ଝିଆରୀକୁ ମି-ଛ କହିଲା ବଡ ବାପା , ଆଉ ଚାରି ଚାରି ଥର କଲା ଦୁ-ଷ୍କର୍ମ

ବଡ ବାପା ସାଜିଲା ରା-କ୍ଷସ । ଟିକିଏ ଦେହ ସୁଖ ପାଇବା ପାଇଁ ଶେଷରେ ଏପରି କରିଦେଲା ବଡ ବାପା , ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ । ଜଣେ ବଡ ବାପା ହୋଇ ନିଜ ଝିଅ ଭଳି ଝିଆରୀ ଉପରେ ଏପରି ଖରାପ ଆଖି ପକାଇ ଦେଲା ଯେ ଶେଷରେ ପରିବାର ଲୋକଙ୍କର କା-ନ୍ଦି କା-ନ୍ଦି ଜୀବନ ଯାଉଛି । କୁହାଯାଏ ବାହାର ଲୋକଙ୍କୁ କେବେ ବିଶ୍ୱାସ କରିବ ନାହିଁ , କିନ୍ତୁ ନିଜ ଘର ଲୋକଙ୍କୁ ମଧ୍ୟ ବିଶ୍ଵାସ କରିବ ନାହିଁ ଏହା ଆଜିକାଲି ଶିଖିବା ଉଚିତ । ଆଉ ସମସ୍ତଙ୍କ ଠାରୁ ଦୂରେଇ ରହିବା ଉଚିତ୍ ।

ତେବେ ଜଣେ ବଡ ବାପା ନିଜ ଝିଆରୀକୁ ମି-ଛ କହି ଘରକୁ ଆଣିବା ବାହାନା ଦେଖାଇ ଶେଷରେ ତା ସହିତ ଦୁ-ଷ୍କର୍ମ କରିବା ଘ-ଟଣା ବିଷୟରେ ବର୍ତ୍ତମାନ ଶୁଣିବାକୁ ମିଳିଛି । ତେବେ ସେହି ସଇ-ତାନ ବଡ ବାପା ଜଣକ ହେଉଛନ୍ତି ଦୟାନିଧି ଜେନା , ଯିଏ ନିଜ ଝିଅ ଭଳି ଝିଆରୀର ଦେହ ସୁଖ ନେବାକୁ ମଧ୍ୟ ପଛାଇଲେ ନାହିଁ । ଆଉ ଶେଷରେ ତାର ଜୀବନ ବ-ର୍ବାଦ କରି ପକାଇଲେ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଯାଜପୁର ଜିଲ୍ଲା ଦଶରଥପୁର ଥା-ନା ଅଧୀନରେ ।

ସୂଚନା ଅନୁସାରେ , ଦଶମ ଶ୍ରେଣୀର ଜଣେ ଛାତ୍ରୀ ପାଠ ପଢନ୍ତି । ତେବେ ଟିଉସନ ପାଇଁ ସେ ସବୁଦିନ ଘରୁ ବାହାରି ଯାଆନ୍ତି । କିନ୍ତୁ ତାଙ୍କ ଉପରେ ନଜର ରହିଥିଲା ତାଙ୍କ ବଡ ବାପାଙ୍କର । ଗତକାଲି ମାଆର ଦେହ ଖରାପ କହି ଝିଅକୁ ଟିଉସନରୁ ଝିଅକୁ ଆଣି ଭଦ୍ରକରୁ ପଶ୍ଚିମବଙ୍ଗ ନେଇ ଯାଉଥିଲେ । ଆଉ ବାଟରେ ବସରେ ଝିଆରୀକୁ ଦୁ-ଷ୍କର୍ମ କରିଥିଲେ ବଡ ବାପା । ତେବେ ଏହା ଥରେ ନୁହେଁ ଚାରି ଚାରି ଥର ଆଉ ଏହା ପରେ ପୁଣି ଥରେ ଘରେ ଆଣି ଛାଡି ଦେଇଥିଲେ ।

ତେବେ ଏହାପରେ ଝିଅ ଘରେ ସବୁ କଥା ଜଣାଇ ଦେଇଥିଲେ । ଆଉ ପୋ-ଲିସ ପାଖରେ ବର୍ତ୍ତମାନ ସେମାନେ ଦୟାନିଧି ଜେନା ନାମରେ ଅଭି-ଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁସାରେ , ଦୟାନିଧି ଦୁଇ ଜଣଙ୍କୁ ବିବାହ କରିଛନ୍ତି । ପ୍ରଥମ ସ୍ତ୍ରୀଙ୍କ ପାଖରୁ କିଛି ପିଲା ନ ହେବାରୁ ସେ ଆଉ ଜଣଙ୍କୁ ବିବାହ କରିଥିଲେ । ଆଉ ସେଥିରୁ ତାଙ୍କର ଗୋଟିଏ ପିଲା ଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଆଉ ଥରେ ଗର୍ଭ-ବତୀ ଅଛନ୍ତି । ତେଣୁ ସେ ଦେହ ସୁଖ ନେବା ପାଇଁ ଏପରି କରିଥିଲେ ।

Leave a Reply

Your email address will not be published. Required fields are marked *