ସ୍ଵାମୀକୁ ଛାଡ଼ି ଭଲ ପାଉଥିଲି କିନ୍ତୁ ମାସେ ଦେହ ସୁଖ ନେଇ ମତେ ଏକା ଛାଡ଼ି ମୋ ଟଙ୍କା ପଇସା ନେଇ କୁଆଡେ ପଳେଇଲା।

ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ କିନ୍ତୁ ଏବେ ଭଲ ପାଇ ବାହା ହୁଅନ୍ତୁ କିମ୍ବା ଆରେଜ୍ ମ୍ୟାରେଜ୍ କରନ୍ତୁ ସବୁଥିରେ ଆପଣ ଧୋ-କା ଦେଖିବାକୁ ପାଇବେ। ଆଗ ପରି ଏବେ ଆଉ ସ୍ବାମୀ ସ୍ତ୍ରୀଙ୍କ ସ-ମ୍ପର୍କ ଅଧିକ ବର୍ଷ ପର୍ୟ୍ୟନ୍ତ ତିଷ୍ଟି ରହୁନି। କେତେବେଳେ ସ୍ବାମୀ ଛାଡ଼ି ଚାଲିଯାଉଛି ତ କେଉଁଠି ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ କୁଆଡେ ପଳେଇ ଯାଉଛି।

ପୁରୀ ଜିଲ୍ଲା ଚନ୍ଦନ ପୁର ଗାଆଁର କୃଷ୍ଣ କେଶବ ମହାପାତ୍ରଙ୍କ ପତ୍ନୀ ସୋନାଲି ମହାପାତ୍ର ବହାଘର କିଛି ଦିନ ପରେ ସେ ନିଜ ସ୍ବାମୀଙ୍କୁ ଛାଡ଼ି ତାମିଲନାଡୁ ଚାଲିଗଲେ। କୃଷ୍ଣ ତାଙ୍କୁ ଫେରେଇ ଆଣିବାକୁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ସେ ଫେରି ନଥିଲେ। କିଛି ଦିନ ଯିବାପରେ ସେ ତାମିଲନାଡୁରେ କାମ ଖୋଜି ସେଠି ରହିଲେ। କାମ କରି ରହିବା ଭିତରେ ସେ ପୁପୁନ ଦାସଙ୍କୁ ସେଠି ଭେଟିଥିଲେ।

ପୁପୁନ ଏବଂ ସୋନାଲି ଦୁଇଜଣ ଗୋଟାଏ ଜାଗାରେ କାମ କରନ୍ତି କିଛି ଦିନ ମିଶିକି କାମ କରିବା ପରେ ଦୁହିଁଙ୍କ ଭିତରେ ନିକଟତା ବଢିଲା ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। ଗଡ କୁଜଙ୍ଗର ପୁପୁନ ସୋନାଲିଙ୍କୁ ବାହା ହେବେବୋଲି କଥା ଦେଇ ତାମିଲନାଡୁରୁ ନିଜ ପିଉସୀଙ୍କ ଘରକୁ ଆଣିଲା। ପିଉସୀଙ୍କ ଘରେ ପୁପୁନ ଗୋଟେ ମାସ ପର୍ଯ୍ୟନ୍ତ ଦେହ ସୁଖର ମଜା ନେଇ ଵାହାଘର କଥା ଆସିବା ବେଳକୁ ସୋନାଲିର ସବୁ ସୁନା ଗହଣା ନେଇ କୁଆଡେ ପଳେଇଲା।

ସେଥିପାଇଁ ସୋନାଲି ଏବେ ଗଡ କୁଜଙ୍ଗ ଥା-ନାରେ ପୁପୁନ୍ ଏବଂ ତାଙ୍କ ପରିବାର ଲୋକ ବିରୁ-ଦ୍ଧରେ ଅଭି-ଯୋଗ କରି କହିଛନ୍ତି ପୁପୁନ୍ କୁଆଡେ ଯିବାପରେ ତାଙ୍କ ଘର ଲୋକ ମତେ ମା-ଡ଼ ମା-ରି ଘରୁ ବାହାର କରିଦେଲେ ଏବଂ ମୋ ଟଙ୍କା ପଇସା ମତେ କିଛି ଦେଲେନି। ମୁଁ ଜାଣିଛି ପୁପୁନ୍ ଏବଂ ତାଙ୍କ ପରିବାର ଲୋକ ମିଶିକି ମୋ ସହିତ ଏମିତି କରିଛନ୍ତି ସେଥିପାଇଁ ମୁଁ ଏବେ ନ୍ୟା-ୟ ଚାହୁଁଛି ଏବଂ ସେ ପିଲାକୁ ମଧ୍ୟ ଚାହୁଁଛି।

Leave a Reply

Your email address will not be published. Required fields are marked *