ଜୀବିତ ସ୍ୱାମୀର ମୃ-ତ ସାର୍ଟିଫିକେଟ ବାହାର କଲା ସ୍ତ୍ରୀ ।

ସ୍ବାମୀ ବଞ୍ଚି ଥାଉ ଥାଉ ମା-ରିଦେଲା ସ୍ତ୍ରୀ । ଜୀବିତ ସ୍ୱାମୀର ମୃ-ତ ସାର୍ଟିଫିକେଟ ବାହାର କରି ଯୋଜନା କରିଥିଲା ଟଙ୍କା ହଡ଼ପ କରିବାକୁ । ବନ୍ଧୁଗଣ ହିନ୍ଦୁ ଧର୍ମରେ ସ୍ବାମୀ ହେଉଛି ଇହ କାଳ ପର କାଳର ଦେବତା । ସ୍ତ୍ରୀ ମାନେ ସ୍ବାମୀଙ୍କ ଆୟୁଷ ବୃଦ୍ଧି କରିବା ପାଇଁ ବ୍ରତ ରଖିଥାନ୍ତି । ହେଲେ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ମୁଣ୍ଡ ବି କାମ କରିବନି ।

ଆପଣ ବି ହୋଇ ଯାଇ ପାରନ୍ତି ଚକିତ । ସାମାନ୍ୟ ଟଙ୍କା ଲୋଭରେ ସ୍ତ୍ରୀ ଭିଆଇଛି ସାଙ୍ଘା-ତିକ ଜଘନ୍ୟ କା-ଣ୍ଡ । ଆଉ ଏହି ଘ-ଟଣା ହୁଏତ ଆପଣଙ୍କ ପାଇଁ ନୂଆ ହୋଇ ପାରେ । ତେବେ ଆସନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବା । ସ୍ତ୍ରୀ ପାଇଁ ସ୍ବାମୀ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା ଟଙ୍କା ।

ଋଣ ଟଙ୍କା ଲୋ-ଭରେ ସ୍ବାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ବାହାର କଲା ସ୍ୱାମୀର ଡେ-ଥ ସାଠି ପିକେଟ । ଆଉ ଏହି ଘଟ-ଣାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକେ କହୁଛନ୍ତି ଏମିତି ସ୍ତ୍ରୀ ଜଗତେ ନାହିଁ । ସାରା ଦୁନିଆ ଆଉ ସାରା ବ୍ରହ୍ମାଣ୍ଡ ବୁଲି ଆସିଲେ ବି ଏମିତି ସ୍ତ୍ରୀ ଜଗତରେ ମିଳିବେ ନାହିଁ । ହଁ ବନ୍ଧୁଗଣ ଏମିତି ଘ-ଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥା-ନା ଅଞ୍ଚଳରେ ।

ସୂଚନା ଅନୁଯାୟୀ ଏହି ଗ୍ରାମର ସନ୍ତୋଷ ପ୍ରଧାନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥା-ନା ପିଙ୍କି ସାହୁଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ହେଲେ କିନ୍ତୁ ଦୁଇ ଜଣଙ୍କ ଭିତରେ ମନୋ ମାଲିନ୍ୟ ଦେଖା ଯାଇଥିଲା । ଆଉ ଏହା ପରେ ଦୁହେଁ ଅଲଗା ଅଲଗା ରହି ଆସୁଥିଲେ ।

ତେବେ ହଟାତ୍ କିଛି ଦିନ ପୂର୍ବରୁ ସ୍ବାମୀ ସନ୍ତୋଷ ଖବର ପାଇଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କର ନକ-ଲି ମୃ-ତ ସାର୍ଟିଫିକେଟ ବାହାର କରୁଛନ୍ତି । ଏହା ପରେ ସନ୍ତୋଷ ବ୍ୟସ୍ତ ହୋଇ ବୁଝା ସୁଝା କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ ଗ୍ରୁପ ଲୋନ ଆଣିଥିଲେ ଏବଂ ଟଙ୍କା ହଡପ କରିବାକୁ ସେ ତାଙ୍କ ସ୍ବାମୀଙ୍କ ମୃ-ତ ସାର୍ଟିଫିକେଟ ବାହାର କରିଥିଲେ । ତେବେ ଏହା ଜାଣିବା ପରେ ସ୍ବାମୀ ଜଣଙ୍କ ଚକିତ ହେବା ସହିତ ସ୍ତ୍ରୀର କଲା କର୍ମ ପାଇଁ ନିଜ ଭାଗ୍ୟକୁ ଦାୟୀ କରିଥିଲେ । ମନେ ମନେ ଭାବୁଥିଲେ କି ମୁଁ ହେଉଛି ଦୁନିଆର ବିରଳ ସ୍ବାମୀ ଯିଏକି ବଞ୍ଚି ଥାଉ ଥାଉ ନିଜର ମୃ-ତ ସାର୍ଟିଫିକେଟ  ନିଜ ହାତରେ ଧରିଛି ।

ସେପଟେ ସ୍ବାମୀ ଏନେଇ ଗଣମାଧ୍ୟମରେ ମୁହଁ ଖୋଲିବା ସହିତ କହିଛନ୍ତି କି ମୁଁ ବଂଚି ଥାଉ ଥାଉ ସରକାର କିପରି ମୋହର ମୃ-ତ ସାର୍ଟିଫିକେଟ ବାହାର କରିଲେ । ତେବେ ଯେଉଁ ମାନେ ଏହିଭଳି ସାଙ୍ଘା-ତିକ କାର୍ଯ୍ୟ କରିଛନ୍ତି ସେମାନଙ୍କ ଉପରେ ଦୃଢ଼ କା-ର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉ । ନହେଲେ ଆଗକୁ ଟଙ୍କା ଲୋଭରେ ସ୍ତ୍ରୀ ମାନେ ଆହୁରି କେତେ କଣ ପଦକ୍ଷେପ ଆପଣାଇ ନେବେ ତାହା କହି ହେବନି ।

Leave a Reply

Your email address will not be published. Required fields are marked *