ଏଥର ହେବ ବର୍ଷା ଅନୁଭବଙ୍କ ଛା-ଡ଼ପ-ତ୍ର ।

ଅନୁଭବ ମହାନ୍ତି ଏବେ ବହୁତ୍ ଖୁସି । ଅନୁଭବ ମହାନ୍ତିଙ୍କ ଖୁସି ହେବା ପଛରେ ବି ସେମିତି ଏକ ବଡ କାରଣ ଲୁ-ଚି ରହିଛି । କାରଣ ସୁପ୍ରିକୋର୍ଟ ଏମିତି ଏକ ରାୟ ଶୁଣାଇ ଦେଇଛନ୍ତି ଯେଉଁଥି ପାଇଁ ଅନୁଭବ ମହାନ୍ତିଙ୍କ ମନରେ ଖୁସିର ଲଡୁ ଫୁଟୁଥିବ ବୋଲି ଲୋକେ ଆଲୋଚନା ମଧ୍ୟ କରୁଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସେହି ଖୁସି ହେବା ପଛର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ ।

ଆଉ ଯେଉଁ ଖବର ଅନୁଭବ ମହାନ୍ତିଙ୍କ ପାଇଁ ଖୁସି ଖବର ତାହା ହୁଏତ ବର୍ଷା ଅନୁଭବଙ୍କ ପ୍ରଶଂସକ ମାନଙ୍କୁ ଦୁଃ-ଖ ଦେଇ ପାରେ । କାରଣ ବର୍ଷା ଅନୁଭବ ଏକାଠି ହୁଅନ୍ତୁ ,ପୁଣି ଏକାଠି ହୋଇଯାଇ ସବୁ ରା-ଗ ଋଷାକୁ ଭୁଲି ଯାଇ ନୂଆ ଜୀବନ ଆରମ୍ଭ କରନ୍ତୁ ଏହା ସମସ୍ତେ ଚାହାଁନ୍ତି । କାରଣ ବର୍ଷା ଅନୁଭବଙ୍କ ଯୋଡିକୁ ଲୋକେ ଆଜିବି ଢେର୍ ଭଲ ପାଇବା ଦିଅନ୍ତି । ହେଲେ କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଆମେ ଯେଉଁ ଖବର ଆପଣଙ୍କୁ ଦେବୁ ତାହା ଆପଣଙ୍କୁ ହୁଏତ କଷ୍ଟ ଦେଇ ପାରେ ।

ଏଥର ଅତି ସହଜରେ ବର୍ଷା ଅନୁଭବଙ୍କ ଛା-ଡ଼ପ-ତ୍ର ହୋଇଯିବ । ଆଉ ଏ କଥା ଆମେ ନୁହେଁ ଏହା ସୁପ୍ରିମ କୋର୍ଟ ଶୁଣାଇ ଦେଇଛନ୍ତି । ଆଉ ଏହି ଖବର ଯେତେବେଳେ ଅନୁଭବ ମହାନ୍ତି ସୁଣିଥବେ ସେ ନିହାତି ବହୁତ୍ ଖୁସି ହୋଇଥିବେ । ହିଁ ଖୁସି ଏଥି ପାଇଁ ହୋଇଥିବେ କି ଅନୁଭବ ମହାନ୍ତି ଚାହାଁନ୍ତି ତାଙ୍କର ଯେତେ ଶୀଘ୍ର ଛା-ଡ଼ପ-ତ୍ର ହେବ ସେ ଚିନ୍ତା ମୁକ୍ତ ହେବେ । ହେଲେ ଆପଣ ମାନେ ଜାଣିଥିବେ କି ବର୍ଷା ମାନେ ଅନୁଭବଙ୍କ ପତ୍ନୀ କିନ୍ତୁ ଛା-ଡ଼ପ-ତ୍ର ଚାହାଁନ୍ତି ନାହିଁ ।

କାରଣ ବର୍ଷା ଏବେ ବି ଚାହାନ୍ତି କି ସେ କିପରି ଅନୁଭବ ମହାନ୍ତିଙ୍କ ସାଥିରେ ରହିବେ । ହେଲେ ବର୍ତ୍ତମାନ ସୁପ୍ରିମ କୋର୍ଟ ଯେଉଁ ଏକ ମାମଲାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ଦେଇଛନ୍ତି ସେ ସେଥିରେ ସ୍ପଷ୍ଟ କହିଛନ୍ତି କି ଯେଉଁ ବିବାହରେ ଫାଟ ସୃଷ୍ଟି ହୋଇଛି ଆଉ ଯେଉଁଥିରେ ସମାଧାନ ହେବାର ସମ୍ଭାବନା ନାହିଁ । ସେହି ପରିସ୍ଥିତିରେ ଛା-ଡ଼ପ-ତ୍ର ହୋଇଯିବା ବହୁତ୍ ଭଲ ।

ଆଉ ଏ କଥା ଯେତେବେଳେ ଅନୁଭବ ମହାନ୍ତିଙ୍କ କାନରେ ପହଞ୍ଚି ଥିବ ସେତେବେଳେ ଅନୁଭବ ମହାନ୍ତି ବେଶ୍ ଖୁସି ହୋଇଥିବେ । ଏତେ ଖୁସି ହୋଇଥିବେ ଯେ ତାଙ୍କ ଖୁସିର କୌଣସି ସୀମା ନଥିବ । କାରଣ ଅନୁଭବ ମହାନ୍ତିଙ୍କ ଜନ୍ମ ଦିନରେ ଅନୁଭବ ମହାନ୍ତି ନିଜେ କହିଥିଲେ କି ଯେଉଁ ଦିନ ମୋର ଛା-ଡ଼ପ-ତ୍ର ହେବ ସେହି ଦିନ ମୁଁ ମୋ ଜନ୍ମ ଦିନ ପାଲିବି ।

ଆଉ ଅନୁଭବ ମହାନ୍ତିଙ୍କ ଏହି କଥାରୁ ସ୍ପଷ୍ଟ ଯେ ଅନୁଭବ ମହାନ୍ତି କେତେ ଚାହାଁନ୍ତି ତାଙ୍କର ଛା-ଡ଼ପ-ତ୍ର ହୋଇଯାଉ ବୋଲି । ତେବେ ବର୍ତ୍ତମାନ ସୁପ୍ରିକୋର୍ଟଙ୍କ ଏଭଳି ରାୟ ପରେ ଲୋକେ କହୁଛନ୍ତି ଅନୁଭବ ମହାନ୍ତି ଯାହା ଚାହୁଥିଲେ ତାହା ସହଜରେ ହୋଇଯିବ । ଅନୁଭବ ମହାନ୍ତି ଏଥର ଶାନ୍ତିରେ ନିଃଶ୍ୱାସ ମା-ରିବେ ।

ତେବେ 2020 ମସିହାରୁ ବର୍ଷା ଅନୁଭବଙ୍କ ଭିତରେ ସୃଷ୍ଟି ହୋଇଥିବା ବି-ବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି । ଗୋଟେ ପଟେ ଯେଉଁ ସମାଧାନର ରାସ୍ତା ବନ୍ଦ ହୋଇ ଯାଉଥିବା ବେଳେ ବି-ବାଦ କିନ୍ତୁ ଥମିବାର ନା ନେଉ ନାହିଁ । ସବୁବେଳେ କିଛି ନା କିଛି ବିବା-ଦକୁ ନେଇ ସାମ୍ନାକୁ ଆସିବାରେ ଲାଗିଛନ୍ତି ଦୁହେଁ । ଆଉ ବର୍ତ୍ତମାନ ସମୟରେ ସେମାନଙ୍କ ପାରିବାରିକ ବି-ବାଦ ଆଉ କାହାକୁ ଅଛପା ନାହିଁ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ବର୍ଷା ଅନୁଭବଙ୍କ ବି-ବାଦ କେବେ ସମାଧାନ ହେଉଛି ନା ଛା-ଡ଼ପ-ତ୍ର ହେଉଛି ।

Leave a Reply

Your email address will not be published. Required fields are marked *