ହ-ତ୍ୟାକା-ଣ୍ଡ ପଛରେ ଶିବର ସହଯୋଗୀ , ପୋ-ଲି-ସ କରୁଛି ତ-ଦ-ନ୍ତ

ବହୁଚର୍ଚ୍ଚିତ କଟକ ଜିଲ୍ଲାର ମାହାଙ୍ଗା କୁସୁପୁର ଅଞ୍ଚଳର ଗ-ଣହ-ତ୍ୟା ମାମ-ଲାକୁ ବହୁତ ଦିନ ବିତିଗଲାଣି । ପୋ-ଲିସ ଏ ପର୍ଯ୍ୟନ୍ତ ଘ-ଟଣା ପଛରେ ଲୁ-ଚି ରହିଥିବା ଶିବର ସହଯୋଗୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ପୋ-ଲିସ ସ-ନ୍ଦେ-ହ କରୁଛି କି ଏହି ଘ-ଟଣା ପଛରେ ନିଶ୍ଚିତ ଭାବରେ କାହାର ନା କାହାର ହାତ ରହିଛି । ନଚେତ ଶିବ ଏକୁଟିଆ ଏତେ କା-ଣ୍ଡ କରିପାରିବ ନାହିଁ । ପୋ-ଲିସ ଜୋରସୋର ତଦ-ନ୍ତରେ ଲାଗିପଡିଛି । କୁସୁପୁରର ଏହି ଲୋମଟାଙ୍କୁରା ଘ-ଟଣା ସମସ୍ତଙ୍କର ଛାତି ଥରାଇ ଦେଇଛି ।

ତେବେ ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଶିବପ୍ରସାଦ ସାହୁକୁ ପୋ-ଲିସ ରିମା-ଣ୍ଡରେ ନେଇଥିଲା । କିନ୍ତୁ ରବିବାର ଦିନ ରିମା-ଣ୍ଡର ଅବଧି ସରିଯାଇଛି । ରି-ମା-ଣ୍ଡ ଶେଷ ପରେ ସାଲେପୁର ଜେଏମଏଫସି କୋ-ର୍ଟରେ ପୋ-ଲି-ସ ଶିବ ସାହୁକୁ ହା-ଜର କରିଥିଲା । କିନ୍ତୁ ରବିବାର ଦିନ ଛୁଟି ଥିବାରୁ ଜେଏମଏଫସି ବାସ ଭବନରେ ପୋ-ଲି-ସ ଅଭି-ଯୁକ୍ତ ଶିବ ସାହୁକୁ ହା-ଜର କରିଥିଲା । ତେବେ ପରେ ତାଙ୍କୁ ଶିଶୁଆ ଜେ-ଲକୁ ପଠାଇ ଦିଆ ଯାଇଥିଲା । ଅନ୍ୟପକ୍ଷରେ ଜେ-ଲରେ ପହଞ୍ଚିବା ପୂର୍ବରୁ ଅଭି-ଯୁକ୍ତ ଶିବ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା ।

ମାହାଙ୍ଗା ପୋ-ଲି-ସ ଶିବ ସାହୁକୁ ତିନି ଦିନ ପାଇଁ ରିମା-ଣ୍ଡରେ ନେଇଥିଲା । ତେବେ ଏହି ସମୟରେ ଶିବ ସାହୁ ଠାରୁ ବହୁତ କିଛି ତଥ୍ୟ ପାଇଥିଲା ପୋ-ଲି-ସ । ଆହୁରିମଧ୍ୟ ଯେଉଁ ସ୍ଥାନରେ ଘ-ଟ-ଣା ଘ-ଟିଥିଲା , ସେହି ସ୍ଥାନକୁ ପୋ-ଲି-ସ ଶିବ ସାହୁକୁ ନେଇ ଯାଇ ହ-ତ୍ୟାକା-ଣ୍ଡର ସିନ କୁ ଦୋହରାଇବା ପାଇଁ କହିଥିଲା । ପାରିବାରିକ କ-ଳ-ହ ଏବଂ ଜମିଜମା ବି-ବା-ଦ କାରଣରୁ ଗୋଟିଏ ପରିବାରର ପାଞ୍ଚ ଜଣଙ୍କୁ ହ-ତ୍ୟା କରିଥିଲା ଶିବ ସାହୁ । ତେବେ ଏହା ମଧ୍ୟରେ ୩ ଜଣ ଛୋଟ ଛୋଟ ନିରୀହ ନିଷ୍ପାପ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ

