ଦୁଃ-ଖ । କାରଣ ଯାହା କୁହାଯାଉଛି ରିତେଶ ଅଗ୍ରୱାଲ ଙ୍କ ବାପା ବାଇସି ମହଲା ଛାତରୁ ପଡି ମୃ-ତ୍ୟୁ ବରଣ କରିଛନ୍ତି । ଘରେ ଖୁସିର ମାହାଲ ଚାଲିଥିବା ବେଳେ ରିତେଶଙ୍କ ବାପା ମଧ୍ୟ ପୁଅର ବିବାହର ବେଶ ଖୁସୀ ଥିବା କୁହାଯାଉଛି ।

ହେଲେ ଏତେ ଉପରୁ କିପରି ଖସି ପଡିଲେ ରିତେଶଙ୍କ ବାପା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏତେ ଉପରେ କରୁଥିଲେ କଣ ରିତେଶଙ୍କ ବାପା ତାହା ମଧ୍ୟ ସମସ୍ତଙ୍କ ମନରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆପଣ ମାନେ ନିହାତି ଭାବେ ଜାଣିଥିବେ OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବିବାହ ଏଇ ମାତ୍ର ଦୁଇ ଦିନ ପୂର୍ବରୁ ବେଶ ଧୁମଧାମରେ ହୋଇଥିଲା ମାତ୍ର ଏହି ବିବାହକୁ ଦୁଇ ଦିନ ପୁରି ନଥିବା ବେଳେ ଏହି ଶୁଭ କାର୍ଯ୍ୟକୁ ପରିବାର ବନ୍ଧୁ ବାନ୍ଧବ ଉପଭୋଗ କରୁଥିବା ବେଳେ ବିବାହର ଦୁଇ ଦିନ ପରେ ଘରେ ଏମିତି ଏକ ଘ-ଟଣା ଘଟିଯିବ ଯାହା ସମସ୍ତଙ୍କ ଭାବନାର ବାହାରେ ଥିଲା ।

ହଁ ବନ୍ଧୁଗଣ ଦୁଇ ଦିନ ତଳେ ରିତେଶଙ୍କ ବିବାହ ହୋଇଥିଲା ଆଉ ଗତକାଲି ରିତେଶଙ୍କ ବାପା ବହୁ ଉଚ୍ଚ ବିଲ୍ଡିଂଗ ରୁ ଖସି ପଡ଼ିଥିଲେ । ଆଉ ଏବେ ଲୋକେ କହୁଛନ୍ତି OYO ପ୍ରତିଷ୍ଠାତା ରିତେଶଙ୍କ ଜୀବନରେ ଖୁସିର ଦୁଇ ଦିନ ପରେ ଘଟିଗଲା ଦୁଃ-ଖର କଳା ବାଦଲ । ଗୋଟେ ପଟେ ନୂଆ ନୂଆ ବିବାହ ଜୀବନକୁ ଉପଭୋଗ କରୁଥିବା ରିତେଶ ଅଗ୍ରୱାଲ ବିବାହର ମାତ୍ର ଦିନ କେଇଟା ଯାଇନଥିବ ଦୁଃ-ଖର କଳା ବାଦଲ ତାଙ୍କ ଜୀବନରେ ଘୋଟି ଯିବ ତାହା ଚିନ୍ତାର ବାହାରେ ଥିଲା ।

କିଏ ଜାଣିଥିଲେ ଘରକୁ ପତ୍ନୀ ଆସିବା ପରେ ସବୁଦିନ ପାଇଁ ଆଖି ବୁଝିଦେବେ ରିତେଶଙ୍କ ବାପା । ରିତେଶ କେବେ କଳ୍ପନା କରି ନଥିଲେ ତାଙ୍କ ଜୀବନରେ ବି ଏମିତି ଏକ ଦିନ ଆସିବ ଯେଉଁ ଦିନ ପତ୍ନୀ ଆସୁଥିବେ । ରିତେଶ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଥିବେ ବାପା ତାଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯିବେ । ଏହା ନା ରିତେଶଙ୍କ ପରିବାର ଲୋକେ ଭାବିଥିଲେ ନା ଏହି କଥା ରିତେଶ ବି କେବେ ଚିନ୍ତା କରିଥିଲେ ।

ହଁ ବନ୍ଧୁଗଣ OYO ରୁମ୍ସ ର ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ମୃ-ତ୍ୟୁ ବରଣ କରିଛନ୍ତି । ଯାହା କୁହାଯାଉଛି କି ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ମୃ-ତ୍ୟୁ ଗୁରୁଗ୍ରାମର ଏକ ଉଚ୍ଚ ବିଲିଡିଙ୍ଗ ରୁ ଖସି ପଡିବା କାରଣରୁ ହୋଇଛି । ସୂଚନା ଅନୁଯାୟୀ ଦିନ ଦୁଇ ପ୍ରହର ରେ DLF ର ଉଚ୍ଚ ମହଲାରୁ ଖସି ପଡିବା କାରଣରୁ ହୋଇଛି । ଯାହା କୁହାଯାଉଛି ଯାହା ଚର୍ଚ୍ଚା ହେଉଛି କି DLF ରୁ ଖସି ପଡିବା କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି ।

ହେଲେ ତାର ଦୁଇ ଦିନ ପୂର୍ବରୁ ରିତେଶଙ୍କ ବିବାହ ହୋଇଥିଲା । ଯାହା ସାରା ଭାରତ ଜାଣିଛି । ଆଉ ଏବେ ଏଭଳି ଦୁଃ-ଖର ଦିନ ଦେଖିବାକୁ ମିଳିଛି ରିତେଶଙ୍କ ସ୍ତ୍ରୀଙ୍କୁ । ତେବେ ଆପଣ ଜାଣିଥିବେ ସାରା ଭାରତରେ ରିତେଶ ଅଗ୍ରୱାଲ OYO ପ୍ରତିଷ୍ଠା କରି କେଉଁ ଭଳି ଚର୍ଚ୍ଚାରେ ରହିଛନ୍ତି । ଆଉ ରିତେଶଙ୍କ ଏଭଳି ସଫଳତାକୁ ନେଇ ସବୁବେଳେ ଆଲୋଚନା କରାଯାଉଥିଲା । ଆଉ ଯେତେବେଳେ ତାଙ୍କ ବାହାଘର କଥା ଉଠିଥିଲା ସେତେବେଳେ ମଧ୍ୟ ରିତେଶଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଆଉ ଏବେ ତାଙ୍କ ବାପାଙ୍କ ମୃ-ତ୍ୟୁ ସାରା ଭାରତରେ ପୁଣି ଥରେ ଚର୍ଚ୍ଚା ଆଉ ଆଲୋଚନାର ବିଷୟ ପାଲଟିଛି । ତେବେ ଯାହା କୁହାଯାଉଛି ରିତେଶଙ୍କ ବାପା ଘରର ବାଲକୁନିରେ ଥିଲେ । ଏବଂ ସେତିକି ବେଳେ ସେ ଖସି ପଡି ତାଙ୍କର ମୃ-ତ୍ୟୁ ହୋଇଯାଇଛି । ତେବେ କୁହାଯାଉଛି କି ଯେଉଁ ସମୟରେ ଏହି ଘ-ଟଣା ଘଟିଥିଲା ସେତେବେଳେ ଘରେ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ ।

ତେବେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଛି । ତେବେ ସବୁଠାରୁ ବଡ଼ କଥା ଦୁଇ ଦିନ ପୂର୍ବରୁ ରିତେଶଙ୍କ ବିବାହ ହୋଇଥିଲା ଆଉ ଏବେ ତାଙ୍କ ବାପାଙ୍କର ମୃ-ତ୍ୟୁ ହୋଇଯାଇଛି । ପରିବାରର ଖୁସିର ମାହାଲ ଏବେ ଦୁଃ-ଖରେ ପରିଣତ ହୋଇଯାଇଛି । ତେବେ ରିତେଶ ଅଗ୍ରୱାଲ ହେଉଛନ୍ତି ଦେଶର ସବୁ କୋଟିପତିଙ୍କ ମଧ୍ୟରୁ ରିତେଶ ଅଗ୍ରୱାଲ ହେଉଛନ୍ତି ଜଣେ । କାରଣ ରିତେଶ ଖୁବ କମ ବୟସରୁ କୋଟିପତି ହୋଇଥିବା ନେଇ ଚର୍ଚ୍ଚା ଜୋର ହୁଏ ।

Leave a Reply

Your email address will not be published. Required fields are marked *