ଦିଲ୍ଲୀ ପରେ ପୁରୀରେ ନିର୍ଭୟା କାଣ୍ଡ, ଦୁ-ଷ୍କ-ର୍ମ କଲେ, ଆଉ ମାରିଦେଲେ ।

ମଧ୍ୟପ୍ରଦେଶ ରୁ ଜଗା ଟାଣି ଆଣିଥିଲା ଯୁବତୀଙ୍କୁ କାଳିଆ ଦର୍ଶନ କରିବାକୁ । ପରିବାର ସହିତ କାଳିଆର ଦର୍ଶନ ପାଇଁ ରାଜ୍ୟ ପରେ ରାଜ୍ୟ ପାରି ହୋଇ ଆସିଥିଲେ କାଳିଆ ଧାମକୁ। କିଏ ଜାଣିଥିଲା ପୁଣ୍ୟର ଧାମରେ ଲୁ-ଚି ରହିଛନ୍ତି ପାପୀ ମାନେ। ପୁଣ୍ୟର ଧାମରେ କାଳିଆ ଆଗରେ ଯୁବତୀ ଜଣଙ୍କ ଦୁଷ୍କ-ର୍ମର ଶି-କାର ହେଇ ସବୁଦିନ ପାଇଁ ଆଖି ବୁଝିଦେବେ।

ଘରୁ କେତେ ଖୁସିରେ ପରିବାର ସହିତ ବାହାରିଥିଲେ ଓଡ଼ିଶାର ପୁରୀ କୁ ମନରେ ଯେତିକି ଉତ୍ସାହ ଥିଲା ସେତିକି ଭକ୍ତି ମଧ୍ୟ ଥିଲା। ଘରୁ ପରିବାର ଲୋକେ ଅନେକ କଳ୍ପନା ଜଳ୍ପନା କରି ବାହାରି ଥିଲେ। ଆଉ ଯେତେବେଳେ ଆସି ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ସମସ୍ତଙ୍କ ମନରେ ଖେଳି ଯାଇଥିଲା ଖୁସିର ଲହରୀ।

କୋଟି ପୁଣ୍ୟ ଅର୍ଜନ କରିବାର ଲକ୍ଷ ନେଇ ପରିବାର ସାଥିରେ ଆସିଥିବା ଯୁବତୀଙ୍କ ସାଥିରେ ଦେହ ମାଂସ ଲୋଭି ନର ରାକ୍ଷାସ ଯେ ଏପରି ସାଂଘା-ତିକ ଘ-ଟଣା ଘଟାଇବେ ତାହା ସମସ୍ତଙ୍କ ସ୍ୱପ୍ନ ବାହାରେ ଥିଲା। କାଳିଆ ଆଗରେ ଶ୍ରୀକ୍ଷେତ୍ର ପବିତ୍ର ଧାମରେ ଏ ପାପ କାର୍ଯ୍ୟ କରିବାକୁ କାହାର ଯେ ସାହସ ହେଲା କିଏ ସେହି ରା-କ୍ଷାସ।

ହଁ ବନ୍ଧୁଗଣ ମଧ୍ୟ ପ୍ରଦେଶରୁ ଆସିଥିବା ଯୁବତୀଙ୍କୁ ଦୁଷ୍କର୍ମ କରି କରି ଏତେ କଷ୍ଟ ଦେଲା ପରେ ମନ ଶାନ୍ତି ହେଲାନି ଯେ ଯୁବତୀଙ୍କ ଜୀବନ ମଧ୍ୟ ନେଇଗଲେ। କେବଳ ଏତିକି ନୁହେଁ ଆଜ୍ଞା ଦୁର୍ବୁତ୍ତ ମାନେ ବାସ୍ତବରେ ରା-କ୍ଷାସ ହିଁ ସାଜିଥିଲେ ଅନେକ କଷ୍ଟ ଦେଲା ପରେ ଯୁବତୀଙ୍କ ମୁହଁକୁ ଏସିଡି ପକାଇ ଜା-ଳି ଦେଇଥିଲେ ଦୁର୍ବୁତ୍ତ। ଟିକେ ଚିନ୍ତା କଲେ ସେହି ସମୟରେ ଯୁବତୀଙ୍କୁ କେତେ କ-ଷ୍ଟ ହୋଇଥିବ।

ଯୁବତୀ ଜଣଙ୍କ କେତେ ଚି-ତ୍କାର କରିଥିବେ। ମଣିଷ କଣ ସାମାନ୍ୟ ଶରୀର ଲୋଭରେ ଏତେ ତଳକୁ ଖସି ଯାଇ ପାରେ। ମଣିଷ କଣ ଆଉ ଜଣେ ମଣିଷକୁ ଏତେ କ-ଷ୍ଟ ଦେଇ ପାରେ ଛି ଛି ଛି। କାହାକୁ ନହେଲା ନାହିଁ ଅନ୍ତତଃ ଜଗାକୁ ଟିକେ ଡରିଲେନି। ସେ ପରିବାର ଉପରେ ଏବେ କଣ ବିଟୁଥିବ ସେ କଥା ବି ଟିକେ ହେଲେ ଚିନ୍ତା କଲେ ନାହିଁ। ଜଗା ଉପରେ ସେ ପରିବାର ଲୋକେ ଆଉ କଣ ବିଶ୍ୱାସ କରି ପାରିବେ। ଜଗା ଯେତେବେଳେ ନିଜ ପାଖରେ ଝିଅଟିକୁ ବଞ୍ଚାଇ ପାରିଲେ ନାହିଁ। ସେତେବେଳେ ମଣିଷକୁ ବା ପରିବାର ଲୋକେ କଣ ଦୋ-ଷ ଦେବେ। ଆଉ ସେ ରା-କ୍ଷସ ମାନଙ୍କୁ କଣ ବା କହିବେ।

ଏ ଜଗା ତୁ ଚାହିଁଥିଲେ ନା ଆମ ଝିଅକୁ ବଞ୍ଚାଇ ପାରିଥାନ୍ତୁ ହେଲେ ତୋ ପାଖକୁ ଆସି ଆମେ ଆମ ଝିଅକୁ ସବୁଦିନ ପାଇଁ ହରାଇ ବସିଲୁ। ବନ୍ଧୁଗଣ ପରିବାର ସହ ମଧ୍ୟପ୍ରଦେଶ ରୁ ଆସିଥିବା ଯୁବତୀ ଓ ତାଙ୍କ ପରିବାର ଲୋକେ ପୁରୀର ଏକ ହୋଟେଲରେ ରହିଥିଲେ ହେଲେ ସକାଳୁ ସକାଳୁ ହୋଟେଲରୁ ଯୁବତୀ ଜଣଙ୍କ କେଉଁ ଆଡେ ନି-ଖୋଜ ହୋଇଯାଇଥିଲେ। ଅନେକ ଖୋଜା ଖୋଜା ପରେ ଯୁବତୀଙ୍କ ମୃ-ତ ଶରୀର ବେଳା ଭୂମିରୁ ଅତ୍ୟନ୍ତ ଭ-ୟଙ୍କର ଭାବେ ଉ-ଦ୍ଧାର ହୋଇଥିଲା। ଦୁ-ର୍ବୁତ୍ତ ମାନେ ଶରୀରକୁ ଏପରି ଭାବେ ଜା-ଳି ଦେଇଥିଲେ ଯେ ତାହା କଳ୍ପନା କରିବା ବାହାରେ ଥିଲା। ତେବେ ଏନେଇ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଘଟ-ଣାର ଛାନଭିନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *