ସ୍ତ୍ରୀକୁ କରିବାକୁ ଚାହୁଁଥିଲେ ଆଇଏଏସ ଅଫିସର । କିନ୍ତୁ ବିବାହର ଦିନ କେଇଟା ପରେ ପର ପୁରୁଷ ସହ ଫେ-ରାର ସ୍ତ୍ରୀ ।

ଆଜିକାଲି ବିବାହ ପରେ ନିଜ ସ୍ତ୍ରୀର ସ୍ବପ୍ନକୁ ସପୋର୍ଟ କରୁଥିବା ଏବଂ ସ୍ତ୍ରୀକୁ ନିଜର ସ୍ୱପ୍ନ ପୂରଣ ସାହାଯ୍ୟ କରୁଥିବା ଭଳି ମଣିଷ ଖୁବ କମ ଦେଖା ଯାଉଛନ୍ତି । କୁହାଯାଏ ଭାଗ୍ୟରେ ଥିଲେ ଏଭଳି ମଣିଷ ମିଳେ । କିନ୍ତୁ ଏତେ ସବୁ ପାଇବା ପରେ ବି କିଛି ବିବାହିତା ମହିଳା ନିଜ ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହିତ ପଳାଇ ଯାଉଛନ୍ତି । ଏଭଳି ଘଟିବା ପରେ ନିଜ ସ୍ତ୍ରୀକୁ ଖୁବ ଭଲ ପାଉଥିବା ତାର ସ୍ୱାମୀ ଉପରେ କଣ ବିତିଥାଏ ତାହା କେବଳ ସେ ହିଁ ଜାଣିଥାଏ । କହିବାକୁ ଗଲେ ନିକଟରେ ଏମିତି ଏକ ଘ-ଟଣା ଶୁଣିବାକୁ ମିଳିଥିଲା ।

ଆଉ ବର୍ତ୍ତମାନ ମଧ୍ୟ ଏଭଳି ଏକ ଘ-ଟଣା ଶୁଣିବାକୁ ମିଳିଛି । ଯେଉଁଠି ସ୍ତ୍ରୀ ଛାଡ଼ି ଚାଲି ଯାଇଥିବାରୁ ଜଣେ ବ୍ୟକ୍ତି କା-ନ୍ଦି କା-ନ୍ଦି ନିଜର ମନର ଦୁଃ-ଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏମକେସିଜିରେ ନାଇଟ ଡ୍ୟୁଟି କରିବା ସମୟରେ ହିଁ ଯୁବତୀ ବନିତାଙ୍କ ସହିତ ସାକ୍ଷାତ ହୋଇଥିଲା ଏବଂ ତାପରେ ପ୍ରେମ ହୋଇଥିଲା ।

ଯୁବତୀ ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ସେ ମନସ୍ଥ କରିଥିଲେ ଯେ ତାକୁ ପାଠ ପଢ଼ାଇ ଆଇଏଏସ କରିବେ । ଏମିତିକି ତାଙ୍କୁ +3 ରେ ଆଡ଼ମିଶନ ମଧ୍ୟ କରାଇଥିଲେ । ବିବାହ କରିବା ପୂର୍ବରୁ ଯୁବକ ଏବଂ ତାଙ୍କ ପରିବାର ଯୁବତୀଙ୍କୁ ଭଲଭାବରେ ପଚାରିଥିଲେ ଯେ ସେ ତାଙ୍କ ବାସ୍ତବରେ ବିବାହ କରିବାକୁ ଚାହୁଁଛନ୍ତି କି ନାହିଁ ।

କିନ୍ତୁ ଯୁବତୀ ଏକା ଜିଦ ଧରିଥିଲେ ଯେ ତାଙ୍କୁ ହିଁ ବିବାହ କରିବେ । ଆଉ ବିବାହ ପରେ ଅନ୍ୟ ଯୁବକ ସହିତ ଫେ-ରାର ହୋଇଗଲେ । ତେବେ ତାଙ୍କ ସ୍ୱାମୀଙ୍କ କହିବା କଥା ଯେ ସେ ଖାଲି ହାତରେ ଯାଇ ନାହାଁନ୍ତି ନିଜ ସ୍ୱାମୀ ଘରେ ରଖିଥିବା ୪୦ ହଜାର ଟଙ୍କା ଏବଂ ବ୍ୟାଙ୍କ ଖାତାରେ ଥିବା ୩୦ ହଜାର ଟଙ୍କା ନେଇ ଯାଇଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଯେଉଁ ଯୁବକ ସହିତ ଯାଇଛନ୍ତି ସେ ମଧ୍ୟ ତାଙ୍କ ଦୁହିଁଙ୍କ ସମ୍ପ-ର୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିଲେ । ତଥାପି ସ୍ତ୍ରୀ ଧୋ-କା ଦେଲା ବୋଲି କହିଛନ୍ତି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ୬ ବର୍ଷ ପରେବି ସ୍ୱାମୀ କହୁଛି ଯେ ଯଦି ତାଙ୍କ ସ୍ତ୍ରୀ ଏବେବି ଘରକୁ ଫେରି ଆସେ ତାକୁ ସେ ଗ୍ରହଣ କରିବେ ଏବଂ ଭଲରେ ରଖିବେ ।

Leave a Reply

Your email address will not be published. Required fields are marked *