ସ୍ତ୍ରୀଙ୍କୁ ଏଭଳି ମେସେଜ ପଠାଇ ସ୍ୱାମୀ କଲେ ଆ-ତ୍ମହ-ତ୍ୟା, ଜାଣିଲେ ଅବାକ ହୋଇଯିବେ

ଏ ଦୁନିଆଁ ଅତ୍ୟନ୍ତ ଆଶ୍ଚର୍ଯ୍ୟମୟ ପାଲଟିଗଲାଣି । କାହିଁକିନା ପ୍ରତିଦିନ ନୂଆ ନୂଆ ଘ-ଟଣା ସାମ୍ନାକୁ ଆସୁଅଛି । ଯାହା ବାସ୍ତବରେ ଅବିଶ୍ୱନୀୟ ଅଟେ । ପ୍ରେମ ପାଇଁ କିଏ ଆ-ତ୍ମହ-ତ୍ୟା କରିଦେଉଛି ତ ପ୍ରେମ ପାଇଁ କିଏ କାହାର ଜୀବନ ମଧ୍ୟ ନେଇ ଯାଉଛି ଆହୁରି ପୁଣି ସମ୍ପତ୍ତି ପାଇଁ କିଏ କାହାର ଜୀବନ ନେଇଯାଉଛି । ତେବେ ଏ ଘଟ-ଣାଟି ଟିକିଏ ଅଲଗା , ଯାହା ସତରେ ଆପଣଙ୍କୁ ମଧ୍ୟ ଚମକାଇ ଦେବ । ଆପଣ କେବେ ଶୁଣିଛନ୍ତି କି , ଚାକିରୀ ନ ଥିବା କାରଣରୁ କେହି ଆ-ତ୍ମହ-ତ୍ୟା କରିଛନ୍ତି । ତେବେ କଥାଟି ସତ । ଏଭଳି ଏକ ଘ-ଟ-ଣା ଲୋକଲୋଚନକୁ ଆସିଅଛି ।

ତେବେ ସୂଚନା ଅନୁଯାୟୀ , ଜଣେ ସ୍ୱାମୀ ଚାକିରୀ ଅଭା-ବରୁ ଦୁଃ-ଖରେ ମ୍ରିୟମାଣ ହୋଇ ପଡ଼ିଥିଲେ । ଆଉ ସେ ବିବାହିତ ହୋଇଥିବା କାରଣରୁ ତାଙ୍କୁ ନାନାଦି କଥା ଶୁଣିବାକୁ ମିଳୁଥିଲା । ଏଥିପାଇଁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବହୁ ସମୟରେ ଝ-ଗ-ଡା ମଧ୍ୟ ଲାଗି ରହୁଥିଲା । ଆଉ ଘରେ ମଧ୍ୟ ଅଶାନ୍ତ ବଜାୟ ରହୁଥିଲା । ତେବେ ଘରେ ଅଶାନ୍ତିକୁ ସ୍ୱାମୀ ଆଦୌ ସହି ପାରୁନଥିଲେ । ସୂଚନା ମୁତାବିକ , ସେ ମାତ୍ର ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ । ଅନ୍ୟପକ୍ଷରେ ସେ ଜଣେ ବିଟେକ ଛାତ୍ର ମଧ୍ୟ ଥିଲେ । ତେବେ ଏତେ ପାଠ ପଢିବା ପରେ ମଧ୍ୟ ଚାକିରୀ ନ ମିଳିଲେ , ଯେ କେହି ହେଲେ ବି ଚିନ୍ତାରେ ପଡିଯିବେ ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଅନେକ ସମୟରେ ଝ-ଗ-ଡା ଲାଗି ରହୁଥିଲା । ସ୍ତ୍ରୀ ବାରମ୍ବାର ତାଙ୍କ ସ୍ୱାମୀଙ୍କୁ ବେକାରୀ କହି ସମ୍ବୋଧନ କରୁଥିଲେ । ତେବେ ଏଭଳି ଖବର ଭୋପାଳରୁ ସାମ୍ନାକୁ ଆସିଅଛି । ତେବେ ଯୁବକଙ୍କର ପତ୍ନୀ ଫୋରେଷ୍ଟ ଗାର୍ଡ ଭାବରେ ନିଯୁକ୍ତ ଥିବା ବେଳେ ସେ ବେକାର ହୋଇ ଘରେ ବସୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ସଦାସର୍ବଦା ଅଶା-ନ୍ତି ଲାଗି ରହିଥିବା ବେଳେ ଦୁହେଁ ଛା-ଡପ-ତ୍ର ପାଇଁ ମଧ୍ୟ ଆବେଦନ କରିଥିଲେ । ତେବେ ଏଭଳି କଣ ହୋଇଗଲା ଯେ , ସ୍ୱାମୀ ଜୀବନ ହାରିଦେଲେ

ଆଶ୍ଚର୍ଯ୍ୟର କଥା ଏହା ଯେ , ପତ୍ନୀ ଘରେ ନଥିବା ବେଳେ ଏକୁଟିଆ ଭାଙ୍ଗି ପଡିଥିବା ସ୍ୱାମୀ ଜଣକ ପତ୍ନୀଙ୍କୁ ମେସେଜ ପଠାଇ ଆ-ତ୍ମହ-ତ୍ୟା କରିଦେଇଛନ୍ତି । ଆ-ତ୍ମହ-ତ୍ୟା କରିବା ପୂର୍ବରୁ ସେ ହ୍ଵାଟ୍ସଆପରେ ନିଜ ପତ୍ନୀଙ୍କୁ ମେସେଜ କରିଥିଲେ । ତେବେ ବ୍ୟକ୍ତି ଜଣକ ଏଭଳି କିଛି ଆଶ୍ଚର୍ଯ୍ୟକର ମେସେଜ ପଠାଇଥିଲେ । ଯାହାକୁ ପଢିବା ପରେ ଆପଣ ବି ଅବାକ ହୋଇଯିବେ । ତେବେ ସେ ଏଭଳି କିଛି ଲେଖିଥିଲେ । ମୁଁ ଯାଉଛି , ଭଲରେ ରହିବ ଆଉ ଚାକିରୀଆ ଦେଖି ଦ୍ଵିତୀୟ ବିବାହ କରିନେବ । ତେବେ ଏଭଳି ଘ-ଟ-ଣା ଏବେ ଚାରିଆଡେ ହଇଚଇ ସୃଷ୍ଟି କରିଛି । ସୂଚନା ପାଇବା ପରେ ପୋ-ଲି-ସ ଘ-ଟ-ଣା ସ୍ଥଳରେ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *