ବର୍ଷାଙ୍କ ଭଉଣୀକୁ ଅନୁଭବ କହିଥିଲେ ଶାରୀ-ରିକ ସମ୍ପର୍କ ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନୁଭବ ଓ ବର୍ଷାଙ୍କ ଭଉଣୀଙ୍କ ଭିତରେ ହୋଇଥିବା ହ୍ୱାଟସପ ଚାଟିଂ । ଯେଉଁ ମାସେଜ୍ ରେ ଅନୁଭବ ମହାନ୍ତି ନିଜ ମନର ବେଦନାକୁ ବର୍ଷାଙ୍କ ଭଉଣୀଙ୍କ ଆଗରେ ପ୍ରକାଶ କରିଛନ୍ତି । ଅନୁଭବ ବର୍ଷାଙ୍କ ଭିତରେ ଥିବା ବିବାଦ ଧୀରେ ଧିରେ ଅଧିକ ଜଟିଳ ହେଉଥିବା ବେଳେ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ବର୍ଷାଙ୍କୁ ନେଇ ଅନେକ କଥା କହୁଛନ୍ତି । ହେଲେ ବର୍ଷା କିନ୍ତୁ ନୀରବ ରହିଛନ୍ତି । ଆଉ ଏହାରି ଭିତରେ ଅନୁଭବ ମହାନ୍ତି କହିଛନ୍ତି ବର୍ଷାଙ୍କ ଭଉଣୀଙ୍କୁ ଦିଦି ଆମ ଭିତରେ କୌଣସି ଶାରୀ-ରିକ ସଂ-ପର୍କ ନାହିଁ ।

ହଁ ଆଜ୍ଞା ଅନୁଭବ ଆଉ ବର୍ଷାଙ୍କ ଭଉଣୀ ଭିତରେ ହୋଇଥିବା କଥା ବର୍ତାରେ ବର୍ଷାଙ୍କ ଭଉଣୀ କହିଛନ୍ତି ତୁମେ ଦୁହେଁ ରାତି ହେଲେ କାହିଁକି ଝ-ଗଡା କରୁଛ । ଆଉ ଏହାର ଉତ୍ତରରେ ଅନୁଭବ ମହାନ୍ତି ନିଜ ମନର ଅନେକ ଅକୁହା କଥା କହିଛନ୍ତି । ବିବାହର ଅନେକ ବର୍ଷ ବିତି ଯାଇଥିଲେ ବି ଆମେ ଦୁହେଁ ସାରିରିକ ସ-ମ୍ପର୍କ ପାଇଁ କେହି କାହାକୁ ପରାମର୍ଶ ଦେଇ ନାହିଁ । ଯାହା ମତେ ଭାଙ୍ଗି ସାରିଲାଣି । ମୁଁ ପ୍ରତି ଦିନ ମରି ମରି ବଞ୍ଚିଛି । ଆଉ ଏହା ପରେ ଅନୁଭବ ମହାନ୍ତି କହିଥିଲେ ଦିଦି ତୁମେ ମୋର ଭଗବାନ ତୁମେ କୁହ ଏଭଳି ପରିସ୍ଥିତିରେ ମୁଁ କରିବି କଣ ।

ତେବେ ଏହା ପରେ ବର୍ଷାର ଭଉଣୀ ଅନୁଭବ ମହାନ୍ତିଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ବର୍ତ୍ତମାନ କଟକ ପରିବାର ଅଦାଲତ ଅନୁଭବ ମହାନ୍ତିଙ୍କ ଛାଡ଼-ପତ୍ର ଆବେଦନକୁ ଖାରଜ କରିବା ପରେ ଅନୁଭବ ମହାନ୍ତି ଏବେ ଉପର କୋର୍ଟରେ ଯାଇ ଚ୍ୟା-ଲେଞ୍ଜ କରିବେ ବୋଲି କୁହାଯାଉଛି । କାରଣ ଅନୁଭବ ପରିବାର ଅଦାଲତ ନେଇଥିବା ଏଭଳି ନିଷ୍ପତ୍ତିରେ ଖୁସି ନାହାନ୍ତି । ଆଉ ଅନୁଭବ ଏହା ମଧ୍ୟ କହିଛନ୍ତି କି ଆଜି ନାହିଁ ତ କାଲିକୁ ନିହାତି ଭାବେ ଛା-ଡ଼ପ-ତ୍ର ହେବ ।

ମୁଁ ବର୍ଷାଙ୍କୁ ଯେବେ ଛା-ଡ଼ପ-ତ୍ର ଦେବୀ ସେବେ ଶାନ୍ତିରେ ନିଶ୍ୱାସ ମା-ରିବି ଆଉ ଏହାକୁ ଶୁଣିବା ପରେ ପୁଣି ଥରେ ପ୍ରଶଂସକ ମାନେ ଚକିତ ହୋଇଯାଇଛନ୍ତି କାରଣ ବର୍ଷା ଆଉ ଅନୁଭବ ମହାନ୍ତିଙ୍କ ଛା-ଡ଼ପ-ତ୍ର ମାମ-ଲା ଖାରଜ ହେବା ପାରେ ସମସ୍ତେ ଖୁସି ହୋଇଥିଲେ । ପୁଣି ଥରେ ଦୁହେଁ ଏକାଠି ହୋଇଯିବେ ବୋଲି ଭାବୁଥିଲେ ହେଲେ ସବୁ କିଛି ପୁଣି ଥରେ ଆଉ ଏକ ମୋଡ ନେବାକୁ ଯାଉଛି । ତେବେ ସମୟ କହିବ ଆଗକୁ ଛାଡ଼-ପତ୍ର ହେବ ନା ଦୁହେଁ ଦୁହିଁଙ୍କ ସାଥିରେ ରହିବେ ।

Leave a Reply

Your email address will not be published. Required fields are marked *