ଲେଡ଼ିଜ୍ ହଷ୍ଟେଲ ଭିତରେ ପଶି ଯୁବତୀଙ୍କୁ ମା-ଡ଼ ମା-ରିଲେ କିଛି ନି-ଶାଶ-କ୍ତ ଯୁବକ।

ଗତ କାଲି ରାତିରେ ଭୁବନେଶ୍ଵର ନୟାପଲ୍ଲୀ ଥା-ନା ଅନ୍ତର୍ଗତ ଉଗ୍ରତାରା ଲେଡିଜ୍ ହଷ୍ଟେଲରେ କିଛି ନି-ଶାଶ-କ୍ତ ଯୁବକ ମ-ଦ ପିଇ ଯୁବତୀ ମାନଙ୍କୁ ଗା-ଳିଗୁ-ଲଜ କରିବା ସହିତ ମା-ଡ଼ ମଧ୍ୟ ମାରିଛନ୍ତି। ସେଥିପାଇଁ ପୋ-ଲିସ୍ ନି-ଶାଶ-କ୍ତ ଯୁବକ ମାନଙ୍କୁ ଥା-ନରେ ଅଟକ ରଖିବା ସହିତ କୋର୍ଟ ଚା-ଲଣ କରିବେ ବୋଲି କହିଛନ୍ତି।

ମା-ଡ଼ ଖାଇଥିବା ଯୁବତୀ ଜଣଙ୍କ କହିଛନ୍ତି ଗତ କାଲି ରାତି ୯ ବେଳକୁ ମୁଁ ଯେତେବେଳେ ମୋ ଗାଡ଼ି ନେଇ ବାହରକୁ ଯିବାକୁ ବାହାରିଲି ସେତେବେଳେ ସେମାନେ ସେଇ ପଖରେ ବସିକି ପା-ଟିତୁ-ଣ୍ଡ କରୁଥିଲେ।

ମୁଁ ଯେତେବେଳେ ବାହରକୁ ଗଲି ପ୍ରଥମେ ସେମାନେ ମୋ ଉପରକୁ ଟେକା ପକେଇଲେ ମୁଁ ଯେତେବେଳେ ବି-ରୁଦ୍ଧ କରିବାକୁ ବାହାରିଲି ସେମାନେ କହିଲେ ଏଇଟା ଆମ ବାପା ରାସ୍ତା ଆମର ଯାହା ଇଚ୍ଛା ହେବ ଆମେ ସେଇଆ କରିବୁ। କମିଶନର ମୋ ବଡ଼ ବାପା ଦେଖିବା ମୋର କିଏ କଣ କରିବ। ଆଉ ଆମେ ଦେଖିବୁ ତୁ କେମିତି ବାହରକୁ ଯିବୁ।

ମୁଁ ଯେତେବେଳେ କହିଲି କମିଶନର ରି ବଡ଼ବାପା ହେଇଥିବ କିନ୍ତୁ ଏଇଟା ଆମ ହଷ୍ଟେଲ ସେତେବେଳେ ସେମାନେ ଫୋନ୍ କରି ଆଉ ୮-୧୦ ଜଣଙ୍କୁ ଡ଼ାକିଲେ। ସେମାନେ ଆସି ଆମ ଗାଡ଼ି ଭାଙ୍ଗି ହଷ୍ଟେଲର ସବୁ କାଚ ଭାଙ୍ଗି ମୁଁ ଏବଂ ମୋର କିଛି ସାଙ୍ଗକୁ ବାଡ଼ିଆ ବାଡି କରି ସବୁ ଗାଡ଼ି ଭାଙ୍ଗିଦେଲେ ଏବଂ ଅସଭ୍ୟ ଭା-ଷାରେ ଗା-ଳି ଗୁ-ଲଜ କରି ବହୁତ୍ କଥା କହିଲେ।

ସେ ଯେତେବେଳେ ଆମକୁ ଧ-କ୍କା ଦେଇ ହଷ୍ଟେଲ ଭିତରକୁ ପଶିଲେ ସେତେବେଳେ ଆମେ ପୋଲି-ସକୁ ଫୋନ୍ କରିଦେଇଥିଲୁ। ଗତ କିଛି ବର୍ଷ ହେଲା ସେମାନେ ଏମିତି ଆସି ଗ-ଣ୍ଡଗୋ-ଳ କରୁଛନ୍ତି କିଛି କେହି କିଛି ବୁଝୁ ନାହାଁନ୍ତି। ସେଥିପାଇଁ ମୁଁ ସେମାନଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିବା ପାଇଁ ପୋ-ଲିସ୍ ଷ୍ଟେ-ସନ୍ ଆସିଛି ଦେଖାଯାଉ କଣ ହଉଛି।

Leave a Reply

Your email address will not be published. Required fields are marked *