ଫ୍ରିଜ ରଖୁଥିଲେ ଏଣିକି ସାବଧାନ ରୁହନ୍ତୁ । ନଚେତ ଆପଣଙ୍କ ଘରେ ବି ହୋଇପାରେ ବିସ୍ଫୋ-ରଣ ।

ଆଜିକାଲି ଫ୍ରିଜର ବ୍ୟବହାର ବେଶ ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତଙ୍କ ଘରେ ହିଁ ଫ୍ରିଜ ରହିଥାଏ । କିନ୍ତୁ ଏଭଳି ଏତେ ବଡ଼ ଆକାରର ଫ୍ରିଜ ଘରେ ରଖିବା ପୂର୍ବରୁ କିମ୍ବା ଅତିକମରେ ଏହାର ବ୍ୟବହାର କରିବା ପୂର୍ବରୁ ଫ୍ରିଜ ସମ୍ବନ୍ଧୀୟ କିଛି ତଥ୍ୟ ଏବଂ ସତ-ର୍କତା ବିଷୟରେ ଜାଣି ରଖିବା ନିତାନ୍ତ ଜରୁରୀ ଅଟେ । ନଚେତ ମଧ୍ୟପ୍ରଦେଶର ଦୁର୍ଘ-ଟଣା ଭଳି ଆପଣଙ୍କ ଘରେ ମଧ୍ୟ ଦୁର୍ଘ-ଟଣା ଘଟିପାରେ । ଘଟଣା ଏହା ଯେ ମଧ୍ୟପ୍ରଦେଶର ଏକ ଘରେ ଫ୍ରିଜ ବିସ୍ଫୋ-ରଣ ହୋଇ ସମ୍ପୂର୍ଣ୍ଣ ଘର ଜଳି ଧ୍ୱଂ-ସ ହୋଇ ଯାଇଛି । ଯାହାକି ବର୍ତ୍ତମାନ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରାଜ୍ୟର ମୌରିନା ଜିଲ୍ଲାରେ ଏଭଳି ଏକ ଅବିଶ୍ୱାସନୀୟ କା-ଣ୍ଡ ଘଟି ଯାଇଛି । କାରଣ ଫ୍ରିଜ ବିସ୍ଫୋ-ରଣ କାରଣରୁ ପୁରା ଘର ବ-ର୍ବାଦ ହୋଇ ଯାଇଛି । ଘ-ଟଣା ଏହା ଥିଲା ଯେ ମୌରିନା ଜିଲ୍ଲାର ନଗରସେନା ରୋଡ଼ ମନ୍ଦିର ନିକଟସ୍ଥ ରହୁଥିବା ଟିଙ୍କୁ ସୋମବାର ଦିନ ଘରକୁ ଏକ ନୂଆ ଫ୍ରିଜ ଆଣିଥିଲେ । ନୂଆ ଫ୍ରିଜ କାରଣରୁ ପୁରା ଘରେ ବେଶ ଖୁସି ହୋଇ ଯାଇଥିଲେ । ଫ୍ରିଜକୁ ଖୋଲି ଯେତେବେଳେ ବିଦ୍ୟୁତ ସଂଯୋଗ କରି ସମସ୍ତେ ବାହାରେ ବସିଥିଲେ ସେତେବେଳେ ହଠାତ ଘର ଭିତରେ ବହୁତ ଜୋର ଶବ୍ଦ ଶୁଣିବାକୁ ମିଳିଥିଲା ।

ଆଉ ଆଖି ପିଛୁଳାକେ ସାରା ଘରେ ନି-ଆଁ ଲାଗିଯିବା ସହିତ ଫ୍ରିଜ ବିସ୍ଫୋ-ରଣ ହୋଇଥିଲା । ଯେଉଁ କାରଣରୁ ଘରର ସମସ୍ତ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ତେବେ କହି ରଖିବୁ ଯେ ଫ୍ରିଜରେ ବିଦ୍ୟୁତ ସଂଯୋଗ କରିବା ପୂର୍ବରୁ ସତ-ର୍କତା ଅବଲମ୍ବନ କରନ୍ତୁ ।

ହୁଏତ ମନୁଷ୍ୟର ଜୀବନ ବଞ୍ଚି ଯାଇଥିଲା ତଥାପି ସାମାନ୍ୟ ଭୁଲ କାରଣରୁ ଏଭଳି ବଡ଼ କ୍ଷ-ତି ହୋଇଥିଲା । କୁହାଯାଉଛି ଯେ ଫ୍ରିଜର କମ୍ପ୍ରେସର ଫାଟିବା କାରଣରୁ ଏଭଳି ଅ-ଗ୍ନିକା-ଣ୍ଡ ହୋଇଛି । ଏଣୁ ଆପଣ ବି ଯଦି ଘରକୁ ଫ୍ରିଜ ଆଣୁଛନ୍ତି ତେବେ ଆଣିବାର ୧-୨ ଘଣ୍ଟା ପରେ ଫ୍ରିଜରେ ବିଦ୍ୟୁତ ସଂଯୋଗ କରନ୍ତୁ ନଚେତ ତାହାର କମ୍ପ୍ରେସର ବିସ୍ଫୋ-ରଣ ହୋଇପାରେ ।

Leave a Reply

Your email address will not be published. Required fields are marked *