ଚାଲିଥିଲା ଖୁଦୁରୁକୁଣୀ ଭସାଣି , ମ-ଦ ପିଇ ସରପଞ୍ଚ କଲେ ଏମିତି କା-ଣ୍ଡ

ଗୋଟିଏ ପଞ୍ଚାୟତରେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି ସରପଞ୍ଚ । କାହିଁକି ନା ସେହି ପଞ୍ଚାୟତର ସବୁ ଦୁଃ-ଖ ସୁଖ ସେହି ବ୍ୟକ୍ତି ଜଣକ ବୁଝିଥାନ୍ତି । ଆଉ ଦୁଃଖ ସୁଖରେ ସାଥି ହୋଇ ଛିଡା ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ସରପଞ୍ଚଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ମଣିଷ ବୋଲି କହିବାକୁ ଖରାପ ଲାଗିବ । ମ-ଦ ପିଇ ନି-ଶାରେ ଟଳମଳ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ସେ ଏପରି କିଛି କା-ଣ୍ଡ କରିଛନ୍ତି , ଯାହାକୁ ବର୍ତ୍ତମାନ ଚାରିଆଡ଼େ ନିନ୍ଦା କରାଯାଉଛି ।

ତେବେ ହଁ ଆଜ୍ଞା ଢେଙ୍କାନାଳ ଜିଲ୍ଲା ଭୁବନ ଥା-ନା ଅନ୍ତର୍ଗତ ସୁରପ୍ରତାପ ଫାଣ୍ଡି ମାର୍ଥାପୁର ଗାଆଁରେ ଏପରି କିଛି ଘ-ଟଣା ଘଟି ଯାଇଛି । ଯାହା ପରେ ସେହି ସରପଞ୍ଚ ଉପରେ ପୁରା ଗାଆଁ ହୋଇ ଯାଇଛି ଖପ୍ପା । କାହିଁକି ନା ସରପଞ୍ଚ ନିଜର ସବୁକିଛି ହରାଇ ଦେଇ ମ-ଦର ନି-ଶାରେ କରିଛନ୍ତି କିଛି ଖରାପ କାମ । ଯାହା ବର୍ତ୍ତମାନ ସମୟରେ ସମାଲୋଚନା ର ବିଷୟ ପାଲଟି ଯାଇଛି । ତେବେ ଯାହା ସରପଞ୍ଚଙ୍କ ଠାରୁ କେହି ଆଶା କରି ନଥିଲେ , ତାହା ବର୍ତ୍ତମାନ ସେ କରି ପକାଇଛନ୍ତି ।

ସୂଚନା ଅନୁସାରେ , ମାର୍ଥାପୁର ଗାଆଁର ବଢିଲା ଝିଅ ମାନେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଖୁଦୁରୁକୁଣୀ ଓଷା କରିଥିଲେ । ଆଉ ଏଥର ଶେଷ ପାଳି ଥିଲା । ପୂଜା କରି ସାରି ସେମାନେ ଭସାଣି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଆଉ ଗାଁରେ ଥିବା ଏକ କୋଠଘରେ ଯାଇ ସେମାନେ ପୂଜା କରିବା ସହିତ ଭୋଗ ମଧ୍ୟ ପ୍ରସ୍ତୁତ କରୁଥିଲେ । କିନ୍ତୁ ଏହି ସମୟ ମଧ୍ୟରେ କୁଆଡେ ଆସି ଯାଇଥିଲେ ମ-ଦୁଆ ସରପଞ୍ଚ । ମ-ଦ ନି-ଶାରେ ସେ ନାଚି ଉଠିଥିଲେ ।

ସେ କେବଳ ଏକୁଟିଆ ନଥିଲେ , ତାଙ୍କ ସହିତ ତାଙ୍କର ଆଉ ଚାରି ପାଞ୍ଚ ଜଣ ସାଥି ଥିଲେ । ଯେଉଁ ମାନେ ମଧ୍ୟ ନାଚୁଥିଲେ । ଯେଉଁ ମାନଙ୍କୁ ଦେଖିବା ପରେ ଝିଅ ମାନେ ଘରର କବାଟ ବନ୍ଦ କରି ଦେଇଥିଲେ । ଆଉ ସରପଞ୍ଚ ଜଣକ ଏହା ପରେ କବାଟ ବାଡେଇବା ସହିତ କବାଟ ଖୋଲିବାକୁ କହିଥିଲେ । କିନ୍ତୁ ସେମାନେ ଭ-ୟଭୀ-ତ ହୋଇ ଆଦୌ କବାଟ ଖୋଲି ନଥିଲେ । ତେବେ ପରେ ଗାଆଁ ଲୋକ ମାନେ ଖବର ପାଇ ଘ-ଟଣା ସ୍ଥଳରେ ପହଞ୍ଚି ଥିଲେ । ଆଉ ପରେ ଯାଇ ସୁରପ୍ରତାପ ଫା-ଣ୍ଡିରେ ଅଭି-ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *