କେବଳ ୧ଟଙ୍କାରେ ଘରକୁ ଆଣନ୍ତୁ ସ୍କୁଟି, କମ୍ପାନୀ ଆଣିଲା ଦମଦାର ଅଫର…. ଶୀଘ୍ର କରିଦିଅନ୍ତୁ ବୁକିଙ୍ଗ

Women’s Day Discount Offer: ଯଦି ଆପଣ ଆପଣଙ୍କ ଘରର କୈାଣସି ମହିଳାଙ୍କ ପାଇଁ କୈାଣସି 2-ହ୍ବିଲର କିମ୍ବା ସ୍କୁଟି କିଣିବା ପାଇଁ ଚାହୁଁଛନ୍ତି, ତାହେଲେ Hero MotoCorpର ଏହି ସୁନ୍ଦର ଅଫର ଆପଣଙ୍କ କାମରେ ଆସିପାରିବ। ଏଥିରେ ନାଁ କେବଳ କମ୍ପାନୀ ତରଫରୁ ଭାରି ରିହାତି ମିଳୁଛି ବରଂ ଗାଡ଼ି କିଣିବା ପାଇଁ ଡାଉନପେମେଣ୍ଟ ମଧ୍ୟ କେବଳ ୧ଟଙ୍କା ହିଁ କରିବା ପାଇଁ ପଡିବ। ପଢ଼ନ୍ତୁ ପୂରା ଖବର…

Hero MotoCrop ଆନ୍ତରାଷ୍ଟ୍ରିୟ ମହିଳା ଦିବସ ଅବସରରେ ଗୋଟିଏ ସୁନ୍ଦର ଅଫର ଦାଖଲ କରିଛନ୍ତି।ଏହି ଅଫରର ଲାଭ ମହିଳାମାନେ ଉଠାଇ ପାରିବେ ଏବଂ କେବଳ ଗୋଟିଏ ଟଙ୍କାର ଡାଉନପେମେଣ୍ଟରେ କମ୍ପାନୀର କୈାଣସି ବି ସ୍କୁଟରକୁ ଘରକୁ ଆଣି ପାରିବେ।

ମିଳିବ ୬୦୦୦ ଟଙ୍କା ପର୍ଯ୍ୟନ୍ତର ଲାଭ

Hero MotoCorpର କହିବା କଥା ହେଉଛି କି ଯଦି କୈାଣସି ମହିଳା ନିଜ ନାମରେ କମ୍ପାନୀର କୈାଣସି ବି ସ୍କୁଟର କିଣିଥାନ୍ତି, ତାହେଲେ ତାଙ୍କୁ ୬,୦୦୦ଟଙ୍କା ପର୍ଯ୍ୟନ୍ତର ଲାଭ ମିଳିବ। ସେଠାରେ କମ୍ପାନୀର କିଛି ଡିଲର ମହିଳା ଦିବସ ଅବସରରେ ନିଜ ତରଫରୁ ଅଧିକ ରିହାତି ମଧ୍ୟ ଦେଉଛନ୍ତି।

Hero MotoCropର ପ୍ଲେଜର ପ୍ଲସ, ମେଷ୍ଟ୍ରୋ ଏଜ ୧୨୫ ଏବଂ ଡେଷ୍ଟିନି ୧୨୫ କିଣିବା ଦ୍ଵାରା ମହିଳା ମାନଙ୍କୁ ୪,୦୦୦ଟଙ୍କା ପର୍ଯ୍ୟନ୍ତର କ୍ୟାଶ ବୋନଶ ମିଳୁଛି। ଏତିକି ନୁହେଁ,ଏହା ସହିତ ସେ ୨,୦୦୦ ଟଙ୍କା ପର୍ଯ୍ୟନ୍ତର ଲୟଲ୍ଟୀ କିମ୍ବା ଏକ୍ସଚେଞ୍ଜ ବୋନସର ଲାଭ ମଧ୍ୟ ନେଇ ପାରିବେ।

୧ଟଙ୍କାର ଡାଉନପେମେଣ୍ଟରେ ନିଅନ୍ତୁ ସ୍କୁଟର

Hero MotoCorp ଏହି ଅଫର ବଛାବଛା ସହର ପାଇଁ ହିଁ କରିଛନ୍ତି। ଏଥିପାଇଁ ଜରୁରୀ ହେଉଛି କି ଆପଣ ଆପଣଙ୍କ ନିକଟସ୍ଥ ହିରୋ ମୋଟୋକର୍ପ ଡିଲରଙ୍କ ଠାରୁ ଏହି ବିଷୟରେ ସୂଚନା ପ୍ରାପ୍ତ କରି ନିଅନ୍ତୁ।ଓ୍ବିମେନ୍ସ ଡେ ଅବସରରେ କମ୍ପାନୀର କିଛି ଡିଲର ବୋନସ ସହିତ ୧ଟଙ୍କାର ଡାଉନପେମେଣ୍ଟରେ ସ୍କୁଟର ଘରକୁ ଆଣିବା ପାଇଁ ସୁବିଧା ଦେଉଛନ୍ତି।

୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଠାନ୍ତୁ ଲାଭ

ହିରୋ ମୋଟୋକର୍ପ ଏହି ସ୍ୱତନ୍ତ୍ର ଅଫରର ଲାଭ ମହିଳାମାନେ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ହିଁ ନେଇ ପାରିବେ।Pleasure Plusର ମୂଲ୍ୟ 62,220ଟଙ୍କାରୁ ଆରମ୍ଭ ହୋଇଥାଏ। ଯେତେବେଳେ କି Maestro Edge 110ର ମୂଲ୍ୟ 66,820ଟଙ୍କା, Maestro Edge 125ର ମୂଲ୍ୟ 73,450ଟଙ୍କା ଏବଂ Destini 125ର ମୂଲ୍ୟ 70,400ରୁ ଆରମ୍ଭ ହୋଇଥାଏ।

Leave a Reply

Your email address will not be published. Required fields are marked *