ନାବାଳିକାକୁ ପ୍ରେମ ଜା-ଲରେ ଫସାଇ ଦୁ-ଷ୍କର୍ମ କଲା ଯୁବକ ।

ପ୍ରେମର ସଂଜ୍ଞା ଆଜି କାଲିର ଯୁବ ପିଢୀଙ୍କ ପାଇଁ ବଦଳି ଯାଇଛି । ପ୍ରେମର ମାନେ ଆଜି କାଲିର ଯୁବକ ମାନଙ୍କ ପାଇଁ କେବଳ ଶାରୀ-ରିକ ସମ୍ପ-ର୍କ ଯାଏ ସୀମିତ ରହିଛି । କୁହାଯାଏ ପ୍ରେମ ପବିତ୍ର,ପ୍ରେମ ସାସ୍ୱତ ହେଲେ ସେହି ପବିତ୍ର ପ୍ରେମରେ ଆଜି କାଲିର କିଛି ଯୁବକ ଲଗାଉଛନ୍ତି କଳ-ଙ୍କର ଛିଟା ।

ପ୍ରେମ ବୟସ ଦେଖେନି ଆପଣ ମାନେ ଏ କଥା ଶୁଣିଥିବେ ହେଲେ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଉଦ୍ୟଶ ମୂଳକ ଭାବରେ ନାବା-ଳିକାକୁ ଫସାଇବା ପରେ ତାଙ୍କ ସହିତ ଯୁବକ ଜଣଙ୍କ ନିଜ ଇଚ୍ଛା ମୁତାବକ ରଖିଥିଲେ ଶାରୀ-ରିକ ସ-ମ୍ପର୍କ । ବାହାରକୁ ଖୁବ୍ ସାଧା ସିଧା ଦେଖା ଯାଉଥିବା ଯୁବକ ଜଣଙ୍କ ଭିତରେ ଏମିତି ଖେଳାଳି ଥିଲେ ତାହା ନାବାଳିକା ଜଣଙ୍କ ଜାଣି ପାରି ନଥିଲେ ।

ପ୍ରଥମେ ଯୁବକ ଜଣଙ୍କ ନାବାଳିକାକୁ ମିଠା ମିଠା କଥା କହି ନିଜର କରିଥିଲେ । ନାବାଳିକାର ବିଶ୍ୱାସ ଜନ୍ମାଇ ନାବାଳିକାର ଅତି ନିକଟତର ହୋଇଥିଲେ । ଆଉ ତା ପରେ ବିବାହର ପ୍ରଲୋ-ଭନ ଦେଖାଇ ନାବାଳିକାଙ୍କ ସାଥିରେ ବାରମ୍ବାର ଶାରୀ-ରିକ ସମ୍ପ-ର୍କ ରଖିଥିଲେ ।

ଆଉ ନିଜର ସ୍ୱାର୍ଥ ହାସଲ ହେବା ପରେ ଯୁବକ ଜଣଙ୍କ ନାବା-ଳିକାକୁ ଧୋ-କା ଦେଇ କେଉଁ ଆଡେ ଫେ-ରାର ହୋଇଯାଇଥିଲେ । ତେବେ ଏନେଇ ନାବା-ଳିକା ଜଣଙ୍କ ଥା-ନାର ଦ୍ୱାରସ୍ଥ ହେବା ପରେ ଅଭି-ଯୁକ୍ତ ଯୁବକଙ୍କୁ ବର୍ତ୍ତମାନ ଗି-ରଫ କରିଛି ପୋ-ଲିସ । ଆଉ ନାବା-ଳିକାର ପରିବାର ପୋ-ଲିସ ପାଖରେ ଗୁହାରି କରିଛନ୍ତି କି ତାଙ୍କ ନାବାଳିକା ଝିଅକୁ ନ୍ୟା-ୟ ଦେବା ପାଇଁ ।

ତେବେ ଏଭଳି ଘ-ଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ଥା-ନା ଅଞ୍ଚଳରେ । ଆଉ ଅଭି-ଯୁକ୍ତ ଯୁବକଙ୍କୁ ଗି-ରଫ କରିଛି ମୋହନା ଥା-ନା ପୋ-ଲିସ । ତେବେ ଗି-ରଫ ଅଭି-ଯୁକ୍ତ ଜଣଙ୍କ ହେଲେ ଅଡବା ଥା-ନାର ସୁମନ୍ତ ପ୍ରଧାନ । ତେବେ ଅଭି-ଯୁକ୍ତ ସୁମନ ନାବା-ଳିକାକୁ ଘରେ ଏକୁଟିଆ ଥିବା ଦେଖି ତାଙ୍କ ସହ ଦୁ-ଷ୍କର୍ମ କରିଥିଲେ । ପରେ ଯୁବକ ଜଣଙ୍କ ବିବାହର ପ୍ରଲୋ-ଭନ ଦେଖାଇ ନାବା-ଳିକାଙ୍କୁ ରାଜ୍ୟ ବାହାରକୁ ନେଇ ବିଭିନ୍ନ ସ୍ଥାନରେ ରଖି ନାବାଳିକାଙ୍କ ସହ ଦୁ-ଷ୍କର୍ମ କରିଥିଲେ । ପରେ ଏହି ଖବର ନାବା-ଳିକାର ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ଆଉ ନାବା-ଳିକାର ପରିବାର ଲୋକେ ଏହି ଖବର ପାଇବା ପରେ ଥା-ନାରେ ଅଭି-ଯୋଗ କରିଥିଲେ । ହେଲେ ପରିବାର ଲୋକଙ୍କ ଅଭି-ଯୋଗ ପରେ ଅଭି-ଯୁକ୍ତ ଜଣଙ୍କ କେଉଁ ଆଡ଼େ ଫେ-ରାର ହୋଇଯାଇଥିଲା । ସେପଟେ ପରିବାରର ଅଭି-ଯୋଗ ଆଧାରରେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରି ଅଭି-ଯୁକ୍ତ ଯୁବକଙ୍କୁ ଗି-ରଫ କରିଛି।

ତେବେ ଗି-ରଫ ଅଭି-ଯୁକ୍ତଙ୍କୁ ପ୍ରଥମେ ଡାକ୍ତରୀ ମାଇନା କରି ପରେ କୋର୍ଟ ଚା-ଲାଣ କରାଯାଇଥିବା ଜଣା ପଡ଼ିଛି । ତେବେ ଆଗକୁ ନାବା-ଳିକାଙ୍କୁ କେଉଁ ନ୍ୟା-ୟ ମିଳୁଛି ତାହା ଦେଖିବାକୁ ବାକି ରହିଲା । ହେଲେ ଏହି ଘ-ଟଣା ପରେ ସମସ୍ତଙ୍କ ମନରେ ଗୋଟିଏ କଥା ଏବେ ବଦଳି ଯାଇଛି ପ୍ରେମର ସଂଜ୍ଞା । ଯୁବ ପିଢୀଙ୍କ ପାଇଁ ପ୍ରେମର ମାନେ କେବଳ ଶାରୀ-ରିକ ସ-ମ୍ପର୍କ ।

Leave a Reply

Your email address will not be published. Required fields are marked *