ବାହାରିଲେ ପ୍ରକାଶଙ୍କ ଶହ ଶହ ପ୍ରଶଂସକ , କହିଲେ ପ୍ରକାଶ ଭାଇଙ୍କୁ ଜେ-ଲରୁ ବାହାର କରନ୍ତୁ ନଚେତ୍ ….

ଏ ଦୁନିଆଁରେ ଏପରି ଅନେକ ମଣିଷ ରହିଛନ୍ତି , ଯେଉଁ ମାନେ ଜନ ସାଧାରଣ ମାନଙ୍କୁ ସାହାଯ୍ୟ କରିବା ପାଇଁ ତଥା ଲୋକ ମାନଙ୍କ କଥା ବୁଝିବା ପାଇଁ ନିଜ ଇଚ୍ଛାରେ ଆଗେଇ ଆସିଥାନ୍ତି । ତେବେ ଏଭଳି ମଣିଷ ମାନଙ୍କୁ ସମାଜସେବୀ ବୋଲି କୁହାଯାଏ । ଯେଉଁ ମାନେ ଅନ୍ୟର ସାହାଯ୍ୟ ପାଇଁ ସଦାବେଳେ ଆଗରେ ରହିଥାନ୍ତି । ତେବେ ଏପରି ମଣିଷ ମଧ୍ୟ ରହିଥାନ୍ତି , ଯେଉଁ ମାନେ ଆମ ହିନ୍ଦୁ ଧର୍ମକୁ ଆଗକୁ ଆଗେଇ ନେବା ପାଇଁ ଆଉ ସମସ୍ତ ସ୍ଥାନରେ ପରିଚିତ କରାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି ।

ତେବେ ଏପରି ଜଣେ ମଣିଷ ହେଉଛନ୍ତି ପ୍ରକାଶ । ଯିଏକି ହିନ୍ଦୁ ଧର୍ମ ପାଇଁ ଅନେକ କିଛି କରିଥାନ୍ତି । ଏପରିକି ଗୋମାତା ପାଇଁ ବି ଅନେକ କାମ କରିଥାନ୍ତି । ଆଉ ଏ ସବୁ ଜିନିଷ ଗୁଡ଼ିକୁ ସେ ସୋସିଆଲ ମିଡିଆରେ ଅପଲୋଡ଼ କରିଥାନ୍ତି । ତେବେ ପ୍ରକାଶଙ୍କ ସପକ୍ଷରେ ଅନେକ ଲୋକ ରହିଥାନ୍ତି , ଯେଉଁ ମାନେ ପ୍ରକାଶଙ୍କ ସହିତ ମିଶି ଜନ ସାଧାରଣ ମାନଙ୍କୁ ଅବଗତ କରାଇ ଥାଆନ୍ତି । ସମସ୍ତେ ପ୍ରକାଶଙ୍କର ଏକ ଗ୍ୟା-ଙ୍ଗ ରହିଛି , ଯେଉଁଠି ପ୍ରକାଶ ଜଣେ ସୋସିଆଲ ଟକ ଭାବରେ କାମ କରିଥାନ୍ତି ।

ତେବେ ହଠାତ୍ ଏପରି କିଛି ଘ-ଟଣା ଘଟି ଯାଇଥିଲା , ଯାହାକୁ କେହି ବି ହଠାତ୍ ବୁଝି ପାରି ନଥିଲେ । ଆଉ କାହିଁକି ଏପରି ହେଲା , ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡି ଯାଇଥିଲେ । କାହିଁକି ନା ପ୍ରକାଶ ଏପରି କିଛି ବି ଖରାପ କାମ କରି ନଥିଲେ , ଯେଉଁଥି ପାଇଁ ତାଙ୍କୁ ପୋ-ଲିସ ଗି-ରଫ କରି ନେଇଥିଲା । ହଠାତ କେହି କିଛି ବି ବୁଝି ପାରି ନଥିଲେ ଯେ , ପ୍ରକାଶ ଏପରି କଣ କାମ କଲେ , ଯେଉଁଥିପାଇଁ ପୋ-ଲିସ ତାଙ୍କୁ ଗି-ରଫ କରି ନେଲା । ତେବେ କେହି କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇ ଯାଇଥିଲା ।

ତେଣୁ ବର୍ତ୍ତମାନ ସମୟରେ ପ୍ରକାଶଙ୍କର ରହିଥିବା ଶହ ଶହ ପ୍ରଶଂସକ ରାଜରାସ୍ତାକୁ ଓହ୍ଲାଇ ଆସିବା ସହିତ ଆନ୍ଦୋଳନ କରିବାରେ ଲାଗିଛନ୍ତି । ଆଉ କହିଛନ୍ତି କି , ପ୍ରକାଶ କିଛି ଖରାପ କାମ କରି ନାହାନ୍ତି । ସୋସିଆଲ ମିଡିଆରେ ଗୋମାତାଙ୍କ ସମ୍ପ-ର୍କରେ ହେଉ କିମ୍ବା ହିନ୍ଦୁ ସନାତନ ଧର୍ମ ବିଷୟରେ ହେଉ , ଅପଲୋଡ଼ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଏହା ପରେ ବି ସରକାର ପ୍ରକାଶଙ୍କୁ ଗି-ରଫ କଲେ । ତେଣୁ ଯଥାଶୀଘ୍ର ପ୍ରକାଶଙ୍କୁ ଛାଡି ଦିଅନ୍ତୁ , ନଚେତ୍ ଶହ ଶହ ପ୍ରକାଶ ବାହାରିବେ , ଯାହା ଫଳରେ ଜେ-ଲ କମ ପଡ଼ିବ ବୋଲି ସେମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *