ସତ ହେଲା ମାଳିକା ବଚନ , ମଣିଷ ଖାଇଲା ମଣିଷ ମାଂ-ସ

ଆପଣ ଏପରି କଥା ନିଶ୍ଚିତ ଭାବରେ ଶୁଣିଥିବେ ଯେ ମାଳିକା ବଚନ ସବୁ ସତ ହୋଇ ହୋଇ ଯାଉଛି । ଆଉ ଦିନେ ନା ଦିନେ ସବୁକିଛି ସତ ହୋଇଯିବ । ଯାହା ବି ଅଚ୍ୟୁତନନ୍ଦଙ୍କ ମାଳିକା କହିଛି , ତାହାର ବଚନ କେବେ ବୃଥା ଯିବ ନାହିଁ । ପୂର୍ବରୁ ଯାହା କିଛି ବି ସତ ହୋଇ ସାରିଛି ଆଉ ଆଗକୁ ମଧ୍ୟ ଶେଷ ହୋଇଯିବ । ଶେଷ ହୋଇଯିବ ଏ କଳି ଯୁଗ ଆଉ ରହିବେ ନାହିଁ ମଣିଷ । ସମସ୍ତେ ନିଜ ନିଜ କାର୍ଯ୍ୟ କାଳ ସାରି ଦେଇ ଧରା ପୃଷ୍ଠରୁ ଚାଲି ଯିବେ । ତେବେ ଆଗରୁ କେତେ ଜିନିଷ ସତ ହୋଇ ସାରିଥିବା ବେଳେ ଏବେ ଆଉ କିଛି ସତ ହେବାର ଦେଖା ଯାଇଛି ।

ତେବେ ପୂର୍ବରୁ ଦେଖିବାକୁ ମିଳିଥିଲା କି , ବାଇଶି ପାହାଚରେ ମୀନ ଖେଳିବ ଆଉ ତାହା ମଧ୍ୟ ହୋଇ ଯାଇଥିଲା । ଏପରି ଆହୁରି ଅନେକ ଜିନିଷ ସତ ହୋଇ ଯାଇଛି । ଆହୁରି ମଧ୍ୟ ମାଳିକା ବଚନରେ ଉଲ୍ଳେଖ କରାଯାଇଛି କି , ସାତ ଦିନ ସାତ ରାତି ଅନ୍ଧାର ହେବ ଆଉ ବାହାରେ ସବୁ ଦେବାଦେବୀ ବୁଲିବେ । ଆଉ ଏହି ସବୁ କଥା ଭାବି ଦେଲେ ସତରେ ଦେହ ଶୀତେଇ ହୋଇ ଯାଏ । ଆଗକୁ ଏପରି କିଛି ଘ-ଟିବ ଆଉ ଯାହାକୁ ଆମେ ଦେଖିବାକୁ ଯାଉଛୁ । ତେବେ ପୁଣିଥରେ ଏହାର ଆଉ ଏକ କଥା ସତ ହୋଇଛି ।

ତେବେ କିଛିଦିନ ଆଗରୁ ଗୋଟିଏ କଥା ସାମ୍ନାକୁ ଆସିଥିଲା , ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା । ଏପରି କାମ ମଣିଷ କରିପାରିବ ବୋଲି କେହି ବିଶ୍ବାସ କରି ପାରିନଥିଲେ । କିନ୍ତୁ କଥାଟି ପୁରାପୁରି ସତ ଥିଲା । ସୂଚନା ଅନୁଯାୟୀ , ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ପୂର୍ବରୁ ଜଣେ ବ୍ୟକ୍ତି ଜଣେ ୨୫ ବର୍ଷ କୁଆଁରୀ ଝିଅର ଶ-ବ ପୋଡ଼ିବା ସମୟରେ ସେହି ଜୁଇରୁ ମା-ଉଁସ ବାହାର କରି ନେଇଥିଲେ ଆଉ ତାହାକୁ ନିଜ ମ-ଦ ସହିତ ଚାଖଣା କରି ଖାଇଥିଲେ । ତେବେ ଏହି କଥା ଶୁଣିବା ପରେ ଅନେକ ଲୋକ ଛି ଛି କରିଥିଲେ ।

ଜଣେ ମଣିଷ ହୋଇ ମ-ଦ ନି-ଶାରେ ଆଉ ଜଣେ ମଣିଷ ମାଂ-ସ କିପରି ଖାଇ ପାରିବ ବୋଲି ସମସ୍ତେ କହିବାରେ ଲାଗିଥିଲେ । ତେବେ ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ କି , ଏପରି କଥା ମାଳିକା ବଚନରେ ଉଲ୍ଲେଖ କରା ଯାଇଥିଲା , ଯାହା ବର୍ତ୍ତମାନ ସମୟରେ ଶେଷ ହୋଇ ଯାଇଛି । ମଣିଷ ମଣିଷର ମାଂ-ସ ଖାଇବାକୁ ମଧ୍ୟ ପଛାଇଲା ନାହିଁ । ଏହା ହେଉଛି କଳି ଯୁଗ ଶେଷ ହେବାର ସଂକେତ । ଆଗକୁ ଆଗକୁ ଆଉ କଣ ଦେଖିବାକୁ ମିଳିବ , ତାହା ବାକି ରହିଲା ।

Leave a Reply

Your email address will not be published. Required fields are marked *