ପର ପୁରୁଷ ସହିତ ଭାଉଜକୁ ଅସଂ-ଯତ ଅବସ୍ଥାରେ ଦେଖିଲା ନଣଦ । ଆଉ ତାପରେ ଭାଇ , ଭାଉଜ ଏବଂ ପ୍ରେମିକ ମିଶି ……..

ଅନ୍ୟ ଜଣେ ଲୋକ ଆସି ଘରେ ଜଣକୁ ହ-ତ୍ୟା କରିବାର ଅନେକ କାରଣ ଥାଇପାରେ । କିନ୍ତୁ ସେହି ଗୋଟିଏ ପରିବାରରେ ଗୋଟିଏ ଛୋଟ ତଳେ ରହୁଥିବା ନିଜ ଭାଇ ଏବଂ ଭାଉଜ ଅନ୍ୟ ଜଣେ ଯୁବକ ସହିତ ମିଶି ଯଦି ହ-ତ୍ୟା କରେ ତେବେ ଆଉ ପରିବାର ଲୋକଙ୍କ ଉପରେ କିପରି ଭରସା ରହିବ । ବର୍ତ୍ତମାନ ସମୟରେ ନୋଏଡ଼ାର ଏପରି ଏକ ଘ-ଟଣା ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯେଉଁଠି ଭାଇ ଭାଉଜ ଏବଂ ପ୍ରେମିକ ମିଶି ନଣଦର ହ-ତ୍ୟା କରିଛନ୍ତି । ଆଉ ଏଭଳି ଘଟ-ଣାର କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କହିରଖିବୁ ଯେ ମୃ-ତ ଯୁବତୀ ହେଉଛନ୍ତି ମନୀଷା ।

ଯିଏକି ଗତ କିଛିଦିନ ତଳେ ନି-ଖୋଜ ହୋଇଥିଲେ ବୋଲି ଥାନାରେ ଏକ ଲିଖିତ ଅଭି-ଯୋଗ ହୋଇଥିଲା । କିନ୍ତୁ ତାଙ୍କ ନି-ଖୋଜ ହେବା ପଛରେ ମଧ୍ୟ ଏକ ବଡ଼ କାରଣ ରହିଛି । ଯୁବତୀଙ୍କ ଭାଇ ହେଉଛନ୍ତି ମନୀଷ ଏବଂ ଭାଉଜ ଶିଖା । ଯେତେବେଳେ ଭାଇ ଏବଂ ମନୀଷା ଘରୁ ବାହାରକୁ କାମ ପାଇଁ ଯାଉଥିଲେ ସେତେବେଳେ ଭାଉଜ ଏକୁଟିଆ ଥିବା ସମୟରେ ନିଜର ଏକ୍ସ ବୟଫ୍ରେଣ୍ଡକୁ ଘରକୁ ଡାକୁଥିଲା । ଖାଲି ସେତିକି ନୁହେଁ ଦୁଇ ଜଣ ଅନ୍ତ-ରଙ୍ଗ ମୁହୂର୍ତ୍ତ ମଧ୍ୟ ବିତାଉଥିଲେ । କିନ୍ତୁ ସବୁଦିନ ସମାନ ଯାଏନି । ଦିନେ ନଣଦ ମନୀଷା ଘରକୁ ଆସି ନିଜ ଭାଉଜର କାର-ନାମା ଦେଖି ନେଇଥିଲେ । ଆଉ ନିଜ ଫୋନରେ ଭିଡ଼ିଓ ଉତ୍ତୋଳନ କରୁ କରୁ ଭାଉଜ ଦୌଡ଼ି ଆସି ଫୋନକୁ ତଳେ କଚାଡ଼ି ଦେଇଥିଲା ।

ଖାଲି ସେତିକି ନୁହେଁ ଭାଉଜ ନିଜ ନଣଦକୁ ଏ ବିଷୟରେ କେଉଁଠିବି ନକହିବାକୁ ଧ-ମକ ଦେଇଥିଲେ । କିନ୍ତୁ ନଣଦ ଚୁପ ରହି ନଥିଲା ଏବଂ ଭାଇ ଘରକୁ ଆସିବା ମାତ୍ରେ ସବୁ ସତ କଥା ଉଗାଳି ଦେଇଥିଲା । ତେବେ ଭାଇ ଏସବୁ ଶୁଣିବା ପରେ କିଛି ପ୍ରତି-କ୍ରିୟା ନଦେଇ କହିଥିଲା ଯେ ତାକୁ ଏସବୁ ବିଷୟରେ ଆଗରୁ ଜଣାଥିଲା । ଏପଟେ ନଣଦ ଏହି କଥାକୁ ସମସ୍ତଙ୍କୁ କହିଦେବ ବୋଲି କହିବାରୁ ଭାଇ , ଭାଉଜ ଏବଂ ପ୍ରେମିକ ମନୀଷାଙ୍କୁ ହ-ତ୍ୟା କରିବାକୁ ପ୍ଲାନ କରିଥିଲେ । ମନୀଷାଙ୍କୁ ହ-ତ୍ୟା କରିବା ପରେ ଜୋର ଜବ-ରଦସ୍ତ ଏକ ସୁଟକେଶ ଭିତରେ ପୁରାଇ ତାହାକୁ ଜଙ୍ଗଲରେ ପକାଇ ଜା-ଳି ଦେଇଥିଲେ । ଯେଉଁ କାରଣରୁ ମନୀଷାଙ୍କର ଶରୀରର ୯୦ ପ୍ରତିଶତ ଭାଗ ଜ-ଳି ଯାଇଥିଲା ।

ତେବେ ଏଭଳି ଏକ ସୁଟକେଶକୁ ସନ୍ଦିଗ୍ଧ ଅବସ୍ଥାରେ ପାଇବା ପରେ ପୋ-ଲିସ ମୃ-ତ ଦେହ ଉ-ଦ୍ଧାର କରି ପରିବାର ଲୋକଙ୍କୁ ଡକାଇ ପ୍ରଥମେ ଏହା ନିଶ୍ଚିତ କରିଥିଲା ଯେ ଶ-ବ ମନୀଷାଙ୍କର ବୋଲି । ତେବେ ସେହି ସମୟରେ ଅଭି-ଯୁକ୍ତ ଭାଇ ଭାଉଜ ମଧ୍ୟ କାନ୍ଦିବାର ନାଟକ କରିଥିଲେ । ଯାହାକୁ କେହିବି ଜାଣି ପାରି ନଥିଲେ । ପରେ ପୋଲି-ସର ତଦ-ନ୍ତରୁ ଜଣା ପଡ଼ିଥିଲା ଯେ ଭାଇ ଭାଉଜ ଏବଂ ପ୍ରେମିକ ମିଶି ମନୀଷାଙ୍କ ହ-ତ୍ୟା କରିଥିଲେ ବୋଲି । ପ୍ରେମିକ ପବନ ଏହି ହ-ତ୍ୟାକା-ଣ୍ଡର ମାଷ୍ଟର ମାଇଣ୍ଡ ଥିଲା । ଏପଟେ ଭାଉଜ ଶିଖା ସ୍ୱାମୀକୁ ପ୍ରବର୍ତ୍ତାଇ ଥିଲା ଯେ ଯଦି ମନୀଷା ଜୀବିତ ରହେ ତେବେ ସମ୍ପତ୍ତି ଦୁଇ ଭାଗ ହେବ । ଯେଉଁ କାରଣରୁ ଭାଇ ମଧ୍ୟ ନିଜ ଭଉଣୀର ହ-ତ୍ୟାକା-ରୀ ସାଜିଥିଲା । ତେବେ ବର୍ତ୍ତମାନ ତିନି ଜଣ ଅଭି-ଯୁକ୍ତଙ୍କୁ ପୋ-ଲିସ ଗି-ରଫ କରିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *