କେନ୍ଦ୍ରାପଡ଼ାକୁ କେଉଁଠୁ ଆସୁଛନ୍ତି ଶହ ଶହ ଜଳଦସ୍ୟୁ..

କେନ୍ଦ୍ରାପଡ଼ା ସମୁଦ୍ରକୁ କେଉଁଠୁ ଆସୁଛନ୍ତି ଶହଶହ ଜଳଦସ୍ୟୁ। ଏମାନେ ଓଡ଼ିଶାର ନା ବାହାର କେଉଁ ଅଞ୍ଚଳର। ହଠାତ୍ କେମିତି ଗାୟବ ହୋଇ ଯାଉଛିନ୍ତି ସମୁଦ୍ର ଭିତରେ। ମାଳ ମାଳ ଡଙ୍ଗା ନେଇ ଆସୁଛନ୍ତି । ଲୁ-ଟ୍ କରି ସାରିବା ପରେ ସମୁଦ୍ର ଭିତରେ ହିଁ ଗାୟବ ହୋଇ ଯାଉଛିନ୍ତି। ଭ-ୟଙ୍କର ବେଗରେ ଆସି ସବୁକିଛି ଲୁ-ଟି ନେଇ ପଳାଇ ଯାଉଛନ୍ତି। ପୁରା ହଲିଉଡ୍ ଫିଲ୍ମ ‘ବାଇରସ୍ ଅଫ୍ କ୍ୟାରେବିଆନ୍’ ଫିଲ୍ମ ଭଳି ଲାଗୁଛି।

ଯାହା ସମୁଦ୍ର ଲୁ-ଟେରା ମାନଙ୍କ ଉପରେ ତିଆରି କରା ଯାଇଛି। ଏ ଦୃ-ଶ୍ୟ ମଧ୍ୟ ଠିକ୍ ସେମିତି କିଛି ବ-ୟାନ କରୁଛି। ଧୂଆଁଳିଆ ସମୁଦ୍ର ଭିତରେ ମାଳ ମାଳ ବୋଟ୍। ଆଉ ଏମାନେ ସବୁ ହେଉଛନ୍ତି ଜଳଦସ୍ୟୁ। ସମୁଦ୍ର ଭିତରେ ଲୁ-ଟପା-ଟ୍ କରିବାରେ ଏମାନେ ହେଉଛନ୍ତି ମାହିର୍। ମାଛ ମାନଙ୍କୁ ବିନା ଅନୁମତିରେ ଲୁ-ଟ୍ ଠାରୁ ଆରମ୍ଭ କରି ସମୁଦ୍ର ଭିତରେ ଅନ୍ୟ ଡଙ୍ଗା ମାନଙ୍କୁ ମଧ୍ୟ ଲୁ-ଟ୍ କରି ଫେ-ରାର ହୋଇ ଯିବା ଏମାନଙ୍କର କାମ। ଆ-ତଙ୍କ ଖେଳାଉ ଥିବା ଏହି ଜଳଦସ୍ୟୁ ମାନେ କେଉଁଠୁ ଆସନ୍ତି ? ଏମାନେ ସବୁ ଓଡ଼ିଶା ଭିତରର ନା ବାହାରର ? କାରଣ ଏମାନେ ହଠାତ୍ ଆସନ୍ତି ଆଉ ଲୁ-ଟି ନେଇ ଗା-ୟବ ମଧ୍ୟ ହୋଇ ଯାଆନ୍ତି।ଯାହାକୁ ନେଇ ଏବେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା।

ଜଳଦସ୍ୟୁ ମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି କେନ୍ଦ୍ରାପଡ଼ା ଗହୀରମଥା ସମୁଦ୍ରରେ। ସମୁଦ୍ରରୁ ମାଛମାନଙ୍କୁ ଧରି ନେଇ ପଳାଉଛନ୍ତି। ଯାହା ପାଇଁ କେନ୍ଦ୍ରାପଡ଼ାର ମତ୍ସ୍ୟଜୀବି ମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି। ମାଛ ଲୁ-ଟେରା ମାନଙ୍କୁ ସମୁଦ୍ର ଭିତରେ କେହି ଅଟକାଇ ପାରୁ ନାହାଁନ୍ତି। ଅଟକାଇଲେ ଆକ୍ର-ମଣ କରୁଥିବାର ଦେଖିବାକୁ ମଧ୍ୟ ମିଳିଛି। ତେବେ ଏହି ଲୁ-ଟେରା ମାନେ ବାହାର ରାଜ୍ୟର ବୋଲି ଜଣା ପଡିଛି। ସେଥିପାଇଁ ଏବେ ଗହୀରମଥା ସମୁଦ୍ରରେ ପେଟ୍ରୋଲିୟମକୁ ବଢ଼ାଇ ଦିଆ ଯାଇଛି। ତେବେ ଏହି ଜଳଦସ୍ୟୁ ମାନଙ୍କୁ ଆକ୍ର-ମଣରେ ଅନେକ ବନ ଅଧିକାରୀ ମାନେ ସହିଦ୍ ହୋଇଛନ୍ତି। ଯଦି ଏହା ପ୍ରତି-ରୋଧ ନ ଲଗା ଯାଏ ତେବେ ଆଗକୁ ମଧ୍ୟ ଆହୁରି ବଢ଼ିପାରେ।

ସେପଟେ ଏମିତି ଘ-ଟଣା ସେତିକିବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମାଛ ଲୁ-ଟେରା ମାନେ ଗହୀରମଥାର ନିଷିଦ୍ଧାଞ୍ଚଳରେ ମାଛ ଧରୁଥିଲେ। ବନ ବିଭାଗର ଟିମ୍ କି ଟୋଲା ସାମ୍ନାରେ କଇଁଛ ସୁର-କ୍ଷା ପାଇଁ ପେଟ୍ରୋଲିୟମ୍ କରୁଥିଲା ବେଳେ ଏହାକୁ ଦେଖିଥିଲା।ନିଷିଦ୍ଧାଞ୍ଚଳରେ ପନ୍ଦରରୁ କୋଡ଼ିଏ ମାଫିଆ ଟ୍ରଲର୍ ଧରି ମାଛ ମା-ରୁଥିଲେ। ଯାହା ପରେ ସେମାନଙ୍କୁ ଅଟକାଇବା ପାଇଁ ୱାର୍ନିଂ ଦିଆ ଯାଇଥିଲା। ସେମାନେ କି ବି ଶୁଣି ନଥିଲେ ଓଲଟି ବନ କର୍ମଚାରୀଙ୍କ ଉପରେ ଆକ୍ର-ମଣ କରିବା ପାଇଁ ମାଡ଼ି ଆସିଥିଲେ। ଦେଖୁ ଦେଖୁ ସମୁଦ୍ର ଭିତରେ ବନ କର୍ମଚାରୀମାନଙ୍କୁ ଚାରିପଟୁ ଘେରି ଗଲେ ଏହି ଜଳଦସ୍ୟୁ ମାନେ। ଆଉ ଭ-ୟରେ ବନ କର୍ମଚାରୀ ଧାମରା ଥା-ନାରେ ସୂଚନା ଦେବା ସହ ପାଖରେ ଥିବା ବନ୍ଧୁ-କକୁ ଦେଖାଇ ଖସି ପଳାଇ ଆସିଥିଲେ।

Leave a Reply

Your email address will not be published. Required fields are marked *