ସଇ-ତାନ ସାଜିଲା ଡ୍ରାଇଭର , ମହିଳା ଅଫିସରଙ୍କୁ ନୃ-ଶଂସ ଭାବରେ କଲା ହ-ତ୍ୟା

ଘରେ ଡ୍ରାଇଭର ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଆଜିକାର ସମୟରେ ଲୋକେ ନିଜ ସ୍ବାର୍ଥ ପାଇଁ କିଛି ବି କରିପାରନ୍ତି । ଆଉ ଦରକାର ପଡ଼ିଲେ ଜୀବନରୁ ମା-ରିଦେବାକୁ ମଧ୍ୟ ପଛାନ୍ତି ନାହିଁ । ଆଉ ଏଇ ଯେମିତି ମହିଳା ଅଫିସରଙ୍କୁ ହ-ତ୍ୟା କରିବାକୁ ପଛାଇଲା ନାହିଁ ଡ୍ରାଇଭର । ନିଜ ସ୍ବାର୍ଥ ପାଇଁ ଯାହା ପାଖରେ ସେ ଏତେ ବର୍ଷ ହେଲା କାମ କରୁଥିଲା ତାକୁ ମଧ୍ୟ ଭୁଲିଗଲା ଆଉ ଭୁଲିଗଲା ଏତେ ଦିନର ତାଙ୍କର ସାହାଯ୍ୟ । ଆଉ ଶେଷରେ ଏମିତି କିଛି କରି ବସିଲା ।

ତେବେ ଏପରି ଏକ ଘଟ-ଣାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା । ଜଣେ ବ୍ୟକ୍ତି ଏତେ ତଳକୁ କେମିତି ଖସି ଯାଇପାରନ୍ତି , ତାହାକୁ ନେଇ ଏବେ ଆଲୋଚନା । ଯେଉଁ ମାଲିକର ଟଙ୍କା ନେଇ ଏତେ ଦିନ ସେ ଦୁନିଆଁରେ ବଞ୍ଚୁଥିଲେ ହଠାତ୍ ସେ ସେହି ମାଲିକ ସହିତ ଏତେ ଖରାପ କାମ କିପରି କରିପାରନ୍ତି । ତେବେ ସୂଚନା ଅନୁଯାୟୀ , ଜଣେ ମାଲିକଙ୍କୁ ହ-ତ୍ୟା କରିଛନ୍ତି ତାଙ୍କ ଡ୍ରାଇଭର । ଆଉ ହ-ତ୍ୟା କରିବା ପରେ ୨୦୦ କିଲୋମିଟର ଦୂରକୁ ଚାଲିଗଲେ ଡ୍ରାଇଭର ।

୫ ବର୍ଷର ଡ୍ରାଇଭର ପୁରା ଅଞ୍ଚଳକୁ ଦୋହଲାଇ ଦେଲା । ସୂଚନା ଅନୁସାରେ , କେ . ଏସ ପଦ୍ମା । ସେ ଜଣେ ସେ ଖଣି ଏବଂ ଭୂ ବିଜ୍ଞାନ ବିଭାଗର ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ । ତେବେ ପଦ୍ମାଙ୍କର ଜଣେ ଡ୍ରାଇଭର ଥିଲେ । ଆଉ ଦୀର୍ଘ ୫ ବର୍ଷ ଧରି ସେ ତାଙ୍କ ନିକଟରେ ବିଶ୍ଵସ୍ତ ଭାବରେ କାମ କରୁଥିଲେ । ତେବେ ନିକଟରେ ପଦ୍ମା ତାଙ୍କ ଡ୍ରାଇଭରଙ୍କୁ ବହୁତ ଗା-ଳି କରିଥିଲେ । କାହିଁକି ନା ଡ୍ରାଇଭର କିରଣ ନିକଟରେ ଏକ ଦୁର୍ଘ-ଟଣା ଘଟାଇ ଥିଲେ , ଯାହା ପାଇଁ ପଦ୍ମା ତାଙ୍କୁ ଦାୟୀ କରିଥିଲେ ।

ଆଉ ଅନେକ ଗା-ଳି କରିବା ସହିତ ତାଙ୍କୁ ଚାକିରୀରୁ ମଧ୍ୟ ବାହାର କରି ଦେଇଥିଲେ । ତେବେ ବାହାର କରିବା ପରେ କିରଣଙ୍କ ଅର୍ଥ ଅ-ଭାବ ଦେଖା ଦେଇଥିଲା । ଯାହା ପରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ପଳାଇ ଯାଇଥିଲେ । ଆଉ ଯାହା ପରେ କିରଣ ଆସି ପଦ୍ମାଙ୍କ ପାଖରେ ବହୁତ ନେହୁରା ହୋଇଥିଲେ ଆଉ ତାଙ୍କୁ ପୁଣିଥରେ ଚାକିରୀରେ ଭର୍ତ୍ତି କରିବା ପାଇଁ କହିଥିଲେ । କିନ୍ତୁ ପଦ୍ମା ତାଙ୍କୁ ନେବାକୁ ମନା କରିଥିଲେ । ଆଉ ତାପରେ ସେ ରାଗି ଯାଇ ତାଙ୍କୁ ହ-ତ୍ୟା କରି ଦେଇଥିଲେ । ତେବେ ବର୍ତ୍ତମାନ ପୋ-ଲିସ କିରଣଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଦେଇଛି ।

Leave a Reply

Your email address will not be published. Required fields are marked *