ପୁଞ୍ଚ୍ ଆତ-ଙ୍କବାଦୀ ଆକ୍ର-ମଣର ପ୍ରତି-ଶୋଧ ନେବ ଭାରତ , ଚାଲିଛି ଯୋଜନା ଆଉ ଆଲୋଚନା

ପାଞ୍ଚ ପାଞ୍ଚ ଜଣ ବୀର ଯବାନ ମାନଙ୍କୁ ହରାଇ ଭାରତ ମାଆ ଆଖିରୁ ଲୁହ ଝରାଇବାରେ ଲାଗିଛି । କାହିଁକି ଏମିତି ହଠାତ୍ ହୋଇଗଲା ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ହଠାତ୍ ଶ-ତ୍ରୁ ଦେଶ ଆମ ଉପରେ ଆକ୍ର-ମଣ କରିଲେ ଆଉ ଆମର ବିର ଯବାନ ମାନଙ୍କୁ ଆମ ଠାରୁ ଛଡ଼ାଇ ନେଲେ । ତେବେ ସେଦିନର ମୃ-ତ୍ୟୁ କଥା ଭାବିଲେ ଆଉ ସେହି ଦୃ-ଶ୍ୟ ଦେଖିଲେ ଯେ କେହି ମଣିଷର ଆଖିରୁ ମଧ୍ୟ ଲୁହ ଆସିଯିବ । ନିଆଁରେ ଝୁଡୁବୁଡୁ ହୋଇ ଗାଡ଼ି ଭିତରେ ପଡ଼ି ରହିଥିଲେ ଭାରତୀୟ ସେନା ଆଉ ଯେଉଁ ମାନଙ୍କୁ ବଞ୍ଚାଇବା ହୋଇପାରିଲା ନାହିଁ ସମ୍ଭବ ।

ତେବେ ଯଥାସମ୍ଭବ ସମସ୍ତେ ଘ-ଟଣା ସ୍ଥଳରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କିଛି ବି ହୋଇପାରିଲା ନାହିଁ । ନିଆଁର ଦାଉରେ ଜ-ଳି ଯାଇଥିଲେ ଆମ ବୀର ପୁରୁଷ ମାନେ । ଆଉ ଶେଷରେ ତାଙ୍କ ଘରକୁ ଫୋନ୍ ଆସିଥିଲା ଯେ ଆଉ ତୁମ ବୀର ପୁଅ ନାହିଁ । ସବୁଦିନ ପାଇଁ ସମସ୍ତଙ୍କୁ ଏକା କରି ଦେଇ ଛାଡି ଯାଇଛି ବୀର ସେନା ।

ଆଉ ଏହା ପରେ ଆରମ୍ଭ ହୋଇ ଯାଇଥିଲା କା-ନ୍ଦ ବୋବାଳି । କିଏ ନିଜ ପୁଅକୁ ହରାଇ ଥିଲା ତ ଆଉ କିଏ ନିଜ ସ୍ବାମୀଙ୍କୁ ପୁଣି ଆଉ କିଏ ନିଜ ଭାଇକୁ ତ ଆଉ କିଏ ନିଜ ବାପାକୁ । ତେବେ ଏପରି ପରିସ୍ଥିତିରେ କେହି ନିଜକୁ ସମ୍ଭାଳି ପାରି ନଥିଲେ ।

ଆଉ ଶେଷରେ ନିଜ ନିଜ ଘରେ ଆସି ପହଞ୍ଚି ଥିଲା ଭାରତ ମାଆର କୋଳରେ ଶୋଇ ଥିବା ବୀର ଯବାନ ମାନେ । ଆଉ ସେମାନଙ୍କୁ ଶେଷରେ ରାଷ୍ଟ୍ରୀୟ ସମ୍ମାନ ସହିତ ତୋପ ସଲାମୀ ଦେଇ ବି-ଦାୟୀ ଦିଆ ଯାଇଥିଲା । ତେବେ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଚାରି ଜଣ ପଞ୍ଜାବର ଥିବା ବେଳେ ଜଣେ ଓଡ଼ିଆ ପୁଅ ଥିଲେ ।

ଯାହାଙ୍କୁ ଆଜି ବି ଦେଶ ଝୁରୁଛି । ତେବେ ଏତିକିରେ ଅଟକି ରହି ନାହିଁ ଭାରତୀୟ ସେନା । ଏହାର କଡ଼ା ଜବାବ ଦେବ ବୋଲି ଠାଣି ନେଇଛି । ଇଟାର ପ୍ରତି-ଶୋଧ ପଥରରେ ଦେବ ବୋଲି ନିଷ୍ପତି ନେଇଛି ଆଉ ଯୋଜନା କରି ଚାଲିଛି କେମିତି ମା-ରିବ ସେମାନଙ୍କୁ

ସେମାନେ ସିନା ପାଞ୍ଚ ଜଣଙ୍କୁ ମା-ରି ଦେଲେ କିନ୍ତୁ ଭାରତୀୟ ସେନା ଯୋଜନା କରିଛି କି , ସେମାନଙ୍କର ପଚାଶ ଜଣଙ୍କୁ ମା-ରି ପକାଇବ । ଆଉ ଗୋଟି ଗୋଟି କରି ପ୍ରତି-ଶୋଧ ନେବ । ସେହି ବାପା ମାଆଙ୍କ ଆଖିରୁ ଝରୁଥିବା ଲୁହର ଠିକ୍ ମୂଲ୍ୟ ଦେବ ଭାରତୀୟ ସେନା । ତେବେ ଏଥିପାଇଁ ଆରମ୍ଭ ହୋଇ ଯାଇଛି ଯୋଜନା । ଆଉ କେହି ବଞ୍ଚି ଯାଇପାରିବେ ନାହିଁ ।

ଯୋଜନା ଚାଲିଛି କିପରି ହେବ ଏୟାର ଷ୍ଟ୍ରାଇକ । ଯେତିକି କଷ୍ଟ ଭାରତକୁ ଦେଇ ଦେଲା ପାକିସ୍ତାନ କିନ୍ତୁ ଏବେ ଆଉ ନୁହେଁ । ସବୁକିଛି ସମୂଳରୁ ନା-ଶ କରିବ ଭାରତ ଆଉ ଦେଖାଇ ଦେବ ନିଜର ଅସଲ ରୂପ । ତେବେ ଦେଖାଯାଉ ବାସ୍ ସେହି ଦିନ କେବେ ଆସୁଛି

Leave a Reply

Your email address will not be published. Required fields are marked *