ମାଆ ଶାଢୀରେ ବାନ୍ଧି ପୁଅକୁ ୧୦ ମହଲାରୁ ଓହଳେଇ ଦେଲେ, Video ଦେଖିଲେ ଛିଡ଼ା ହୋଇଯିବ ଲୋମ : ଦେଖନ୍ତୁ ଭିଡିଓ

ଜଣେ ମାଆ ନିଜ ପୁଅକୁ ଶାଢୀରେ ବାନ୍ଧି ୧୦ନମ୍ବର ଫ୍ଲୋରରୁ ଓହଳଉ ଥିବାର ଦେଖା ଯାଇଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓ ଦିଲ୍ଲୀର ସଟେ ଫରିଦାବାଦର ଅଟେ। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଛିଡ଼ା ହୋଇଯିବ। ଏହି ଭିଡିଓରେ ଜଣେ ମାଆ ନିଜ ପୁଅକୁ ଶାଢୀରେ ବାନ୍ଧି ୧୦ନମ୍ବର ଫ୍ଲୋରରୁ ଓହଳଉ ଥିବାର ଦେଖା ଯାଇଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓ ଦିଲ୍ଲୀର ସଟେ ଫରିଦାବାଦର ଅଟେ। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଲୋକମାନେ ଚିନ୍ତା କରୁଛନ୍ତି କି ଖୁସିର କଥା ଏହା ଅଟେ କି ସେହି ସମୟରେ କୈାଣସି ଦୁର୍ଘଟଣା ହୋଇ ନାହିଁ ଏବଂ ପିଲାଟିକୁ ଠିକ ଭାବେ ଟାଣି ଅଣା ଯାଇଥିଲା, ନହେଲେ ପିଲାଟିର ଜୀବନରେ ମଧ୍ୟ ବିପଦ ପଡି ପାରିଥାନ୍ତା। ସମସ୍ତେ ଏହା ଚିନ୍ତା କରୁଛନ୍ତି କି ବାସ୍ତବରେ ମାଆ ଜଣଙ୍କ ଏମିତି କ’ଣ ପାଇଁ କରିଛନ୍ତି?

ଦେଖନ୍ତୁ Video:

ଭିଡ଼ିଓ ଫରିଦାବାଦର ସେକ୍ଟର-82 ସ୍ଥିତ ଫ୍ଲୋରିଡା ସୋସାଇଟିର ଅଟେ। ମହିଳା ଜଣଙ୍କ ୧୦ନମ୍ବର ଫ୍ଲୋରରେ ରହୁଛନ୍ତି, ଯାହାଙ୍କର କୈାଣସି କପଡ଼ା ତାଙ୍କର ତଳ ବାଲା ଫ୍ଲୋରକୁ ପଡି ଯାଇଥିଲା ଏବଂ ସେହି ଫ୍ଲୋରରେ ତାଲା ଲାଗିଥିଲା। ମହିଳା ସେଠାକୁ ଯାଇ ପୋଷାକ ଆଣି ପାରିନଥାନ୍ତେ। ଏହି କାରଣରୁ ମହିଳା ଜଣଙ୍କ ନିଜ ପୁଅକୁ ଗୋଟିଏ ଶାଢୀରେ ବାନ୍ଧି ପୋଷାକ ଆଣିବା ପାଇଁ ତଳକୁ ଓହଳେଇ ଦେଇଥିଲେ। ସେହି ସମୟରେ ସାମ୍ନା ବାଲା ଫ୍ଲୋରରେ ରହୁଥିବା ଲୋକ ପୂରା ଘଟଣାର ଭିଡିଓ କରି ଦେଇଛନ୍ତି,ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି।

ସୋସାଇଟିରେ ରହୁଥିବା ଲୋକମାନେ କହିଛନ୍ତି କି ଏହି ଘଟଣା ୬ କିମ୍ବା ୭ ଫେବୃୟାରୀର ଅଟେ। ମହିଳା ଜଣଙ୍କ ନିଜ ପୁଅକୁ ଶାଢ଼ୀରେ ବାନ୍ଧି ଶାଢ଼ୀ ଆଣିବା ପାଇଁ ଓହଳେଇ ଥିଲେ। ମହିଳା ଜଣଙ୍କ ଶାଢ଼ୀ ଆଣିବା ପାଇଁ କାହା ସହିତ କୈାଣସି ସମ୍ପର୍କ କରିନଥିଲେ ଏବଂ ନିଜେ ନିଷ୍ପତ୍ତି ନେଇଥିଲେ,ଯାହା ବିପଦପୂର୍ଣ୍ଣ ପ୍ରମାଣିତ ହୋଇ ପାରିଥାନ୍ତା। ପରିଶେଷରେ ସୋସାଇଟି ତରଫରୁ ମହିଳାଙ୍କୁ ଏମିତି କରିବା ଉପରେ ନୋଟିସ ଦିଆଯାଇଛି।

Leave a Reply

Your email address will not be published. Required fields are marked *