ସ୍ଵାମୀ ଆଗରେ ସ୍ତ୍ରୀକୁ କଲେ ଗଣଦୁ-ଷ୍କର୍ମ , ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାକୁ ଦେଲେ ଧ-ମକ

ଦଶହରା ଛୁଟିରେ ସମସ୍ତେ ଘରକୁ ଫେରି ଥାଆନ୍ତି । ନିଜ ପରିବାର ସହିତ କିଛି ସମୟ ଟିକିଏ ବିତାଇ ନିଜ ନିଜ କର୍ମ କ୍ଷେତ୍ରକୁ ଫେରି ଯିବେ । ତେବେ ଏହି ଦଶହରା ଛୁଟି କାହାର ଜୀବନରେ ଖୁସି ଭରି ଦେଇଥିବା ବେଳେ ଆଉ କାହାର ଜୀବନରେ ସବୁଠାରୁ ବଡ଼ ଦୁଃ-ଖ ଆଣି ଦେଇଛି । ଏଇ ଯେମିତି ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ । ସ୍ତ୍ରୀ ହଷ୍ଟେଲରେ ରହି ପାଠ ପଢୁଥିଲେ । ଆଉ ଦଶହରା ଛୁଟି ପଡ଼ିବାରୁ ନିଜ ସ୍ବାମୀଙ୍କୁ ଡାକିଥିଲେ ତାଙ୍କୁ ନେଇ ଯିବା ପାଇଁ । କିନ୍ତୁ ସେ ଜାଣି ନଥିଲେ ଏହା ହିଁ ତାଙ୍କ ବଡ ଭୁଲ ।

ତେବେ ସ୍ଵାମୀ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ । କିନ୍ତୁ ବାଟରେ ଆସିଥିଲା ଏକ ବଡ ବିପଦ । ଆଉ ତାହା ହେଉଛି ଏକ କାଜୁ ଜଙ୍ଗଲ ନିକଟରେ କିଛି ଦୁ-ର୍ବୃତ୍ତ ଅନାଇ ବସିଥିଲେ ଆଉ ମହିଳା ଜଣକୁ ନେଇ ଦୁଷ୍କର୍ମ କରି ଦେଇଥିଲେ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ । ସୂଚନା ଅନୁଯାୟୀ , ସ୍ଵାମୀ ସ୍ତ୍ରୀଙ୍କୁ ଅଟକାଇ ସେମାନଙ୍କ ଠାରୁ ଫୋନ୍ ଆଉ ସବୁ ଟଙ୍କା ଛଡ଼ାଇ ନେଇଥିଲେ ଦୁ-ର୍ବୃତ୍ତ । ଆଉ ପାଞ୍ଚ ଜଣ ଲୋକ ସ୍ଵାମୀଙ୍କ ଆଗରେ ଜଣକ ପରେ ଜଣେ ସ୍ତ୍ରୀଙ୍କୁ ଦୁ-ଷ୍କର୍ମ କରିଥିଲେ ।

ସ୍ଵାମୀ ଯେତେ ପ୍ରତି-ବାଦ କରିଥିଲେ ମଧ୍ୟ ତାଙ୍କୁ ମାଡ ମାରିଥିଲେ । ଆଉ ନିଜ ମନ ଭରିବା ପର୍ଯ୍ୟନ୍ତ ଦେହ ସୁଖ ନେଇ ଚାଲିଥିଲେ । ତେବେ ଖାଲି ଏତିକି ନୁହେଁ , ଏହି ସବୁତକ ଘଟ-ଣାର ଭିଡିଓ ମଧ୍ୟ କରିଥିଲେ ଅଭିଯୁକ୍ତ । ଆଉ ସେମାନଙ୍କ ଫୋନ୍ ନମ୍ବର ନେବା ସହିତ କହିଥିଲେ ୧୦ ହଜାର ଟଙ୍କା ଦେବ ନଚେତ୍ ଏହି ସବୁର ଭିଡିଓ ଭାଇରାଲ କରିଦେବୁ । ତେବେ କାହାକୁ କିଛି ନ କହି ସ୍ଵାମୀ ଜଣକ ଚୁପ୍ ହୋଇ ରହି ଯାଇଥିଲେ ଆଉ ସେମାନେ ଦୁ-ଷ୍କର୍ମ କରି ସାରି ମହିଳାଙ୍କୁ ଫୋପାଡ଼ି ସେଠାରୁ ଚାଲିଯିବା ପରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ନେଇ ଫେରି ଥିଲେ ।

ତେବେ ବର୍ତ୍ତମାନ ସେମାନେ ଭୁବନ ଥା-ନାରେ ଅଭି-ଯୋଗ କରିଥିଲେ । ତେବେ ପୋ-ଲିସ ଏହି ଘଟ-ଣାର ତ-ଦନ୍ତ କରି ଜଣେ ଅଭି-ଯୁକ୍ତଙ୍କୁ ଧରି ନେଇଛି । ଅଭି-ଯୁକ୍ତ ଜଣକ ହେଉଛନ୍ତି ଭୁବନ ଅଞ୍ଚଳର ବିକ୍ରମ ଜେନା । ପୋ-ଲିସ ତାଙ୍କୁ ସିନା ଧରି ନେଇଛି କିନ୍ତୁ ଆଉ ତାଙ୍କର ଚାରି ଜଣ ସାଥିଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ଖୁବଶୀଘ୍ର ସେମାନଙ୍କୁ ଧରି ନିଆଯିବ ବୋଲି ପୋଲିସ କହିଛି । ତେବେ ଅଭି-ଯୁକ୍ତ ଜଣଙ୍କୁ ଗି-ରଫ କରା ଯାଇ କୋର୍ଟ ଚା-ଲାଣ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *