ମୋ ଝିଅ ସନ୍ଧ୍ୟାବେଳେ ବହୁତ୍ ଖୁସିଥିଲା, ପୁରୁଷ ବନ୍ଧୁମାନେ ମିଶି ତାକୁ ମା-ରିଦେଲେ।

ଚିନ୍ମୟୀ ପ୍ରିୟଦର୍ଶିନୀ ଜଣେ ମେଧାବୀ ଛାତ୍ର। ମନରେ ଥିଲା ଆଇଏଏସ ଓଏଏସ ହେବାର ଉଚ୍ଚା ଅଭିଳାଷ। ମନରେ କେତେବେଳେ ଦୁଃ-ଖ ନଥାଏ ସବୁବେଳେ ସିଏ ହସୁଥାନ୍ତି। ଜୀବନରେ ଯେତେ କଷ୍ଟ ଆସିଲେ ସେ ନ ଡରି ତାକୁ ସାମ୍ନା କରନ୍ତି କିନ୍ତୁ ଏମିତି କଣ ହେଇଗଲା ଯେ ସେ ଘର ଲୋକ କାହାକୁ କିଛି ନ ଜଣେଇ ଆ-ତ୍ମହ-ତ୍ୟା କରିଦେଲେ। ସେଥିପାଇଁ ତାଙ୍କ ମା ତାଙ୍କ ପୁରୁଷ ବନ୍ଧୁଙ୍କ ନା ରେ ଥା-ନାରେ ଅଭି-ଯୋଗ କରିଛନ୍ତି।

ଭିଶୁଟ୍ ରୋହିଣୀ ହଷ୍ଟେଲ ର ଚିନ୍ମୟୀ ପ୍ରିୟଦର୍ଶିନୀ ଭୁବନେଶ୍ୱରରେ କିଛି ଗୋଟେ ସମ୍ମିଳନୀ ପାଇଁ ମନରେ ବହୁ ଉତ୍ସାହ ନେଇ ଘରୁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ମଙ୍ଗଳବାର ଦିନ ରାତିରୁ ସେ କୁଆଡେ ନି-ଖୋଜ ହୋଇଯାଇଥିଲେ। ତାପରେ ତାଙ୍କ ମୃ-ତ ଦେହ ପାୱାର କେନାଲୁ ଉ-ଦ୍ଧାର କରାଗଲା।

ଚିନ୍ମୟୀଙ୍କ ମାଆ କହିଛନ୍ତି ମୋ ଝିଅ ଆ-ତ୍ମହ-ତ୍ୟା କରିନି ତାକୁ ତା ସାଙ୍ଗ ପ୍ରିତିମାନ ମା-ରିଦେଇଛି। ସେ ମୋ ପାଖକୁ ୬ ବେଳେ ଫୋନ୍ କରିଥିଲା। ସେତେବେଳେ ସେ ବହୁତ୍ ଖୁସି ଥିଲା କହୁଥିଲା ଗଲେ ଆମେ ଘର ଚେଞ୍ଜ କରିବା ଆଉ ତାର କେତେବେଳେ ଟ୍ରେନ ଥିଲା ମୁଁ ସବୁ ଜାଣିଥିଲି। ତାପରେ ରାତି ୯ ବେଳକୁ ମୋ ମନକୁ ଟିକେ ପାପ ଛୁଇଁଲା ମୁଁ ସାନ ଝିଅକୁ କହିଲି ଦିଦିକୁ ଫୋନ୍ କଲୁ ସେ କହିଲା ଏତେ ରାତି ହେଲାନି ଦିଦି ସୋଇପଡିଥିବ।

ତାପରେ ମୁଁ ତାକୁ ଫୋନ୍ କଲା ବେଳକୁ କିଏ ଗୋଟେ ଗ ଗ ହେଲା ତାପରେ ମୁଁ ପୁରା ଡ-ରିଗଲି ଫୋନ୍ କଟିକି ଦେଖିଲି ମୋ ଝିଅର ନମ୍ବର ଥିଲା ତାପରେ ମୁଁ ପୁଣି ଫୋନ୍ କଲାବେଳକୁ ସେମିତିକା ଶବ୍ଦ ହେଲା।ଚିନ୍ମୟୀଙ୍କ ସାନ ଭଉଣୀ କହିଛନ୍ତି ଦିଦି ମୋର ବହୁତ୍ ଷ୍ଟ୍ରଙ୍ଗ ସେ ଆମ ଘର କଥା ସବୁ ବୁଝେ ସେ କେତେ ଏମିତି କରିପାରିବେନି। ସେ ଯୋଉ ହଷ୍ଟେଲ ପାଖରେ ରହୁଥିଲା ସେଠି ସେ ଟୋକା ପ୍ରୀତିମାନ ର ଘର। ସେହିଁ ମୋ ଦିଦକୁ ମା-ରିଛି। ତାଙ୍କ ବାପା ମଧ୍ୟ କହୁଛନ୍ତି ଏଇଟା ଆ-ତ୍ମହ-ତ୍ୟା ନୁହେଁ ଏଇଟା ହ-ତ୍ୟା। ଆଉ ତାଙ୍କ ସାଙ୍ଗ ପିଲା ମିଶି ଚିନ୍ମୟୀଙ୍କୁ ମା-ରିଦେଇଛନ୍ତି।

ଚିନ୍ମୟୀଙ୍କ ପ୍ରିତିମାନଙ୍କ ସହ ମଙ୍ଗଳାବାର ଦିନ ରାତିରେ ବୁଲିବାକୁ ଯାଇଥିଲେ ଏବଂ ତାପରେ କୁଆଡେ ନି-ଖୋଜ ହୋଇଯାଇଥିଲେ। ଘର ଲୋକଙ୍କ ଅଭି-ଯୋଗ ପରେ ପୋ-ଲିସ୍ ଚିନ୍ମୟୀଙ୍କୁ ଖୋଜା ଖୋଜି ଆରମ୍ଭ କଲାବେଳେ ପାୱାର କେନାଲ ରୁ ନି-ଖୋଜ ଚିନ୍ମୟୀଙ୍କ ମୃ-ତଦେ-ହ ଉ-ଦ୍ଧାର କରାଗଲା। ଏବେ ପୋ-ଲିସ୍ ପ୍ରିତିମାନଙ୍କୁ ଥା-ନାରେ ଅଟକ ରଖି ପଚ-ରାଉ-ଚରା କରୁଛି ଏବଂ ଆଗକୁ ଆହୁରି ତ-ଦନ୍ତ ଜାରି ରହିବ ବୋଲି ପୋ-ଲିସ କହୁଛି।

Leave a Reply

Your email address will not be published. Required fields are marked *