ପ୍ରଥମେ ମାଆକୁ ମା-ରି ପିତୃ ଦିବସରେ ବାପାକୁ ମା-ରିବା ପାଇଁ ଆସିଥିଲା ପୁଅ, କିନ୍ତୁ ଶେଷରେ ଏମିତି କିଛି ହେଇଯିବ ସେ ସ୍ବପ୍ନରେ ଭାବି ନଥିଲା।

ମାଆ ଆମକୁ ଦଶ ମାସ ଦଶ ଦିନ ନିଜ ଗ-ର୍ଭରେ ଧରି ଦୁଃ-ଖ କ-ଷ୍ଟ ସହି ଜନ୍ମ କରେ। ଆମେ ବଡ଼ ହେଇ ଭଲ ମଣିଷ ହେବା ପର୍ଯ୍ୟନ୍ତ ବାପା ନିଜ ଦୁଃ-ଖ କ-ଷ୍ଟ ଭୁଲି ଆମ ପାଇଁ କାମ କରି ଟଙ୍କା ରୋଜଗାର କରନ୍ତି। କେବଳ ବାପା ହିଁ ଏମିତି ଜଣେ ଲୋକ ଯିଏ ଚାହାଁନ୍ତି ଆମେ ତାଙ୍କ ଠାରୁ ବହୁତ ଆଗକୁ ଯାଏ ତାଙ୍କ ଠାରୁ ଅଧିକ ଟଙ୍କା କମାଏ ଅଧିକ ନାଁ କରେ। ସେମାନେ କେବଳ ଏତିକି ଚାହାଁନ୍ତି ଆମେ କେମିତି ବଡ଼ ହେଇଗଲେ ସେମାନଙ୍କ ଯତ୍ନ ନେବା କିନ୍ତୁ ଆଜିକାଲି ଯୁବ ପିଢ଼ି କେବଳ ନିଜ ସୁଖ ପାଇଁ ବ୍ୟସ୍ତ। ଭାଇ ଭାଉଜଙ୍କ କଥା ଦୂରରେ ଥାଉ ସେମାନେ ନିଜ ବାପାମାଆଙ୍କୁ ମଧ୍ୟ ଚାହୁଁ ନାହାଁନ୍ତି।

ବାଲେଶ୍ଵର ଜିଲ୍ଲା ରାଇବଣିଆ ଥା-ନା ଅନ୍ତର୍ଗତ ରୂପାଦିଗି ଗାଆଁର ସୁଶାନ୍ତ ଗତ ୩ ବର୍ଷ ପୂର୍ବେ ନିଜ ମାଆଙ୍କ ସହ ଝ-ଗଡ଼ା କରି ତାଙ୍କୁ ଜୀବନରୁ ମା-ରିଦେଇ ଥିଲା। ସୁଶାନ୍ତଙ୍କୁ ଗି-ରଫ କରିବା ପାଇଁ ପୋ-ଲିସ୍ ସବୁଆଡେ ଖୋଜିଲା କିନ୍ତୁ କୋଉଠି ପାଇଲାନି। ସୁଶାନ୍ତ ପୋ-ଲିସ୍ ଭ-ୟରେ ୩ ବର୍ଷ ହେଲା ଫେରାର ଥିଲା। ଯେତେବେଳେ କିଛି କାମ ପଡେ ସେ ଗାଆଁ କୁ ବୁଲିବାକୁ ଆସେ। କିନ୍ତୁ ଏଥର ପିତୃ ଦିବସରେ ସେ ଗାଆଁକୁ ବୁଲିବାକୁ ନୁହଁ ବରଂ ନିଜ ବାପାଙ୍କୁ ଜୀବନରୁ ମା-ରିଦେବାକୁ ଆସିଥିଲା।

ସୁଶାନ୍ତ ଏବଂ ତା ସାନ ଭାଇ ମଧ୍ୟରେ ଜମି ବାଡ଼ିକୁ ନେଇ ସବୁବେଳେ ଝ-ଗଡା ଲାଗେ। ଏଥିପାଇଁ ବାପା ଗାଆଁ ଲୋକଙ୍କୁ ଡାକି ଦୁଇ ଭାଇଙ୍କ ଭିତରେ ସବୁ ଜମି ଭାଗ ଭାଗ କରିଦେଇଥିଲେ। କିନ୍ତୁ ସୁଶାନ୍ତ ସେ ଭାଗ ବଣ୍ଟାରେ ଖୁସି ନଥିଲେ ସେଥିପାଇଁ ସେ ବାପାଙ୍କୁ ମା-ରିବା ପାଇଁ ଯୋଜନା କଲେ।

ଗତ ଶନିବାର ଦିନ ହାଟ ଭିତରେ ସେ ବାପାଙ୍କୁ ମା-ରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଲୋକଙ୍କ ଭିଡ଼ ପାଇଁ ସେଦିନ ସେ ଆଉ ମା-ରି ପାରିଲାନି। ତାପର ଦିନ ବାପା ଏବଂ ସାନ ଭାଇ ସୁଶାନ୍ତଙ୍କୁ ବୁଝେଇବା ପାଇଁ ତାଙ୍କ ପାଖକୁ ଯାଇଥିଲେ କିନ୍ତୁ ସୁଶାନ୍ତ କିଛି ନ ବୁଝି ବାପାଙ୍କ ଉପରକୁ ଆକ୍ର-ମଣ କରିବାକୁ ଲାଗିଲା ସାନ ଭାଇ ଏବଂ ବାପା ନିଜକୁ ବଞ୍ଚାଇବାକୁ ଯାଇ ସୁଶାନ୍ତଙ୍କୁ ମା-ରିଦେଲେ। ତାପରେ ଦୁହେଁ ରାଇବଣିଆ ଥା-ନାକୁ ଯାଇ ଆତ୍ମ ସମ-ର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *