ହୋଟେଲରେ ମନ ଭରିଲାନି ଯେ ବାହାରେ ଗୋଡେଇ ଗୋଡେଇ ମା-ରିଲେ । ଆଉ ଉପରେ ଗାଡ଼ି ଚଢ଼ାଇ ଦେଲେ ।

ବିବାହିତ ହୋଇ ମଧ୍ୟ ଅନ୍ୟ ଯୁବତୀ ସହିତ ରଖିଥିଲା ରିଲେଶନ । ଆଉ ଦୀର୍ଘ ବର୍ଷ ଧରି ଲୁ-ଟୁଥିଲା ପ୍ରେମିକାକୁ । କିନ୍ତୁ ଯେତେବେଳେ ଧରା ପଡ଼ିଗଲା ସେତେବେଳେ ପ୍ରମିକ ନିଜର ଅସଲ ରୂପ ଦେଖାଇଦେଲା । ବାରମ୍ବାର ଯାଉଥିଲା ହୋଟେଲକୁ । ଆଉ ସେହି ହୋଟେଲ ସାମ୍ନାରେ ହିଁ ପ୍ରେମିକା ଆଗରେ ଗାଡ଼ି ଚଢ଼ାଇ ଦେଲା । ସୋମବାର ଭୋର ୪.୩୦ ମିନିଟରେ ଏକ ହୋଟେଲ ଆଗରେ ଏମିତି ଏକ ଘ-ଟଣା ଘଟି ଯାଇଛି ।

ଘଟଣାକି ଚାରି ଦିନ ବିତିଥିବା ସତ୍ତ୍ୱେ ଏବଂ ଏହି ମାମ-ଲାରେ ଅଭି-ଯୋଗ ଦେଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଏହି ମାମ-ଲାରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ ଏବଂ ଅଭି-ଯୁକ୍ତକୁ ଗି-ରଫ ସୁଦ୍ଧା କରିନାହିଁ । କାରଣ ପ୍ରେମିକ ବଡ଼ ଘରର ପୁଅ । ତଥାପି ସେ ବର୍ଷେ ନୁହଁ କିମ୍ବା ଦୁଇ ବର୍ଷ ନୁହଁ ଚାରି ବର୍ଷ ପ୍ରେମିକାକୁ ଲୁ-ଟିଲା ।

ଚାରି ବର୍ଷ ଲୁ-ଟିବା ପରେ , ହୋଟେଲରେ ସବୁ ନେବା ପରେ ଆଜି ତାର ଗୋଡ଼ ଉପରେ ମଧ୍ୟ ଗାଡ଼ି ଚଳାଇ ଦେଇଛି । ଅଭି-ଯୁକ୍ତ ପ୍ରେମିକ ଜଣକ ହେଉଛନ୍ତି ଅଶ୍ୱଜିତ । ଯିଏକି ଜଣେ ଆଇଏଏସ ଅଫିସରଙ୍କ ପୁଅ ବୋଲି ଜଣା ପଡ଼ିଛି । ଏହାବ୍ୟତୀତ ପୀ-ଡ଼ିତା ଯୁବତୀ ଜଣକ ହେଉଛନ୍ତି ପ୍ରିୟା ଯିଏକି ଅଭି-ଯୋଗ କରିଛନ୍ତି ଯେ ତାଙ୍କ ପ୍ରେମିକ , ଯାହାଙ୍କ ନାମ ଅଶ୍ୱଜିତ ତାଙ୍କ ସହିତ ସେ ଦୀର୍ଘ ଦିନ ହେବ ଲିଭିନ ରିଲେଶନଶିପରେ ରହୁଥିଲେ । ସେ ବିବାହିତ ଥିଲେ ବୋଲି ପ୍ରିୟା ଜାଣି ନଥିଲେ । ଆଉ ଯେତେବେଳେ ଜାଣିବାକୁ ପାଇଲେ ସେତେବେଳେ ହିଁ ଏଭଳି କା-ଣ୍ଡ ଘଟି ଯାଇଥିଲା । ଯେଉଁ କାରଣରୁ ପ୍ରେମିକ ହୋଟେଲ ସାମ୍ନାରେ ପ୍ରିୟାଙ୍କ ଗୋଡ଼ ଉପରେ ଗାଡ଼ି ଚଢ଼ାଇ ଦେଲେ ।

ପ୍ରେମିକାର ଗୋଡ଼ ଭାଙ୍ଗି ଯାଇଛି ଏବଂ ବର୍ତ୍ତମାନ ସେ ଡାକ୍ତରଖାନାରେ ଜୀବନ ମୃ-ତ୍ୟୁ ସହିତ ଲ-ଢ଼େଇ କରୁଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଘଟ-ଣାକୁ ୪-୫ ଦିନ ବିତି ଯାଇଥିଲେବି ପୋ-ଲିସ ଏବେ ସୁଦ୍ଧା କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିନାହିଁ କିମ୍ବା ଅଭି-ଯୁକ୍ତ ପ୍ରେମିକକୁ ଗି-ରଫ ମଧ୍ୟ କରିନାହିଁ । ଆଇପିସି ଧାରା ୩୨୩ , ୨୭୯ , ୫୦୪ ମାମ-ଲା ରୁ-ଜ୍ଜୁ କରି ପୋ-ଲିସ ତ-ଦନ୍ତ କରୁଛି । ଏବେ ଦେଖିବାକୁ ବାକି ରହିଲା ଯେ କେବେ ଏବଂ କେଉଁଦିନ ବଡ଼ ଘରର ଛୁଆ କୋର୍ଟ କାଠଗଡ଼ା କିମ୍ବା ଜେ-ଲର ଚାରି କାନ୍ଥ ଭିତରକୁ ଯାଉଛି । ଏପଟେ ପୀ-ଡ଼ିତା ନିଜର ନ୍ୟା-ୟ ଅପେକ୍ଷାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *