କରିଥିଲେ ପ୍ରେମ ବିବାହ , ସ୍ତ୍ରୀ ଗର୍ଭ-ବତୀ ଥିବା ବେଳେ ଯାଇଥିଲେ ଜେଲ , ଏବେ ସ୍ତ୍ରୀ ହୋଇଯାଇଛି ଗା-ଏବ

ପ୍ରେମ ଏପରି ଏକ ନାମ ଯାହା ବର୍ତ୍ତମାନର ଦୁନିଆଁରେ ସମସ୍ତେ କରିବାରେ ଲାଗିଛନ୍ତି । ସମସ୍ତଙ୍କୁ କେହି ନା କେହି ପସନ୍ଦ ଆସି ଯାଉଛନ୍ତି ଆଉ ସେହି ମଣିଷ ସହିତ ସାରା ଜୀବନ କା-ଟିବା ପାଇଁ ସେମାନେ ସ୍ବପ୍ନ ଦେଖି ନେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଆପଣ ସମସ୍ତେ ଜାଣିଥିବେ କି , କିଛି ଲୋକ ଏହାର ସପକ୍ଷରେ ରହିଥିବା ବେଳେ ଆଉ କିଛି ଲୋକ ଏହାର ବିରୁ-ଦ୍ଧରେ ରହିଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣ ବିଶ୍ୱାସ କରିପାରିବେ ନାହିଁ ଏମିତି ବି ହୋଇପାରେ ।

ତେବେ ଶୁଣିବାକୁ ମିଳିଛି କି , ପ୍ରେମ କରି ଦୁଇ ପ୍ରେମୀ ଯୁଗଳ ବିବାହ କରିଥିଲେ । ସାରା ଜୀବନ ଏକାଠି ରହିବେ ବୋଲି ନେଇଥିଲେ ପଣ । ଆଉ ଏହା ପରେ ସେହି ଜିନିଷ କରିଥିଲେ , ଯାହା ତାଙ୍କ ମନ କହିଥିଲା । କିନ୍ତୁ ହଠାତ୍ ଏପରି ଘଟଣା ଘଟି ଯାଇଥିଲା ଯାହା ବର୍ତ୍ତମାନ ସମସ୍ତଙ୍କୁ କାର୍ ଦେଇଛି ଆଶ୍ଚର୍ଯ୍ୟ । ତେବେ ପ୍ରକୃତ କଥାଟି ହେଲା କି , ସ୍ଵାମୀ ଜେଲ ଯାଇଥିବା ସମୟରେ ସ୍ତ୍ରୀ ଘରେ ଥିଲା କିନ୍ତୁ ଫେରିଲା ବେଳକୁ ଆଉ ସ୍ତ୍ରୀଙ୍କୁ ଘରେ ପାଉ ନାହାଁନ୍ତି ସ୍ଵାମୀ । ଆଉ ଖୋଜି ଖୋଜି ପାଗଳ ହୋଇ ସାରିଲେଣି କିନ୍ତୁ ସ୍ତ୍ରୀ ମିଳି ନାହାଁନ୍ତି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ରାଜକନିକା ଥାନା ଅଞ୍ଚଳରେ । ତେବେ ଏହି ଥା-ନା ଅଞ୍ଚଳରେ ରହୁଥିଲେ ରାମ ଆଉ ତାଙ୍କ ସ୍ତ୍ରୀ । ଦୁହିଁଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢି ଉଠିଥିଲା କଲେଜରେ ପଢିବା ଦିନ ଠାରୁ । ଦୁହେଁ ଅନେକ ବୁଲାବୁଲି କରୁଥିଲେ ଆଉ ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା । ତେବେ ରାମ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ବୋଲି ମଧ୍ୟ କଥା ଦେଇଥିଲେ । ତେବେ ରାମ ଛୋଟ ଜାତିର ହୋଇଥିବାରୁ ସେହି ଝିଅ ଘରେ କେହି ରାଜି ନଥିଲେ ଆଉ ଅନ୍ୟ ଜାଗାରେ ବିବାହ କରାଇ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଆଉ ଏହାରି ମଧ୍ୟରେ ସେହି ଝିଅ ଜଣକ ରାମଙ୍କୁ ଫୋନ୍ କରି ତାଙ୍କ ସହିତ ଚାଲି ଆସିବେ ବୋଲି କହି ଆଉ ଏହାପରେ ରାମ ତାଙ୍କୁ ନେଇ ଆସି ଗାଆଁ ମନ୍ଦିରରେ ବିବାହ କରିଥିଲେ। ତେବେ ଏହାରି ମଧ୍ୟରେ ସ୍ତ୍ରୀଙ୍କ ପେଟରେ ସାତ ମାସର ଶିଶୁ ବଢୁଥିବା ବେଳେ ରାମ ଜେଲ ଯାଇଥିଲେ । ତେବେ ଜେ-ଲରୁ ଫେରିବାର ୧୪ ଦିନ ପରେ ରାମ ଆସି ସ୍ତ୍ରୀଙ୍କୁ ଖୋଜିଥିଲେ କିନ୍ତୁ କୁଆଡେ ବି ପାଇ ନଥିଲେ । ତେବେ ବର୍ତ୍ତମାନ ରାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଉ ନିଜ ସ୍ତ୍ରୀଙ୍କୁ ଖୋଜି ଦେବା ପାଇଁ ଦାବି କରିଛନ୍ତି । ତାଙ୍କ ସ୍ତ୍ରୀର ପିଲା ହେବାର ଥିଲା ଆଉ ହଠାତ୍ ତାଙ୍କ ସ୍ତ୍ରୀଙ୍କ ଉଭେଇ ଯିବା ସେ ସତରେ ସହି ପାରୁ ନାହାଁନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *