ମୋ ବଡ଼ ଭଉଣୀ ସଂଯୁକ୍ତା, ଆମ ପରିବାର ବିରୋ-ଧରେ ଫେସବୁକରେ ଖରାପ କଥା ଲେଖୁଛି…

ଝିଅ ନାମରେ ଅଭି-ଯୋଗ ଆଣିଥିଲେ ମାଆ l ଝିଅର ଅ-ତ୍ୟାଚା-ରକୁ ଆଉ ସହି ନପାରି ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ପୁରା ପରିବାର। ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ନାମ ରେ ସଂଘା-ତିକ ଅଭି-ଯୋଗ ଆଣିଥିଲେ ପରିବାର। ଗତ 3 ତାରିଖ ରେ ଝିଅ ସଂଯୁକ୍ତାଙ୍କ ନାମ ରେ ମାଆ, ଭଉଣୀ ଏବଂ ଭାଉଜ କମିଶନରେଟ ପୋଲି-ସରେ ଅଭି-ଯୋଗ କରିଥିଲେ।

ଫେସବୁକରେ ଅ-ଶ୍ଳୀଳ ଭା-ଷାରେ ଗା-ଳିଗୁ-ଲଜ କରିବା ସହ ପରିବାର ସମସ୍ତଙ୍କୁ ମି-ଛ କେ-ଶରେ ଫ-ଶେଇ ଥିବା ପୋ-ଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଥିଲ।କମିଶନରେଟ୍ ପୋ-ଲିସ ଅଭି-ଯୋଗ ପରେ କା-ର୍ଯ୍ୟାନୁ-ଷ୍ଠାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇଥିଲେ ସଂଯୁକ୍ତାଙ୍କ ମାଆ। 2017 ମସିହାରୁ ପରିବାରକୁ ଧ-ମକ ଦେବା ସହ ବାପାଙ୍କ ସମାପ୍ତି ହଡ଼ପ କରିଛନ୍ତି ସଂଯୁକ୍ତା।

ସଂଯୁକ୍ତ ମହଲ ହେଉଛନ୍ତି ବିଜୁ ଜନତା ଦଳର ଉପ ସଭାନେତ୍ରୀ ଏବଂ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଥିବା କାରଣରୁ ଦୀର୍ଘ ଦିନ ଧରି ସେ ପରିବାର ଭିତରେ କଳହ ସୃଷ୍ଟି କରୁଛନ୍ତି ଏବଂ ପାରିବାରକୁ ଖିନଭିନ କରୁଛନ୍ତି। ଏହା ସହ ଭାଇଙ୍କ ଚାକିରି ବଦଳିରେ ମଧ୍ୟ ବାଧକ ସାଜୁଛନ୍ତି l ଏହାକୁ ନେଇ ସଂଯୁକ୍ତା ମହଲଙ୍କ ମାଆ ନମିତା ପାତ୍ର ଝିଅ ବି-ରୋଧ ଗଣମାଧ୍ୟମ ସାମ୍ନାରେ ପ୍ରତି-କ୍ରିୟା ରଖିଥିଲେ।

ଅଭି-ଯୋଗର ଦୀର୍ଘଦିନ ପରେ କୌଣସି କା-ର୍ଯ୍ୟାନୁ-ଷ୍ଠାନ ନ ହେବାରୁ ପୁଣି ଆଜି ଗଣମାଧ୍ୟମ ସାମ୍ନାରେ ମୁଁହ ଖୋଲିଛନ୍ତି। କହିଛନ୍ତି ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା କଥା କହୁଥିବା ବେଳେ ମୋ ପାଇଁ ଚୁପ୍ କଣ ପାଇଁ। ମତେ କଣ ପାଇଁ ନ୍ୟା-ୟ ମିଳୁନି। ଝିଅ କୁ ଗି-ରଫ କରିବା ସହ ସୋସିଆଲ ମିଡିଆ ରେ ଅ-ଶ୍ଳୀଳ ଭାଷାରେ ଗା-ଳିଗୁ-ଲଜ କୁ ବନ୍ଦ କରିବାର ଅଛି।

Leave a Reply

Your email address will not be published. Required fields are marked *