ମୋ ମନ କହୁଛି ମୋ ପୁଅକୁ ବିକାଶ ମା-ରିଛି ,ଆମ ବୁଢା ବୁଢୀଙ୍କୁ ଆଶ୍ରମରୁ ବାହାରକରି ଆଶ୍ରମ ହାତେଇଥାନ୍ତା

ବର୍ଷ ବର୍ଷ ପୁରି ଗଲାଣି , ତଥାପି ସମସ୍ତଙ୍କ ମନରେ ଜୀ-ବିତ ହୋଇ ରହିଛନ୍ତି ସେହି ଆଦିତ୍ୟ ଦାସ , ଯିଏ ନିଜ ସମାଜସେବା ପାଇଁ ସମସ୍ତଙ୍କ ପାଖରେ ଅନେକ ଭଲ ପାଇବା ସାଉଁଟିଥିଲେ। ସମସ୍ତେ ତାଙ୍କୁ ଅନେକ ଭଲ ପାଇବା ଆଉ ପ୍ରଶଂସା ମଧ୍ୟ କରୁଥିଲେ । କାହିଁକି ନା ସେ ସମସ୍ତଙ୍କ ସୁଖ ଦୁଃ-ଖ ବୁଝିବାରେ ସକ୍ଷମତା ହାସଲ କରିଥିଲେ ।

ତାଙ୍କୁ ବିଶେଷ କରି ସେମାନେ ସବୁଠାରୁ ଅଧିକ ଭଲ ପାଉଥିଲେ , ଯେଉଁ ମାନଙ୍କୁ ସେ ଆଣି ନିଜ ଆଶ୍ରମରେ ସ୍ଥାନ ଦେଉଥିଲେ । ବିଶେଷ କରି ସେହି ବୃଦ୍ଧ ବୃଦ୍ଧା ମାନେ ଯେଉଁ ମାନଙ୍କୁ ତାଙ୍କ ପୁଅ ବୋହୁ ଘରୁ ବାହାର କରି ଦେଉଥିଲେ ଆଉ ତାଙ୍କ କଥା ବୁଝୁ ନଥିଲେ । ସେମାନଙ୍କୁ ଆଣି ଏକାଠି କରି ଆଶ୍ରମରେ ରଖୁଥିଲେ ଆଦିତ୍ୟ ଦାସ । ଆଉ ସେମାନଙ୍କୁ ନିଜ ପରିବାର ଭଳି ଭଲ ପାଉଥିଲେ ।

ତେବେ ଏପରି ଏକ ଦିନ ଆସିଲା , ସବୁକିଛି ବଦଳି ଗଲା । କିଏ ଜଣେ ତାଙ୍କୁ ହ-ତ୍ୟା କରି ଦେଲା ନା ସେ ନିଜେ ଆ-ତ୍ମହ-ତ୍ୟା କରି ଦେଲେ ସେ କଥା ଆଜି ଯାଏଁ ଜଣା ପଡି ପାରିଲା ନାହିଁ । ହଠାତ୍ ଦିନେ ରାତିରେ ଶୁଣିବାକୁ ମିଳିଲା କି , ଆଦିତ୍ୟ ଦାସଙ୍କ ମୃ-ତ ଦେହ ଟ୍ରେନ ଲାଇନ ଉପରେ ପଡ଼ିଛି । ଆଉ ତାପରେ ପୋ-ଲିସ ଯାଇ ଘ-ଟଣା ସ୍ଥଳରେ ପହଞ୍ଚି ଯାଇଥିଲା ଆଉ ଅନେକ ତଦ-ନ୍ତ ମଧ୍ୟ ଆରମ୍ଭ କରି ଦେଇଥିଲା । କିନ୍ତୁ କିଛି ବି ହୋଇପାରି ନଥିଲା ।

ଆଜି ଯାଏଁ ଆଦିତ୍ୟ ଦାସ ନିଜେ ଆ-ତ୍ମହ-ତ୍ୟା କରିଛନ୍ତି ନା ତାଙ୍କୁ ଆଉ କିଏ ମା-ରି ଦେଇଛି , ସେ କଥା ଜାଣିବା କଷ୍ଟକର ହୋଇ ପଡ଼ିଛି । ଜଣା ପଡି ନାହିଁ ସେହି ମୃ-ତ୍ୟୁ ପଛର ପ୍ରକୃତ କାରଣ । ତେବେ ବର୍ତ୍ତମାନ ସେ ସବୁ କଥାକୁ ନେଇ ଆଖିରୁ ଲୁ-ହ ଝରାଇ ଆଦିତ୍ୟଙ୍କ ମାଆ ମୁଁହ ଖୋଲି କହିଛନ୍ତି ।

ନିଜ ପୁଅର ନ୍ୟା-ୟ ପାଇଁ ସେ କିଛି ବି କରିପାରିବେ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ଏପରି କିଛି କଷ୍ଟ ସହିବାକୁ ପଡ଼ିଛି କି , ଯାହା ପାଇଁ ସେ ବାଧ୍ୟ ହୋଇ ଗଣମାଧ୍ୟମ ଆଗରେ ସବୁକଥା ଖୋଲି କରି କହିଛନ୍ତି । ତାଙ୍କ କହିବା ଅନୁଯାୟୀ , ସବୁ ପଛରେ ତାଙ୍କ ପୁଅ ଆଦିତ୍ୟଙ୍କ ସାଙ୍ଗ ବିକାଶର ହାତ ଅଛି । ଆଉ ତାଙ୍କୁ ଲାଗୁଛି କି , ତାଙ୍କ ପୁଅ ଆଦିତ୍ୟକୁ ବିକାଶ ହିଁ ହ-ତ୍ୟା କରିଛି ।

କାହିଁକି ନା ସେ ତାଙ୍କ ପୁଅ ଠାରୁ ଆଶ୍ରମ ହାତେଇ ନେବାକୁ ଚାହୁଁଛି ଆଉ ଆଶ୍ରମ କଥା ନିଜେ ବୁଝିବାକୁ ଚାହୁଁଛି । ଯାହା ଫଳରେ କି , ବର୍ତ୍ତମାନ ସମୟରେ ସେ ଏପରି କିଛି କାରନାମା କରୁଛି , ଯାହା ଦ୍ଵାରା କି , ତାଙ୍କୁ ଖରାପ ଲାଗିବ ଆଉ ସେମାନେ ଆଶ୍ରମରୁ ବାହାରି ଯିବେ । ତେବେ ବର୍ତ୍ତମାନ ସମୟ ରେ ଆହୁରି ଅନେକ କଥା ଖୋଲି କରି କହିଛନ୍ତି ଆଦିତ୍ୟଙ୍କ ମାଆ ।

ସେ କହିଛନ୍ତି କି , ବିକାଶ ଏପରି ଦିନେ ଥିଲା କି ନିଜ ନାମ ମଧ୍ୟ ଭଲ ଭାବରେ କହି ପାରୁ ନଥିଲା । ଆଉ ସେତେବେଳେ ଆଦିତ୍ୟ ଆଣି ତାଙ୍କୁ ନିଜ ପାଖରେ ରଖିଥିଲେ । କିନ୍ତୁ କୁହାଯାଏ ନା ଯିଏ ଯାହା ପାଇଁ ଯେତେ କରିବ ସେ ହିଁ ତା ପାଇଁ ପର ପାଲଟି ଯିବ । ଆଉ ଶେଷରେ ତାହା ହିଁ ହୋଇଥିଲା ଆଦିତ୍ୟଙ୍କ ଶ-ତ୍ରୁ ପାଲଟି ଯାଇଥିଲା ବିକାଶ ।

ବର୍ତ୍ତମାନ ସମୟରେ ଯାହା ଲାଗୁଛି କି , ବିକାଶ ହିଁ ଏପରି କାମ କରିଛି , ଯାହା ଫଳରେ ଆଜି ତାଙ୍କ ପାଖରେ ତାଙ୍କ ପୁଅ ନାହିଁ । ସବୁକିଛି ଶେଷ ହୋଇ ଯାଇଛି । ତାଙ୍କ ପାଖରେ ଆଉ କହିବାକୁ କିଛି ନାହିଁ । ସେ ପୁରାପୁରି ବ-ର୍ବାଦ ହୋଇ ଯାଇଛି । ଆଉ ବର୍ତ୍ତମାନ ତାଙ୍କ ସାହାରା ବୋଲି କହିବାକୁ କେହି ନାହିଁ । ବାସ୍ ସେମାନେ ଏକୁଟିଆ ପାଲଟି ଯାଇଛନ୍ତି ବୋଲି ଆଦିତ୍ୟଙ୍କ ମାଆ କହିଛନ୍ତି ।

Leave a Reply

Your email address will not be published. Required fields are marked *