ପାର୍କରେ ହେଉଛନ୍ତି କୁଣ୍ଡାକୁଣ୍ଡି,ଚଟାଚଟି ଏଭଳି ଦୃଶ୍ୟ ଦେଖି ହେଉନି।

ପାର୍କକୁ ସମସ୍ତେ ଯାଆନ୍ତି ମାଇଣ୍ଡ ଫ୍ରେସ କରିବାକୁ। କେହି କେହି ଯୋଗ,ବାୟମ କରିବାକୁ। ସନ୍ଧ୍ୟାରେ ଆଉ ସକାଳେ ପାର୍କରେ ବଢେ ସାନଠୁ ବଡ଼ ସମସ୍ତଙ୍କ ଗହଳି। ହେଲେ ଏବେ ପାର୍କରେ ଯେଉଁ ଦୃ-ଶ୍ୟ ସବୁ ଦେଖିବାକୁ ମିଳୁଛି ସେହି ଦୃଶ୍ୟ ଦେଖି ବଡ଼ ମାନଙ୍କ ମୁଣ୍ଡ ଲା-ଜରେ ନଇଁ ଯାଉଛି। ସନ୍ଧ୍ୟା ହେଲେ ଅନ୍ଧାର ଜାଗା ଦେଖି ଯୁବ ପିଢୀ କରୁଛନ୍ତି ରୋ-ମାନ୍ସ। ଏନେଇ ଜଣେ ବ୍ୟକ୍ତି କହିଛନ୍ତି କି କିଛି ଲୋକଙ୍କ ପାଇଁ ପୁରା ସମାଜ କଳୁ-ଷିତ ହୋଇ ଯାଉଛି।

କିଛି ଲୋକଙ୍କ ପାଇଁ ପୁରା ସମାଜ ଧୀରେ ଧୀରେ ଖରାପ ଆଡକୁ ଗତି କରୁଛି। କେହି କାହାକୁ ମାନୁ ନାହାଁନ୍ତି ଯାହା ଫଳରେ ଧୀରେ ଧୀରେ ଅନେକ କିଛି ସହ୍ୟ କରିବାକୁ ପଡୁଛି। ଯେପରି ସାନ ମାନେ ଆଉ ବଡ଼ ମାନଙ୍କୁ ମାନୁ ନାହାନ୍ତି। ଗୋଟେ ସମୟ ଥିଲା ସାନ ମାନଙ୍କର ବଡ଼ ମାନଙ୍କ ପାଇଁ ଯଥେଷ୍ଟ ବିଶ୍ୱାସ ଥିଲା ଭରସା ଥିଲା ଆଉ ସମ୍ମାନ ଥିଲା।

ହେଲେ ଏବେ ଧୀରେ ଧୀରେ ବଡ଼ ମାନେ ଅବାଟକୁ ଯାଉଥିବା ବେଳେ ପ୍ରତିଦିନ ଖବର କାଗଜର କଡ଼ ଲେଉଟାଇଲେ ଦେଖିବାକୁ ମିଳୁଛି କି ପର-କ୍ରିୟା ପ୍ରୀତି। ଦେଖିବାକୁ ମିଳୁଛି ସ୍ୱାମୀ ଥାଉ ଥାଉ ପର ପୁରୁଷ ସାଥିରେ ସ-ମ୍ପର୍କ ରଖିଲା ଯୁବକ। ତେବେ ଏଭଳି ପରିସ୍ଥିତିରେ ସାନ ମାନେ ମଧ୍ୟ ସେମାନଙ୍କ ପଥ ଅନୁସରଣ କରୁଛନ୍ତି। ଆଉ ଯାହା ଫଳରେ ପାର୍କ ସିନେମା ହଲ,ବାଟରେ ଘାଟରେ ବର୍ତ୍ତମାନର ଯୁବପିଢି କୁଣ୍ଡାକୁଣ୍ଡି ହେଇ ଚଟା ଚଟି ହେଉଛନ୍ତି ଯାହା ଫଳରେ ସେହି ବାଟ ଦେଇ ବଡ଼ ମାନଙ୍କୁ ଯିବା ପାଇଁ ଖରାପ ଲାଗୁଛି।

ତେବେ କେବଳ ପର-କ୍ରିୟା ପ୍ରୀତି ପାଇଁ ଏପରି ହେଉଛି ତାହା ନୁହେଁ ଯେତେବେଳେ ଅନ୍ୟ ଦେଶର ଯୁବକ ଯୁବତୀ ମାନେ ଆମ ଦେଶକୁ ପାଠ ପଢିବାକୁ ଆସୁଛନ୍ତି ସେତେବେଳେ ଆମ ଦେଶର ପିଲା ମାନେ ଆମ ସଂସ୍କୃତି ଓ ଆମ ପରମ୍ପରାକୁ ଭୁଲି ପାସ୍ଟତ୍ୟ ସଭ୍ୟତାକୁ ଆପଣାଇ ନେଉଛନ୍ତି ଯାହା ଫଳରେ ଏପରି ହେଉଥିବା କୁହାଯାଉଛି। ତେବେ କେବଳ ଏତିକି ନୁହେଁ ଯେତେବେଳେ ସେମାନେ ହଟ ପ୍ୟାଂଟ ପିନ୍ଧୁଛନ୍ତି ସେତେବେଳେ ଆମ ଦେଶର ପିଲା ମାନେ ତାଙ୍କୁ ଅନୁସରଣ କରୁଛନ୍ତି।

ଏଭଳି ଜଣେ ବ୍ୟକ୍ତି ଗଣମାଧ୍ୟମରେ ଅନେକ ମତ ରଖିଥିବା ବେଳେ କାହିଁକି ଜାଗା ଜାଗାରେ କୁଣ୍ଡାକୁଣ୍ଡି ହୋଇ ଚଟା ଚଟି ହେଉଛନ୍ତି ତାର କାରଣ ମଧ୍ୟ କହିଛନ୍ତି। ତାଙ୍କ ମତରେ ଯେତେବେଳେ ଯୁବ ପିଢ଼ି ବାହାର ଦେଶର ପିଲା ମାନଙ୍କ ଚାଲି ଚଳଣି କୁ ଅନୁସରଣ କରୁଛନ୍ତି ସେତେବେଳେ ସେମାନେ ତାଙ୍କ ଭଳି ହେବାକୁ ଚେଷ୍ଟା କରୁଛନ୍ତି। ଆଉ ଏହାକୁ କେହି ବି-ରୋଧ କରିବାକୁ ମଧ୍ୟ ସାହାସ କରୁ ନାହାଁନ୍ତି।

କାରଣ ଜଣେ ବି-ରୋଧ କଲେ ତାଙ୍କୁ ସପୋଟ କରୁଥିବା ଲୋକେ10 ଜଣ ବାହାରିବେ। ତେଣୁ ଜଣଙ୍କ ପକ୍ଷେ ଏହା ଆଦୌ ସମ୍ଭବ ନୁହେଁ। ତେଣୁ ଯଦି ସେମାନେ ନିଜେ ଚାହିଁବେ ତେବେ ସମାଜ ବଦଳିବ ଦେଶ ବଦଳିବ। ଜଣେ ଯେତେବେଳେ ପର୍ଯ୍ୟନ୍ତ ନିଜ ଭୁଲ ଗ୍ରହଣ କରି ନାହାଁନ୍ତି ତାଙ୍କୁ ଯେତେ ଯିଏ ବୁଝାଇଲେ ମଧ୍ୟ ସେ ସୁଧୁରିବେ ନାହିଁ। ତେଣୁ ପ୍ରଥମେ ନିଜକୁ ବଦଳାଇବାକୁ ହେବ ତା ପରେ ଅନ୍ୟକୁ। ବଡ଼ ମାନେ କୁ ପଥରୁ ସୁ ପଥକୁ ଆସିବା ଦରକାର।

କିଛି କିଛି ଲୋକଙ୍କ ପାଇଁ ସମସ୍ତେ ଏହାର ପରିଣାମ ଭୋଗ କରୁଛନ୍ତି। ଯେତେବେଳେ ଜଣେ ହଟ ପ୍ୟାଣ୍ଟରେ ପାର୍କ ସିନେମା ହଲ ବୁଲୁଛନ୍ତି ସେତେବେଳେ ତାଙ୍କ ପ୍ରତି ଅନେକ ଜଣ ଆକର୍ଷିତ ହେଉଛନ୍ତି ଆଉ ଯାହା ଫଳରେ ଅନେକ ପରିସ୍ଥିତି ମଧ୍ୟ ଉପୁଜୁଛି। ତେଣୁ ସେହି ବ୍ୟକ୍ତିଙ୍କ କହିବା ଅନୁଯାୟୀ ପ୍ରଥମେ ଘରୁ ପିଲା ମାନଙ୍କୁ ଶିକ୍ଷା ଦିଆ ଯିବା ଉଚିତ। ଆମ ସଂସ୍କୃତି ଆମ ପରମ୍ପରା ବିଷୟରେ ବୁଝାଇବା ଉଚିତ ତେବେ ଯାଇ ପିଲା ହୁଏତ ଅବାଟକୁ ନ ଯାଇ ପାରେ କିଛି ଅଘଟଣ ନ ଘଟି ପାରେ କି ବରିଷ୍ଠ ବ୍ୟକ୍ତି ଟିଏ ମୁହଁ ତଳକୁ କରି ଚାଲିବ ନାହିଁ। କି କାହାକୁ ଖରାପ ଲାଗିବ ନାହଁ। ତେଣୁ ପ୍ରଥମେ ପିଲା ମାନଙ୍କୁ ଉଚିତ ଶିକ୍ଷା ଦିଆ ଯିବା ଦରକାର।

Leave a Reply

Your email address will not be published. Required fields are marked *