ମୋଠୁ ସୁଖ ସରିଗଲା ସେପଟେ ଆଉ ଗୋଟେ ବାହା ହେଇ ଦେହ ବେପାର କଲା

ସାରା ଜୀବନ ଖୁସିରେ ରଖିବ ବୋଲି ମତେ ଭଲ ପାଇ ବାହା ହେଲା କିନ୍ତୁ କିଛି ଦିନ ଗଲା ପରେ ତା ଭଲ ପାଇବା କୁଆଡେ ପାଣି ଫୋଟକା ପରି ଉଭେଇ ଗଲା। ମତେ ଆଉ ମୋ ଝିଅକୁ ଅଧା ବାଟରେ ଛାଡି ଦେଇ ଆଉ କାହାକୁ ଧରି ଖୁସିରେ ରହି ସେ-କ୍ସ କାରବାର କରୁଛି। ହଁ ଆଜ୍ଞା ଯାଜପୁର ଜିଲ୍ଲାର ଜଣେ ପତ୍ନି ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଏମିତି ଏକ ଜଘ-ନ୍ୟ ଅପ-ରାଧ ଲଗାଇଛନ୍ତି।

ଯାଜପୁରର ସରୋଜିକା ୧୨ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳର ଶ୍ରୀମନ୍ତ କୁମାର ସାହୁଙ୍କୁ ବିବାହ କରିଥିଲେ। ବିବାହରେ ଦୁହିଁଙ୍କ ପରିବାର ଏବଂ ଦୁହେଁ ବହୁତ ଖୁସିଥିଲି। କିଛି ଦିନ ପରେ ତାଙ୍କର ଗୋଟେ ଝିଅ ହେଲା। ଶ୍ରୀମନ୍ତ ଝିଅକୁ ବହୁତ୍ ଭଲ ପାଉଥିଲେ। କିନ୍ତୁ କିଛି ଦିନ ଯିବାପରେ ଶ୍ରୀମନ୍ତ ଘରେ ସବୁବେଳେ ଝ-ଗଡା କରି ସ୍ତ୍ରୀ ଏବଂ ଝିଅକୁ ବାଡିଆ ବାଡି କଲେ। ଆମେ ମାନ-ସିକ ନିର୍ଯା-ତନା ଦେଲେ।

ସରୋଜିକା ସ୍ଵାମୀଙ୍କ ନିର୍ଯା-ତନା ସହି ନପାରି ଘଷିପୁରା ଥା-ନାରେ ଛା-ଡ଼ପ-ତ୍ର ପାଇଁ ଅଭି-ଯୋଗ କଲେ କିନ୍ତୁ ଥାନ ଅଧିକାରୀ ଦୁହିଁଙ୍କୁ ବୁଝାଇ ଏକାଠି ରହିବାକୁ କହିଲେ। ତାପରେ ଶ୍ରୀମନ୍ତ ପତ୍ନୀ ଏବଂ ଝିଅକୁ ନେଇ ଯାଜପୁରର ଏକ ଭଡ଼ା ଘରେ ରହିଲେ। କିନ୍ତୁ କିଛି ଦିନ ଯିବା ପରେ ସେ ପୁଣି ପୂର୍ବ ପରି ବାଡିଆ ବାଡି କଲେ। ସେଥିପାଇଁ ସରୋଜିକା ଝିଅକୁ ନେଇ ନିଜ ଘରକୁ ଚାଲିଗଲେ।

କିଛି ଦିନ ଯିବାପରେ ସରୋଜିକା ଜାଣିବାକୁ ପାଇଲେ ଶ୍ରୀମନ୍ତ ଆଉ ଜଣଙ୍କୁ ବାହା ହେଇ କହ୍ନେଇ ପୁର ଶିବ ମନ୍ଦିର ପାଖରେ ରଖିଛନ୍ତି ଏବଂ ସେ-କ୍ସ କାରବାର କରୁଛନ୍ତି। ଏ କଥା ସତକି ମିଛ ଜାଣିବାକୁ ସେ କହ୍ନେଇ ପୁର ଗଲେ ସେଠି ମଧ୍ୟ ତାଙ୍କ ସ୍ଵାମୀ ତାଙ୍କୁ ଗା-ଳି ଗୁ-ଲଜ କରି ମା-ଡ଼ ମା-ରି ବିଦା କରିଦେଲେ। ସେଥିପାଇଁ ସେ ଯାଜପୁର ଆଦର୍ଶ ଥା-ନାରେ ଅଭି-ଯୋଗ କଲେ କିନ୍ତୁ ଆଦର୍ଶ ଥା-ନା ଅଧିକାରୀ କିଛି ନ ଶୁଣିବାରୁ ପତ୍ନୀ ସରୋଜିକା ଏବେ ଯାଜପୁର ପାଣିକୋଇଲି ଅଧିନସ୍ତ ଜିଲ୍ଲା ଆରୋକ୍ଷ ଅଧିକାରୀଙ୍କ ନିକଟରେ ପହଞ୍ଚି ନ୍ୟା-ୟ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *