ମୋ ସହ ଝଗଡା କରି ମୋ ସ୍ୱାମୀ ପରା ସ୍ତ୍ରୀ ପାଖକୁ ଯାଉଥିଲା…

କୁହାଯାଏ ସାଧାରଣ ଜନତାଙ୍କୁ ସୁର-କ୍ଷା ଦେବା ପାଇଁ କୁଆଡ଼େ ପୋ-ଲିସ ମାନଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ଅନ୍ୟର ସୁର-କ୍ଷା କରୁଥିବା ପୋ-ଲିସ ଯଦି ନିଜ ପରିବାର ନିଜ ସ୍ତ୍ରୀ ଆଗରେ ଦୋ-ଷୀ ପାଲଟି ଯାଏ ତେବେ ତାଠାରୁ ନିନ୍ଦ-ନୀୟ କଥା ଆଉ କଣ ହୋଇପାରେ । ଏଭଳି କହିବାର ଉଦ୍ଦେଶ୍ୟ ହେଉଛି ଯେ କିଛି ପୋ-ଲିସ କର୍ମଚାରୀ ବରଦିର ଫାଇଦା ଉଠାଇ ଆଜିକାଲି ଅନେକ ଖରାପ କାମ କରୁଛନ୍ତି ଏବଂ ଆଉ କିଛି ପୋ-ଲିସ ଗରୀବ ଲୋକଙ୍କ ଠାରୁ ଲା-ଞ୍ଚ ମଧ୍ୟ ନେଉଛନ୍ତି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ଶୁଣିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘ-ଟଣା ଅନୁଯାୟୀ ଜଣେ ପୋ-ଲିସ ବାବୁଙ୍କ ନାମରେ ସଙ୍ଗିନୀ ଅଭି-ଯୋଗ ଆସିଛି ।

ପୋ-ଲିସ ଜଣକ ବିବାହିତ ଥିବା ସତ୍ତ୍ୱେବି ଅନ୍ୟ ମହିଳା ସହିତ ଶାରୀ-ରିକ ସ-ମ୍ପର୍କ ରଖିଥିବାର ସଙ୍ଗିନୀ ଅଭି-ଯୋଗ ଆସିଛି । ତେବେ ଏଭଳି ଅଭି-ଯୋଗ ତାଙ୍କ ନିଜର ଧର୍ମପତ୍ନୀ କରିଛନ୍ତି । ତେବେ ସୂଚନା ଅନୁଯାୟୀ ଉକ୍ତ ପୋ-ଲିସ ବାବୁଙ୍କ ନାମ ହେଉଛି ମନୀ ସିଂ ମାଝୀ ।

ତେବେ ତାଙ୍କର ସ୍ତ୍ରୀ ଥିବା ସତ୍ତ୍ୱେବି ସେ ଅନ୍ୟ ସ୍ତ୍ରୀ ଉପରେ ଖରାପ ନଜର ପକାନ୍ତି । ଏମିତିକି ସ୍ତ୍ରୀଙ୍କ ଅଭି-ଯୋଗ ଅନୁଯାୟୀ ସେ କୁଆଡ଼େ ରାତିରେ ଘରେ ନରହି ପର ସ୍ତ୍ରୀକୁ ନେଇ ସରକାରୀ କ୍ୱାର୍ଟରକୁ ଯାଆନ୍ତି । ସେଠାରେ ରାତିସାରା ଶାରୀ-ରିକ ସ-ମ୍ପର୍କ ରଖନ୍ତି । ତେବେ ବର୍ତ୍ତମାନ ଏହି ପୋ-ଲିସ ବାବୁଙ୍କର ଧର୍ମପତ୍ନୀ ଏଭଳି ସ-ଙ୍ଗିନୀ ଅଭି-ଯୋଗ କରିଛନ୍ତି ।

ସୂଚନା ମୁତାବକ ବଲାଙ୍ଗୀର ରିସର୍ଭ ଥା-ନାରେ ମନୀ ସିଂ ମାଝୀ କନେଷ୍ଟବଳ ଭାବରେ କାମ କରନ୍ତି । ଏମିତି ଦୀର୍ଘ ଦିନ ହେବ ଜଣେ ମହିଳାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖି ଆସୁଥିବା ବେଳେ ବର୍ତ୍ତମାନ ପୋ-ଲିସ ବାବୁଙ୍କ ସ୍ତ୍ରୀ ତାଙ୍କୁ ବର୍ତ୍ତମାନ ରଙ୍ଗେ ହାତରେ ଧରିଛନ୍ତି । ନିଜ ସ୍ୱାମୀର ଏଭଳି କା-ଣ୍ଡ ଦେଖିବା ପରେ ସେ ସଙ୍ଗେ ସଙ୍ଗେ ପୋଲି-ସକୁ କଲ କରିଥିଲେ ।

ତାପରେ ପୋ-ଲିସ ପିସିଆର ଆସି ମହିଳାଙ୍କୁ ଉ-ଦ୍ଧାର କରିବା ସହିତ ପୋ-ଲିସ ବାବୁଙ୍କୁ ମଧ୍ୟ ବଲାଙ୍ଗୀର ପୋ-ଲିସ ବାନ୍ଧିଛି । ତେବେ ବର୍ତ୍ତମାନ ଏହି ପୋ-ଲିସ ବାବୁଙ୍କର ଚାକିରୀ ଯାଇଥିବା ମଧ୍ୟ କୁହାଯାଉଛି । ତେବେ ତାଙ୍କ ସ୍ତ୍ରୀଙ୍କ ଦାବି ଏହା ଯେ ଯଦି ତାଙ୍କ ସ୍ୱାମୀ ସେହି ମହିଳାଙ୍କୁ ନ ଛାଡ଼ନ୍ତି ତେବେ ସେ ନିଜ ସ୍ୱାମୀଙ୍କ ପାଖରୁ ଛା-ଡ଼ପ-ତ୍ର ନେବେ ।

Leave a Reply

Your email address will not be published. Required fields are marked *