ତଳକୁ ଖସିଗଲା ବାପା , ସ୍ତ୍ରୀକୁ କହିଲା ଝିଅକୁ ହ-ତ୍ୟା କରିଦେ , ନହେଲେ ସବୁଦିନ ପାଇଁ ମଥାରୁ ପୋଛିଦେ ସିନ୍ଦୂର

ଏମିତି ବାପାକୁ ଦୂରୁ ଜୁହାର । ନିଜ ସ୍ତ୍ରୀ ଆଗରେ ରଖିଥିଲା ଏମିତି ସର୍ତ୍ତ । କହିଥିଲା ହୁଏତ ଏ ଦୁନିଆଁରେ ମୁଁ ରହିବି ନଚେତ୍ ଏ ଝିଅ ରହିବ । କିନ୍ତୁ କୋମଳ ଶିଶୁ ଆଗରେ ହାରି ଯାଇଥିଲା ବାପା ପ୍ରତି ପ୍ରେମ ଆଉ ଶେଷରେ ରା-ଗି ଯାଇ ବାପା ନେଇ ଗଲା ଏପରି ପଦକ୍ଷେପ , ଯାହା ବିଷୟରେ ବର୍ତ୍ତମାନ ସମୟରେ ଯିଏ ବି ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି । ଗୋଟିଏ ବାପାର ମାନସିକତା ଏତେ ତଳକୁ ଖସି ଯାଇପାରେ , ତାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ।

ତେବେ ଏପରି ଏକ ଘ-ଟଣା ଯାହା ବର୍ତ୍ତମାନ ସମୟରେ ସାରା ଓଡ଼ିଶାକୁ ହଇଚଇ କରି ଦେଇଛି । ଜଣେ ବାପା ହୋଇ ଏପରି ତଳକୁ ଖସି ଯାଇପାରିବେ ବୋଲି କେହି ସ୍ୱପ୍ନରେ ମଧ୍ୟ ଭାବି ନଥିବେ । କିନ୍ତୁ କୁହାଯାଏ ନା ଯାହା ଭାଗ୍ୟରେ ଥିବ , ତାହା ହିଁ ହେବ । ଆଉ ଶେଷରେ ତାହା ହିଁ ହୋଇଥିଲା । ତେବେ ହଁ ଆଜ୍ଞା ଆମେ କହୁଛୁ ନୟାଗଡ଼ ଜିଲ୍ଲାରେ ଘଟି ଯାଇଥିବା ଚର୍ଚ୍ଚିତ ଘ-ଟଣା ବିଷୟରେ । ବାପା ଚାହୁଁ ନଥିଲେ ଘରେ ଲକ୍ଷ୍ମୀ ଜନ୍ମ ହେଉ କିନ୍ତୁ ମାଆ ଚାହୁଁଥିଲା ଯାହା ହେଲେ ବି ତାର ଛୁଆ ।

ତେବେ ଶେଷରେ ଘରେ ଜନ୍ମ ହୋଇଥିଲା ଝିଅ ଆଉ ବାପାର ମନ ରା-ଗରେ ଜଳି ଉଠିଥିଲା । ଆଉ ଗୋଟିଏ କଥା ସେ ଲଗାଇ ରଖିଥିଲା କି , ମାଆଟି ଝିଅକୁ ହ-ତ୍ୟା କରି ଦେଉ ନଚେତ୍ ସେ ଚିରଦିନ ପାଇଁ ନିଜ ସ୍ବାମୀଙ୍କୁ ହରାଇ ବସିବ । କିନ୍ତୁ କେଉଁ ମାଆ କଣ ନିଜର ୨୩ ଦିନର କୋମଳ ଛୁଆକୁ ହ-ତ୍ୟା କରିପାରିବ । କାହାର ବା ହାତ ଯିବ । ଆଉ ସେଦିନ ରାଗରେ ଯେତେବେଳେ ସ୍ତ୍ରୀ ସ୍ୱାମୀର କଥା ମାନି ନଥିଲା । ଶେଷରେ ସ୍ଵାମୀ ଘରୁ ଗାମୁଛା ଧରି ରା-ଗି ପଳାଇ ଯାଇଥିଲା ।

ଆଉ ସ୍ତ୍ରୀକୁ ଫୋନ୍ କରି କହିଥିଲା ଭିଡିଓ କଲ୍ କରିବାକୁ । କିନ୍ତୁ ସ୍ତ୍ରୀ ଛୁଆର ଦେହ ଖରାପ ଥିଲା ବୋଲି ଫୋନ୍ ଧରି ନଥିଲା। ଆଉ ଶେଷରେ ଗାଆଁ ମୁଣ୍ଡରେ ଗାମୁଛାରେ ଫା-ଶୀ ହୋଇ ଯାଇଥିଲା ବାପା । ତେବେ ବହୁତ ଖୋଜାଖୋଜି କରିବା ପରେ ଗାଆଁ ମୁଣ୍ଡରୁ ମୃ-ତଦେ-ହ ଉ-ଦ୍ଧାର କରାଯିବା ସହିତ ପୋଲି-ସକୁ ଖବର ଦିଆ ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଜଣେ ବାପାର ମୃ-ତ୍ୟୁକୁ ନେଇ ସମସ୍ତେ ଯେତେ ଦୁଃ-ଖିତ ନ ଅଛନ୍ତି , ଗୋଟିଏ ଝିଅ ପ୍ରତି ବାପାର ମାନସିକତାକୁ ନେଇ ସମାଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *