ପ୍ରେମ କରି ବିବାହ କଲା ତା ପରେ ମା-ରି ଦେଲା ।

ପ୍ରେମ ସାଜିଲା ସ୍ତ୍ରୀ ପାଇଁ ଅଭି-ଶାପ । ପ୍ରେମ କରି ଯେଉଁ ସ୍ୱାମୀର ହାତ ଧରିଥିଲା ସେହି ସ୍ବାମୀ ଆଜି ସ୍ତ୍ରୀର ଜୀବନ ନେଇଗଲା । ଭଲ ପାଇ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ହେଲେ ବିବାହର ମାତ୍ର ଚାରି ଦିନ ଯାଇ ନଥିଲା ସ୍ବାମୀ ଆରମ୍ଭ କରିଦେଇଥିଲା ସ୍ତ୍ରୀ ଉପରେ ଅକଥନୀୟ ନିର୍ଯ-ତନା। ଯେତେବେଳେ ସ୍ବାମୀ ସ୍ତ୍ରୀକୁ ପ୍ରେମ କରୁଥିଲେ ସେତେବେଳେ ପତ୍ନୀଙ୍କୁ ଦେଖାଇଥିଲେ ଅନେକ ସ୍ଵପ୍ନ। କିନ୍ତୁ ଦୁଃଖର କଥା ସେହି ଅନେକ ସ୍ଵପ୍ନ ଭିତରୁ ଗୋଟିଏ ବି ସ୍ୱପ୍ନ ପୂରଣ ହୋଇଛି କି ନାହିଁ ସ୍ବାମୀ ସାଜିଲା ସୈତାନ୍ । ଆଉ ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ସିନ୍ଦୂର ଦେଇଥିଲା ସେହି ହାତରେ ନେଇଗଲା ସ୍ତ୍ରୀର ଜୀବନ ।

ସ୍ତ୍ରୀ କୁ ସାତ ଜନ୍ମର ସାଥି କରିଥିଲା ସ୍ବାମୀ । ମ-ରିବା ଯଦି ଏକାଠି ମରିବା ଆଉ ବଞ୍ଚିବା ଯଦି ଦୁହେଁ ଦୁହିଁଙ୍କ ହାତ ଧରି ବଞ୍ଚିବା ବୋଲି ସ୍ବାମୀ ସବୁବେଳେ ସ୍ତ୍ରୀକୁ କହୁଥିଲା । ହେଲେ ସ୍ତ୍ରୀ ଜାଣି ନଥିଲା ଯେଉଁ ସ୍ବାମୀ ବିବାହ ପୂର୍ବରୁ ଏତେ ମିଠା ମିଠା କଥା କହୁଥିଲା ସେହି ସ୍ବାମୀ ବିବାହ ପରେ ତାର ଅସଲ ଚେହେରା ଦେଖାଇବ ବୋଲି । ଆଉ ହଁ ସ୍ତ୍ରୀ ସିନା ସ୍ବାମୀ କଥାରେ ପଡ଼ି ପରିବାର ସାଙ୍ଗ ସାଥୀ ସମସ୍ତଙ୍କୁ ପର କରି ସ୍ୱାମୀର ହାତ ଧରିଲା । ହେଲେ ବିବାହ ପରେ ପ୍ରେମିକ ଯେବେ ସ୍ୱାମୀ ସାଜିଲା ତା ପରେ ଦେଖାଇଲା ବିଶ୍ୱୋ ରୂପ । ନିଜ ସାଥିକୁ ମାରି ସ୍ବାମୀ ସାଜିଲା ସୈ-ତାନ୍ । ସାତ ଜନ୍ମ ପାଇଁ ସାଥିରେ ରହିବାକୁ କଥା ଦେଇଥିବା ସ୍ବାମୀ ଗୋଟିଏ ଜନ୍ମ ବି ସ୍ତ୍ରୀକୁ ସାଥୀରେ ରଖି ପାରିଲା ନାହିଁ ।

ଏଭଳି ଅଭା-ବନୀୟ ଘ-ଟଣା ଘଟିଛି ବ୍ରହ୍ମପୁର ଥା-ନା ଜାଡ଼ିପୁର ଗ୍ରାମରେ । ଚାରି ବର୍ଷ ତଳେ ଲିପାଞ୍ଜଳି ଓ ନିରଞ୍ଜନ ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ କରିଥିଲେ । ଆଉ ବିବାହର ଚାରି ବର୍ଷ ସ୍ବାମୀ ଲିପାଞ୍ଜଳୀଙ୍କୁ ଅନେକ ନିର୍ଯାତନା ଦେଉଥିବା ଝିଅର ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି । ତେବେ ହଟାତ୍ ବିବାହର ଚାରି ବର୍ଷ ପରେ ଲିପାଞ୍ଜଳୀ କୁଆଡେ ନି-ଖୋଜ ହୋଇଯାଇଥିବା ଖବର ଦେଇଥିଲେ ସ୍ବାମୀ ନିରଂଜନ । ହେଲେ ନିଖୋଜ ର ପାଞ୍ଚ ଦିନ ପରେ ଲିପାଞ୍ଜଳିଙ୍କ ମୃ-ତ ଦେହ ଦେଖିବାକୁ ମିଳିଥିଲା । ତେବେ ଦେଖଣା ହାରୀଙ୍କ କହିବା ଅନୁଯାୟୀ ଶ-ବ ଟି ଅତି ନି-ର୍ମମ ଭାବରେ ପଡ଼ିଥିଲା । ଆଉ ଏହି ଘ-ଟଣା ଲିପାଞ୍ଜଳୀଙ୍କ ପରିବାର ଲୋକେ ଦେଖିବା ପରେ ।

ଜ୍ବାଇଁ ହିଁ ଝିଅକୁ ହ-ତ୍ୟା କରିଥିବା ଅନୁମାନ କରି ଥା-ନାରେ ଅଭି-ଯୋଗ କରିଥିଲେ । ତେବେ ଯେଉଁ ସ୍ବାମୀ ଦିନେ ବିବାହ ପୂର୍ବରୁ କହୁଥିଲେ ଲିପାଞ୍ଜଲି ତୁମେ କେବଳ ମୋର ସେହି ସ୍ବାମୀ ଆଜି ସାତ ଜନ୍ମ ସାଥିରେ ରହିବାକୁ ଦେଲେନି ସ୍ତ୍ରୀକୁ । ବିବାହର ମାତ୍ର ଚାରି ବର୍ଷ ଭିତରେ ଜୀବନ ଓ ପରିବାରର ମାନେ ବୁଝି ନଥିବା ଲିପାଞ୍ଜଳିଙ୍କ ଜୀବନ ନେଇଗଲେ ସ୍ବାମୀ । ତେବେ ଏହି ଘଟ-ଣାର ତ-ଦନ୍ତ ପୋ-ଲିସ କରୁଥିବା ବେଳେ ସ୍ବାମୀଙ୍କୁ ଅଟକ ରଖି ଅଧିକ ତ-ଦନ୍ତ ଜାରି ରଖିଛି । ତେବେ ଏହି ଘ-ଟଣା ପରେ ଗ୍ରାମବାସୀ କହୁଛନ୍ତି ପ୍ରେମ ସାଜିଲା ଲିପାଞ୍ଜଳିଙ୍କ ପାଇଁ ଅଭି-ଶାପ ସଦୃ-ଶ୍ୟ ।

Leave a Reply

Your email address will not be published. Required fields are marked *