ମତେ ଶଳା କହୁଚି ସେ ନିଜେ ଗୋଟେ ମାନସିକ ରୋଗୀ

ଅନେକ ଦିନ ଧରି ସାରା ଓଡ଼ିଶାରେ ଜଣେ ଠ-କ ପ୍ରଯୋଜକ ନାମରେ ଚର୍ଚ୍ଚା ହେଉଛି । ଆଉ ସେ କିପରି ପିଣ୍ଟୁ ନନ୍ଦଙ୍କୁ ଠ-କି ଦେଇ ଚାଲି ଯାଇଛନ୍ତି ସେ କଥା ଆପଣ ସମସ୍ତେ ଜାଣିଥିବେ । ସେ ଯେଉଁ ୫୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ , ତାହା ବାଉନ୍ସ ହୋଇଗଲା ବୋଲି ସମସ୍ତେ କହିବାରେ ଲାଗିଥିଲେ । ଆଉ ଏହାପରେ ସାମ୍ନାକୁ ଆସିଥିଲା ତାଙ୍କ ବିରୁ-ଦ୍ଧରେ ଗୋଟିଏ ପରେ ଗୋଟିଏ କଥା । ସମସ୍ତେ ତାଙ୍କ ନାମରେ ଅନେକ କଥା କହିଥିଲେ । କିଏ ତାଙ୍କୁ ଠ-କ କହିଥିଲା ଆଉ ପୁଣି କିଏ ତାଙ୍କୁ ଚୋ-ର କହିଥିଲା । ତାଙ୍କ କ୍ରାଇମ୍ ରେ-କର୍ଡ ବିଷୟରେ ସମସ୍ତେ କଥା ହେବାକୁ ଲାଗିଥିଲେ । କେଉଁ କେଉଁ ଥା-ନାରେ ତାଙ୍କ ନାମରେ ମାମ-ଲା ରହିଛି , ସେ ବିଷୟରେ ମଧ୍ୟ ଆଲୋଚନା କରା ଯାଇଥିଲା । ଆଉ ଧିରେ ଧିରେ ସେ ଜଣେ ମି-ଛ ପ୍ରଯୋଜକ ବୋଲି ମଧ୍ୟ ଧରା ପଡ଼ିଥିଲେ ।

ତେବେ ଏହାରି ମଧ୍ୟରେ ତାଙ୍କ ସହିତ ବବି ମିଶ୍ରଙ୍କ ନାମ ସାମ୍ନାକୁ ଆସିଥିଲା ।ଯିଏ ତାଙ୍କୁ ଟଙ୍କା ଦେବା ପାଇଁ କହିଥିଲେ ବୋଲି ସେହି ପ୍ରଯୋଜକ ଶିତାଂଶୁ କ୍ୟାମେରା ଆଗରେ କହିଥିଲେ । ସେ କହିଥିଲେ କି , ସେଦିନ ସେ ଯେଉଁ ଟଙ୍କା ଦେବା ପାଇଁ ଯାଇଥିଲେ , ସେଠାରେ ବବି ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ସେ ତାଙ୍କୁ କେତେ ଟଙ୍କା ଦେବେ ବୋଲି ପଚାରି ଥିଲେ ଆଉ ସେ ୧୦ ହଜାର ଟଙ୍କା ବାହାର କରିଥିବା ବେଳେ ବବି ମିଶ୍ର ତାଙ୍କୁ ଅଧିକ ଟଙ୍କା ଦେବାକୁ କହିଥିଲେ । ଏପରିକି ତାଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ତେଣୁ ସେ ବବି ମିଶ୍ରଙ୍କ କଥାରେ ପଡି ୫୦ ଲକ୍ଷର ଚେକ୍ ଦେଇଥିବା କଥା କହିଥିଲେ । ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇ ଯାଇଥିବା ବେଳେ ମୁହଁ ଖୋଲିଛନ୍ତି ନିଜେ ବବି ମିଶ୍ର।

ସେ ସବୁ ସତ କଥା ଗଣମାଧ୍ୟମ ଆଗରେ କହିବାରେ ଲାଗିଛନ୍ତି। ସେଦିନ କଣ ହୋଇଥିଲା ଆଉ କଣ ପାଇଁ ତାଙ୍କ ନାମ ଆଗକୁ ଆସିଲା , ତାହାକୁ ନେଇ ସେ ମୁଁହ ଖୋଲିଛନ୍ତି । ସେଦିନ ସେ ପିଣ୍ଟୁ ନନ୍ଦଙ୍କ ପାଖରେ ଉପସ୍ଥିତ ରହିଥିଲେ। ଆଉ ଏହାରି ମଧ୍ୟରେ ସେଠାରେ ଯାଇ ଠ-କ ପ୍ରଯୋଜକ ପହଞ୍ଚି ଯାଇଥିଲେ । ଆଉ ସେଠାରେ ସମସ୍ତଙ୍କୁ ଟଙ୍କା ଦେବା ମଧ୍ୟ ଦେଖିଥିଲେ । ଏହାପରେ ସେ ସମସ୍ତଙ୍କୁ ଦେଖି ନିଜେ କେତେ ଟଙ୍କା ଦେଖିବେ ବୋଲି ବବି ମିଶ୍ରଙ୍କୁ ପଚାରି ଥିଲେ ଆଉ ଏହାର ଉତ୍ତରରେ ବବି ମିଶ୍ର କହିଥିଲେ କି , ତୁମର ଯେତେ ଟଙ୍କା ଇଚ୍ଛା ତୁମେ ଦିଅ । ଏହି କଥାରେ ମୁଁ କିଛି କହିପାରିବି ନାହିଁ । ତେଣୁ ଏହାପରେ ସେ ତାଙ୍କ ଇଚ୍ଛା ଅନୁଯାୟୀ , ୫୦ ଲକ୍ଷ ଟଙ୍କାର ଚେକ୍ ଦେଇ ଦେଇଥିଲେ । ଆଉ କହିଥିଲେ କି , ସେଥିରେ ୫୦ ଲକ୍ଷ ଲେଖି ଦିଅନ୍ତୁ । ଆଉ ବବି ମିଶ୍ର ସେଥିରେ ଲେଖି ଦେଇଥିଲେ ।

ଏହାପରେ ସେ କିଛି କଥା ବିଷୟରେ ଜାଣି ନାହାଁନ୍ତି ବୋଲି କହିଛନ୍ତି । ସେଦିନ ସେ ସେଠାରୁ ପଳାଇ ଆସିଥିଲେ । ତେଣୁ ଏହି କଥାରେ ତାଙ୍କୁ ଆଉ ବେଶୀ କିଛି ଜଣା ନାହିଁ ବୋଲି ସେ କହିଛନ୍ତି । ତେବେ କଥା ଏତିକିରେ ଅଟକି ଯାଇନାହିଁ , ଏହାରି ମଧ୍ୟରେ ସେହି ପ୍ରଯୋଜକଙ୍କୁ ନେଇ ଅନେକ ଆଲୋଚନା ଚାଲିଛି । ପ୍ରକୃତରେ ସେ କିଏ ଆଉ କାହିଁକି ଏପରି କାମ କରିଲେ , ତାହା ଜାଣିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । କାହିଁକି ସେ ନିଜକୁ ମି-ଛ ପ୍ରଯୋଜକ ବୋଲି କହିବାରେ ଲାଗିଛନ୍ତି ଆଉ ଏଥିପାଇଁ ତାଙ୍କୁ ନେଇ ଆଲୋଚନା ହେଉଛି , ତାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ତେବେ ଖାଲି ଏତିକି ନୁହେଁ , ଏପରିକି ସେହି ପ୍ରଯୋଜକଙ୍କ ନାମରେ ସବୁ ଥା-ନାରେ ମାମ-ଲା ରହିଛି ବୋଲି ଜଣା ପଡିଛି , ସେ ଆଗରୁ ଅନେକ ଚୋ-ରି କାମରେ ମଧ୍ୟ ନିୟୋଜିତ ଥିବା କଥା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *