ସ୍ତ୍ରୀ ଗପୁଥିଲା ପର ପୁରୁଷ ସହିତ , ସ୍ଵାମୀ ସହି ନ ପାରି ତ-ଣ୍ଟି ଚି-ପି କରିଲା ହ-ତ୍ୟା

ଏ ଦୁନିଆଁରେ ସ-ନ୍ଦେହ ଏପରି ଏକ ଶବ୍ଦ ଯାହା ପାଇଁ ଅନେକ ଘର ସଂସାର ଭା-ଙ୍ଗି ଯାଇଥାଏ । ତାର ଏପରି କିଛି ଶକ୍ତି ରହିଥାଏ , ଯାହା ଦୁଇଟି ସମ୍ପ-ର୍କକୁ ଅତି ସହଜରେ ଛାରଖାର କରି ଦେଇଥାଏ । ତେଣୁ ସଦାବେଳେ ସ-ନ୍ଦେହ ଠାରୁ ଦୂରେଇ ରହିବା ପାଇଁ ସମସ୍ତେ କହିଥାନ୍ତି । କାହିଁକି ନା ଏଥିପାଇଁ ଆଜି ପର୍ଯ୍ୟନ୍ତ କେତେ ଯେ ପରିବାର ଉଜୁଡ଼ି ଯାଇଛି ଆଉ କେତେ ଯେ ପ୍ରେମ ପକ୍ଷୀ ଅଲଗା ହୋଇ ଯାଇଛନ୍ତି । କେବଳ ଏତିକି ନୁହେଁ , କେତେ କେତେ ମଣିଷକୁ ହ-ତ୍ୟାର ସାମ୍ନା କରିବାକୁ ପଡିଛି । ତେବେ ଆଜି ଆପଣଙ୍କୁ ଆମେ ଠିକ୍ ସେହିପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯେଉଁଠି ଅକରାଣରେ ଚାଲି ଯାଇଛି ସ୍ତ୍ରୀର ଜୀବନ ଆଉ ତାଙ୍କୁ ନିଜେ ହ-ତ୍ୟା କରିଛନ୍ତି ତାଙ୍କ ସ୍ଵାମୀ । ଯିଏକି ତାଙ୍କ ତ-ଣ୍ଟି ଚି-ପି ଦେଇ ମା-ରି ଦେଇଛନ୍ତି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ରହିଥିବା ଏକ ତେଲୁଗୁ ବସ୍ତିରେ । ସୂଚନା ଅନୁଯାୟୀ , ବର୍ତମାନ ସମୟରେ ପୋ-ଲିସ ବାବୁ ଏହି ଘ-ଟଣା ବିଷୟରେ ପୁରାପୁରି ବର୍ଣ୍ଣନା କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ସାଗର ଏବଂ ମାମା ନାମକ ଦୁଇ ପ୍ରେମୀ ଯୁଗଳ ୨ ବର୍ଷ ଆଗରୁ ପ୍ରେମରେ ପଡ଼ି ଯାଇଥିଲେ ଆଉ ସାଗର ନିଜେ ଯାଇ କଟକ ଅଞ୍ଚଳରୁ ମାମାକୁ ଉଠାଇ ଆଣିଥିଲେ । ତେବେ ଦୁହେଁ ପ୍ରେମ ବିବାହ କରି ଭୁବନେଶ୍ୱରରେ ଏକ ଭଡ଼ା ଘରେ ରହୁଥିଲେ । ମାମା ଜଣେ ଗୃହିଣୀ ଭାବରେ କାମ କରୁଥିବା ବେଳେ ସାଗର ରଙ୍ଗ ମିସ୍ତ୍ରୀ ଭାବରେ କାମ କରି ଘର ପୋଷୁଥିଲେ ।

ତେବେ ଏହାରି ମଧ୍ୟରେ ଦୁହିଁଙ୍କ କୋଳକୁ ଆସିଥିଲା ଏକ ଶିଶୁ ପୁତ୍ର । ଯାହାକୁ ଦେଖି ଦୁହିଁଙ୍କ ଆଖି ପୁରି ଯାଉଥିଲା । କିନ୍ତୁ ଏହାରି ମଧ୍ୟରେ ଧିରେ ଧୀରେ ସ-ନ୍ଦେହ ମଧ୍ୟ ସାଗରଙ୍କ ଜୀବନକୁ ପଶି ଆସିଥିଲା । ସେ ମାମାଙ୍କ ଉପରେ ସନ୍ଦେହ କରୁଥିଲେ କି ମାମା କାହା ସହିତ ଫୋନରେ କଥା ହେବା ସହିତ ଭିଡିଓ କଲ୍ ମଧ୍ୟ କରିବାରେ ଲାଗିଛନ୍ତି । ଯାହାଙ୍କ ପରେ ତାଙ୍କ ମୁଣ୍ଡ ଗରମ ହୋଇଗଲା ଆଉ ସେ କଣ କରିବେ ଜାଣି ପାରି ନଥିଲେ । ଆଉ ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝ-ଗଡା ହେଉଥିଲା । କିନ୍ତୁ କାଲି ଦିନ ଥିଲା ଏକ କାଳ ଦିନ ।

ସବୁଦିନ ଭଳି କାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ ଝ-ଗଡା ହେଉଥିଲା ଆଉ ଏହି ସମୟ ମଧ୍ୟରେ ମାମା ଏକ ପନିକି ଆଣି ସାଗରଙ୍କୁ ହାଣିବା ପାଇଁ ଚେଷ୍ଟା କରିଥିଲେ ଆଉ ଏହାରି ମଧ୍ୟରେ ସାଗର ସେହି ପନିକି ଛଡ଼ାଇ ନେଇ ଫୋପାଡ଼ି ଦେଇଥିଲେ ଆଉ ଓଲଟା ମାମାଙ୍କ ତ-ଣ୍ଟି ଚି-ପି ଧରି ଥିଲେ ଆଉ ମରିବା ପର୍ଯ୍ୟନ୍ତ ସେମିତି କରି ରଖିଥିଲେ । ତେବେ ତାଙ୍କୁ ହ-ତ୍ୟା କରି ସାରିବା ପରେ ଗାଆଁ ଦାଣ୍ଡରେ ଯାଇ ସମସ୍ତଙ୍କୁ କହିଥିଲେ କି , ସେ ହ-ତ୍ୟା କରି ଦେଇଛନ୍ତି । ତେବେ ଏହାପରେ ଗାଆଁ ଲୋକ ମାନେ ପୋଲି-ସକୁ ଖବର ଦେଇଥିଲେ ଆଉ ପୋ-ଲିସ ଆସି ଘଟ-ଣାର ତ-ଦନ୍ତ କରିବାକୁ ଲାଗିଥିଲା । ଆଉ ଶେଷରେ ସାଗର ମଧ୍ୟ ପୋ-ଲିସ ଆଗରେ ସବୁ କଥା ସ୍ୱୀକାର କରିଥିଲା ।

Leave a Reply

Your email address will not be published. Required fields are marked *