ଅନ୍ୟପକ୍ଷରେ ମୃ-ତ ବ୍ୟକ୍ତି ଅଲେଖ ସାହୁଙ୍କର ଶ୍ୱଶୁର ଘର ଲୋକେ ଏହି ତଦ-ନ୍ତରେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ , ଶିବ ସାହୁ ପ୍ରଥମେ ତାର ଭାଉଜ , ତାପରେ ଭାଇଙ୍କୁ ହ-ତ୍ୟା କରିଥିଲା । ଆଉ ତାପରେ ତାର ପୁତୁରା , ଝିଆରୀ ମାନେ ଗୋଡ଼ ଧରି ସେମାନଙ୍କୁ ଛାଡି ଦେବା ପାଇଁ କହିଥିଲେ । ତଥାପି ନୃ-ଶଂ-ସ ଶିବ ସେମାନଙ୍କୁ ଛାଡି ନଥିଲା । ତା ଆଖିରେ ପ୍ରତି-ଶୋଧର ନି-ଆଁ ଜ-ଳୁଥିଲା । ଯେଉଁ ନି-ଆଁକୁ ସେ ସମସ୍ତଙ୍କୁ ହ-ତ୍ୟା କରିସାରିବା ପରେ ଲିଭାଇ ପାରିଥିଲା । ତେବେ ଘଟ-ଣାର ତ-ଦ-ନ୍ତ ଚାଲିଛି ଏବଂ ଆବଶ୍ୟକତା ସ୍ଥଳେ ପୋ-ଲି-ସ ଶିବ ସାହୁକୁ ରିମା-ଣ୍ଡରେ ନେଇ ଅଧିକ ପଚ-ରାଉ-ଚରା କରିପାରେ ବୋଲି ପୋ-ଲି-ସ ପକ୍ଷରୁ ସୂଚନା ମିଳିଛି ।

ତେବେ ସମ୍ପୂର୍ଣ୍ଣ ଘ-ଟ-ଣା ବିଷୟରେ ଜାଣିବା ପରେ ସହଜରେ ବିଶ୍ୱାସ କରି ହେଉନାହିଁ କି ଶିବ ସାହୁ ଏକୁଟିଆ ପାଞ୍ଚ ଜଣଙ୍କୁ ହ-ତ୍ୟା କରିଦେବ । ନିଶ୍ଚିତ ଭାବରେ ଏହା ପଛରେ କାହାର ନା କାହାର ହାତ ରହିଛି । ତେବେ ପୋ-ଲି-ସ ସେହି ଅଭି-ଯୁକ୍ତକୁ ଧରିବା ପାଇଁ ଅତ୍ୟନ୍ତ ଚେଷ୍ଟା କରୁଅଛି । ତାର ଚେଷ୍ଟା ଏପର୍ଯ୍ୟନ୍ତ ଜା-ରି ରହିଛି । ଆହୁରିମଧ୍ୟ ଘ-ଟ-ଣା ସ୍ଥଳରେ ଡେମୋ ଦେଖାଇଛି ଶିବ ସାହୁ । ସେ କିପରି ଭାବରେ ପାଞ୍ଚ ଜଣଙ୍କୁ ହ-ତ୍ୟା କରିଛି । ତେବେ ଏହି ଘ-ଟ-ଣା ନିଶ୍ଚିତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଗୋଟିଏ ର-କ୍ତ ସମ୍ପକୀୟ ଭାଇ କିପରି ଭାବରେ ନିଜର ର-କ୍ତକୁ ହ-ତ୍ୟା କରିପାରେ ।

Leave a Reply

Your email address will not be published. Required fields are marked *