ସେ ଝିଅ ତ ମୋ ପୁଅକୁ ବାହା ହେଇନି ବୋହୁ କେମିତି ହେଲା ମୁଁ ତାକୁ ନିର୍ଯାତନା ଦେଲି ?

ବର୍ତ୍ତମାନ ସମୟରେ ଏକ ମାମ-ଲା ଚର୍ଚ୍ଚାରେ ରହିଛି ଯେ ସୁରଭି ସାହୁ ନାମକ ଜଣେ ମହିଳା ଜ୍ୟୋତି କରଙ୍କୁ ନିଜ ଶାଶୁ ବୋଲି କହି ତାଙ୍କ ଉପରେ ଯୌ-ତୁକ ଦାବି ଅଭି-ଯୋଗ ଆଣିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଜ୍ୟୋତି କର ଗଣମାଧ୍ୟମରେ ନିଜର ପ୍ରତି-କ୍ରିୟା ରଖିଛନ୍ତି । ଜ୍ୟୋତିଙ୍କ କହିବା କଥା ଯେ ସୁରଭି କୌଣସି ପ୍ରକାରେ ତାଙ୍କ ବୋହୂ ନୁହେଁ ।

କାରଣ ବୟସରେ ତାଙ୍କୁ ୨୧ ବର୍ଷ ଏବଂ ଆ-ଇନ ଅନୁଯାୟୀ ତାଙ୍କୁ ବିବାହ ବୟସ ହୋଇନାହିଁ । ତେଣୁ ଯୌ-ତୁକ ନିର୍ଯା-ତନା ସ-ମ୍ବନ୍ଧ ଏଠାରେ ଆଦୋୖ ଆସୁନାହିଁ । ଏହାବ୍ୟତୀତ ସେ ଏସବୁର କିଛି କାରଣ ମଧ୍ୟ ଦର୍ଶାଇଛନ୍ତି ଯେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ ତାଙ୍କ ଘର ଘରୁ ଯିବାର ୬ ମାସ ପରେ ସୁରଭି ହଠାତ ଏଭଳି ଅଭି-ଯୋଗ କାହିଁକି ଆଣିଲେ ।

ଜ୍ୟୋତିଙ୍କ ଅନୁଯାୟୀ ସୁରଭି ହେଉଛନ୍ତି ତାଙ୍କର ଜଣେ ପଡ଼ୋଶୀ । ଅର୍ଥାତ ଜେଣ୍ଟସ ହଷ୍ଟେଲରେ ସୁରଭି ଏବଂ ତାଙ୍କ ମା’ ରହୁଥିଲେ । ଜ୍ୟୋତିଙ୍କ ଘରେ ଭଡ଼ାରେ ରହୁଥିବା ଲୋକଙ୍କ ସହିତ ସୁରଭିଙ୍କ ପରିଚୟ ଥିଲା ଏବଂ ସେ ସେହିଠାରୁ ହିଁ ତାଙ୍କୁ ଜାଣିଲେ । ଏପଟେ ଜ୍ୟୋତିଙ୍କ ପୁଅ ମଧ୍ୟ ଜଣେ ଏଜୁକେଟ ଏବଂ ସେ ବ୍ଲା-କ ନାଇଟରେ କାମ କରୁଥିବା ସେ କହିଛନ୍ତି ।

ଗତ କିଛି ମାସ ପୂର୍ବରୁ ପୁଅ ଘରକୁ ଆସି ନିଜ ମା’କୁ ମାରିଥିବା କଥା ମଧ୍ୟ ଜ୍ୟୋତି କହିଛନ୍ତି । ଯାହାର କାରଣ ସୁଦ୍ଧା ସେ ଜାଣି ନଥିବା କହିଛନ୍ତି । ତାଙ୍କ ପୁଅ ତାଙ୍କୁ ମା-ରଧର କରି ଘରୁ ଟଙ୍କା ପଇସା ନେଇ ଯାଇଥିବା କହିଛନ୍ତି । ଏପଟେ ସୁରଭିଙ୍କ ମା ମିନତୀ ରବିଷଙ୍କର ୟୁନିଭରସିଟିରେ ଲେକ୍ଚର ଏବଂ ବାପା ଏ କ୍ଲାସ ଅଫିସର ଥିବା କହିଛନ୍ତି ।

ଏହାସହିତ ସୁରଭି ଜଣେ ମେଡିକାଲ ଛାତ୍ରୀ ଥିବା ମଧ୍ୟ କହିଛନ୍ତି । ତେବେ ଏଭଳି ଭାବରେ ହୁଏତ ଟଙ୍କା ପାଇଁ ଜ୍ୟୋତିଙ୍କ ବିରୋ-ଧରେ ଷ-ଡ଼ଯ-ନ୍ତ୍ର ରଚା ଯାଇଥିବା ଜ୍ୟୋତି କହିଛନ୍ତି । କାରଣ ସୁରଭିଙ୍କ ପରିବାର ଲୋକେ ଅନେକ ଥର ତାଙ୍କ ଘରକୁ ଆସି ତାଙ୍କୁ ହ-ତ୍ୟା କରିବାକୁ ଧ-ମକ ଦେଇଛନ୍ତି ।

ଯାହାକୁ ନେଇ ଇନଫୋସିଟି ଥା-ନାରେ ମାମ-ଲା ଚାଲିଥିଲା ଏବଂ ସେମାନେ କୋର୍ଟ ଚା-ଲାଣ ମଧ୍ୟ ହୋଇଥିଲେ । ଆଉ ବର୍ତ୍ତମାନ ନିଜକୁ ଜ୍ୟୋତିଙ୍କ ବୋହୂ ବୋଲି କହୁଥିବା ସୁରଭି ଶାଶୁ ପଚାଶ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିବା କଥା କହି ଇନଫୋସିଟି ଥା-ନାରେ ଅଭି-ଯୋଗ ଆଣିଛନ୍ତି । ଯାହାକୁ ଜ୍ୟୋତି ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ ସୁରଭି ତାଙ୍କ ବୋହୂ ନୁହଁନ୍ତି ।

Leave a Reply

Your email address will not be published. Required fields are marked *