ରା-ଗରେ ସ୍ତ୍ରୀକୁ ମା-ରି ପୋଖରୀରେ ଫୋ-ପାଡ଼ି ଦେଲା ସ୍ବାମୀ।

ସ୍ବାମୀ-ସ୍ତ୍ରୀର ବନ୍ଧନ ଏକ ପବିତ୍ର ସ-ମ୍ପର୍କ। ଯେଉଁ ସ-ମ୍ପର୍କ କଳି ଝଗ-ଡା, ରା-ଗ ଋଷା, ମାନ ଅଭିମାନ ସବୁ କିଛି ଥାଏ। କିନ୍ତୁ ବେଳେବେଳେ ଛୋଟ ଛୋଟ କଥାରେ ରା-ଗି ମଣିଷ ଏମିତି କିଛି କାମ କରିଦିଅ ଯାହାକୁ ଚାହିଁଲେ ଆଉ କେବେ ସୁଧାରି ହୁଅନି। ବାପାମାଆଙ୍କ ଝ-ଗଡ଼ା ଭିତରେ ବାପାମାଆଙ୍କର ଯେତିକି କ୍ଷତି ନ ହୁଏ ସବୁଠାରୁ ଅଧିକ କ୍ଷ-ତି ପିଲାର ହୁଏ। ମଣିଷ ବେଳେବେଳେ ରା-ଗରେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଲୋକଙ୍କୁ ମଧ୍ୟ ମ-ରିଦିଏ।

ଯାଜପୁର ସଦର ଥା-ନା ଅନ୍ତର୍ଗତ ଭୁଇଁପୁର ପଞ୍ଚାୟତର ପତରପୁର ଗାଆଁର ବିଷ୍ଣୁଚରଣ ଭୁଇଁଆଙ୍କ ଝିଅ ମଧୁସ୍ମିତା ମଲପଡ଼ା ଗ୍ରାମର ବିଶ୍ଵନାଥ ମିଶ୍ର ଙ୍କ ପୁଅ ଆଲୋକ ମିଶ୍ରଙ୍କୁ ୨୦୨୧ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଉଥିଲେ। ଗତ ୭ ମାସ ତଳେ ତାଙ୍କର ଗୋଟେ ଶିଶୁ କନ୍ୟା ହେଇଥିଲା। ଝିଅ ଆସିବା ପରେ ମଧୁସ୍ମିତାଙ୍କୁ ଲାଗୁଥିଲା ଯେମିତି ତାଙ୍କ ଖୁସି ଦି ଗୁଣ ଅଧିକ ବଢ଼ି ଯାଇଛି କିନ୍ତୁ ସେ କେବେ ଭାବି ନଥିବେ ତାଙ୍କ ଖୁସିରେ କାହାର ନଜର ଲାଗିଯିବ।

କିଛି ଦିନ ଯିବା ପରେ ପାରିବାରିକ କଥାକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଝ-ଗଡ଼ା ହେଲା ସେଥିପାଇଁ ମଧୁସ୍ମିତା ରା-ଗି ନିଜ ଘରକୁ ଚାଲିଗଲେ। ୭ ଦିନ ଯିବାପରେ ଶନିବାର ଦିନ କୋର୍ଟରେ ଦୁଇ ସ୍ବାମୀ ସ୍ତ୍ରୀଙ୍କ ଭିତରେ ବହୁତ୍ ଝ-ଗଡା ହେଲା। ତାପରେ ସନ୍ଧ୍ୟା ବେଳେ ସମସ୍ତେ ଘରକୁ ଫେରିଲେ।

ରାତି ୧୦ ବେଳେ ଆଲୋକ ଫୋନ୍ କରି ମଧୁସ୍ମିତାଙ୍କୁ ବାହାରକୁ ଡାକିଲେ । ଘରଲୋକ ୧ ରାତିରେ ଉଠିବା ବେଳକୁ ଝିଅ ଘରେ ନାହିଁ । ସେ ସବୁ ଜାଗା ଖୋଜା ଖୋଜି କଲେ କିନ୍ତୁ ସକାଳ ଗାଆଁ ପାଖ ଗଡିଆରୁ ମଧୁସ୍ମିତାଙ୍କ ମୃ-ତ ଦେହ ମିଳିଲା। ଆଲୋକ ରା-ଗରେ ମଧୁସ୍ମିତାଙ୍କୁ ମା-ରି ଗଡିଆରେ ଫୋପାଡି ଦେଇଛନ୍ତି ବୋଲି ସେ ପୋ-ଲିସ୍ ଆଗରେ ସ୍ବୀକାର କରିଥିଲେ।

Leave a Reply

Your email address will not be published. Required fields are marked *