ସ୍ଵାମୀଙ୍କ ପାଇଁ ହାତ ଯୋଡିଲେ ଗୋପାଳଙ୍କ ସ୍ତ୍ରୀ , କହିଲେ ସ୍ବାମୀଙ୍କୁ ଦ-ଣ୍ଡ ଦିଅନ୍ତୁ ପଛକେ …

ଦୀର୍ଘ ଦିନ ହୋଇଗଲାଣି ନବ ଦାସ ହ-ତ୍ୟା ମାମ-ଲାରେ । ତଥାପି ଚାରିଆଡ଼େ ଚଳ ଚଞ୍ଚଳ ହୋଇ ଉଠିଛି । ସମସ୍ତଙ୍କ ମନରେ ହ-ତ୍ୟା ପଛର କାରଣକୁ ନେଇ ସ-ନ୍ଦେହ । ଜଣେ ପୋ-ଲିସ ହୋଇ କାହିଁକି ଜଣେ ନେତାଙ୍କୁ ହ-ତ୍ୟା କରିଲେ ଗୋପାଳ , ସେଥିପାଇଁ ସମସ୍ତେ ପ୍ରଶ୍ନ କରୁଛନ୍ତି । ଏ ଯାଏଁ ଘଟ-ଣାର ହ-ତ୍ୟା ପଛରେ ଲୁ-ଚି ରହିଥିବା ପ୍ରକୃତ କାରଣ ସାମ୍ନାକୁ ଆସି ନାହିଁ ।

ଯାହା ସମସ୍ତେ ଅନୁମାନ ଲଗାଇବାରେ ଲାଗିଛନ୍ତି କି ବୋଧ ହୁଏ ଏହି କାରଣ ପାଇଁ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରା ଯାଇପାରେ । ଜଣେ ଏତେ ବଡ ମନ୍ତ୍ରୀ ଯିଏ ସ୍ବାସ୍ଥ୍ୟ ବିଭାଗକୁ ନିଜ ନାମରେ କରି ନେଇଥିଲେ ଆଉ ସବୁ କଥା ବୁଝିବାରେ ନିଜର ସମୟ ବିତାଉଥିଲେ ।ହଠାତ୍ ତାଙ୍କର ଏପରି ଆର ପାରିକୁ ଚାଲିଯିବା ସମସ୍ତଙ୍କୁ ବଡ ଆ-ଘାତ ଦେଇଛି ।

ଜଣେ ମନ୍ତ୍ରୀ ହୋଇ ସେ ଅନେକ ଲୋକଙ୍କ ଖରାପ କରିଥିଲେ ମଧ୍ୟ ନିଶ୍ଚିତ ଭାବରେ ଏପରି କିଛି ଲୋକ ଥିବେ , ଯାହା ପାଇଁ ସେ ଭଲ କରିଥିବେ ଆଉ ସେପରି ବ୍ୟକ୍ତି ହିଁ ତାଙ୍କୁ ଝୁରିବାରେ ଲାଗିଛନ୍ତି । ତାଙ୍କୁ ତାଙ୍କ ଗାଁ ଖୋଜୁଛି , ତାଙ୍କ ପରିବାର ଖୋଜୁଛି ଆଉ ତାଙ୍କ ଓଡ଼ିଶା ମଧ୍ୟ ଖୋଜୁଛି । କିନ୍ତୁ ଏକ ଅଫେରା ରାଇଜକୁ ଚାଲି ଯାଇଛନ୍ତି ନବ ଦାସ । ଆଉ କେବେ ଯେତେ ଡାକିଲେ ମଧ୍ୟ ସେ ଫେରିବେ ନାହିଁ ।

ତେବେ ଏହାରି ମଧ୍ୟରେ ଲୋକଙ୍କ ରା-ଗ ତାଙ୍କୁ ହ-ତ୍ୟା କରିଥିବା ମହାନ ବ୍ୟକ୍ତି ଗୋପାଳ ଦାସଙ୍କ ଉପରେ । ଅନେକ ଲୋକ ତାଙ୍କ ସପକ୍ଷରେ ରହିଥିବା ବେଳେ ଆଉ କିଛି ଲୋକ ତାଙ୍କ ବିପକ୍ଷରେ । କାହିଁକି ସେ ଏପରି ଜନ ସାଧାରଣ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ଉପରେ ଗୁ-ଳି ଚଳାଇଲେ । ଜଣେ ନେତା ହେବା ଆଗରୁ ସେ ଜଣେ ସାଧାରଣ ମଣିଷ । କାହିଁକି ଏପରି ତାଙ୍କ ସହିତ କଲେ ବୋଲି ସମସ୍ତେ ପ୍ରଶ୍ନ ପଚାରିବା ପାଇଁ ଲାଗିଛନ୍ତି ।

କିନ୍ତୁ ଏହାରି ମଧ୍ୟରେ ଗୋପାଳ ନିଜର ଅସଲ ଚେହେରା ଦେଖାଇବା ଆରମ୍ଭ କରି ଦେଇଛି । ସେ ସମସ୍ତଙ୍କୁ ଗୋଟିଏ କଥା କହିବାରେ ଲାଗିଛନ୍ତି କି , ସମୟ ଆସୁ ସବୁ କଥା ଜଣା ପଡ଼ିବ । ସବୁ ସତ କଥା ସେ ସମସ୍ତଙ୍କୁ କହିବେ । କାହିଁକି ଏବଂ କଣ ପାଇଁ ସେ ନବ ଦାସଙ୍କୁ ହ-ତ୍ୟା କରିବାକୁ ସାହସ କରିଥିଲେ , ତାହା ସେ ଜଣ ଜଣଙ୍କ ଆଗରେ ଖୋଲି କରି କହିଦେବି । ବାସ୍ ଟିକିଏ ଅପେକ୍ଷା କରନ୍ତୁ ।

କିଏ ଠିକ୍ ଆଉ କିଏ ଭୁଲ ବୋଲି ସମସ୍ତେ ଜାଣି ପକାଇବେ ବୋଲି କିଛିଦିନ ଆଗରୁ ସେ ସମସ୍ତଙ୍କ ଆଗରେ କହିବାକୁ ଲାଗିଥିଲେ । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖିବା ପରେ ଯାହା ଲାଗୁଛି କି , ଖୁବଶିଘ୍ର ସତ ସାମ୍ନାକୁ ଆସିବ ଆଉ ଧରା ପଡ଼ିବେ ଗୋପାଳ । କାହିଁକି ସେ ନବ ଦାସଙ୍କ ପରିବାରରେ ନିଆଁ ଲଗାଇ ଦେଲେ , ସେ କଥା ସବୁ ଜଣା ପଡ଼ିବ । ତେବେ ଏହା ମଧ୍ୟରେ ଗୋଟିଏ କଥା ଶୁଣିବାକୁ ମିଳିଥିଲା ।

ଆଉ କଥାଟି ହେଉଛି ଯେଉଁ ଜେ-ଲରେ ଗୋପାଳ ଆଗରୁ ରହୁଥିଲେ , ସେହି ଜେ-ଲରେ ତାଙ୍କୁ ଆଉ ରହିବାକୁ ପଡିବ ନାହିଁ । କାହିଁକି ନା କିଛିଦିନ ଆଗରୁ ସେ କହିଥିଲେ କି , ତାଙ୍କ ଜୀବନ ପ୍ରତି ବି-ପଦ ଅଛି ତେଣୁ ସେ ଜେ-ଲ ରୁ ତାଙ୍କୁ ବାହାର କରି ନିଅନ୍ତୁ । ଏହା ମଧ୍ୟରେ ତାଙ୍କ ସ୍ତ୍ରୀ ମଧ୍ୟ ସାମ୍ନାକୁ ଆସି ନିଜ ମୁଁହ ଖୋଲିଛନ୍ତି । ତାଙ୍କ କହିବା ଅନୁଯାୟୀ , ସ୍ଵାମୀ ତାଙ୍କର ପ୍ରକୃତରେ ଦ-ଣ୍ଡ ପାଇବା ପାଇଁ ଯୋଗ୍ୟ ।

କାହିଁକି ନା ସେ ଜଣେ ମଣିଷକୁ ହ-ତ୍ୟା କରିଛନ୍ତି । କିନ୍ତୁ ଏ କଥା ବି ସତ ଯେ ତାଙ୍କୁ ଜେ-ରା କରନ୍ତୁ ପଛକେ , ତାଙ୍କୁ ହ-ତ୍ୟା କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ତାଙ୍କ ଭୁଲ ପାଇଁ ତାଙ୍କୁ ଉଚିତ୍ ଦ-ଣ୍ଡ ଦିଆ ଯାଉ ବୋଲି ସେ ଅନୁରୋଧ କରିଛନ୍ତି କି ତାଙ୍କ ଜୀବନ ପ୍ରତି ବି-ପଦ ଆଣନ୍ତୁ ନାହିଁ କି ତାଙ୍କୁ ମା-ରନ୍ତୁ ନାହିଁ ବୋଲି ସେ କହିଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *